କମିଲା ପେଟ୍ରୋଲ ଓ ଡିଜେଲ ଦର : ଜାଣନ୍ତୁ କେଉଁ ସହରରେ କେତେ ଅଛି ଦାମ୍‌

ପେଟ୍ରୋଲ ଓ ଡିଜେଲ ଦାମ୍ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସାଧାରଣ ଗ୍ରାହକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଧୀରେ ଧୀରେ ଲୋକେ ଇଲେକ୍ଟ୍ରିକ ବାଇକ୍ ପ୍ରତି ମନ ବଳାଉଛନ୍ତି। ତେବେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦାମ୍ ଗତକାଲି…

ରାସ୍ତାକଡ଼ରେ ଶୋଇଥିବା ଶ୍ରମଜୀବୀଙ୍କ ଉପରେ ଚଢ଼ିଗଲା ଟ୍ରକ୍; ୩ ମୃତ, ୧୧ ଆହତ

ଚଣ୍ଡିଗଡ଼: ଆଜି ହରିୟାଣାର ଝଜ୍ଜର ଜିଲ୍ଲାରେ ଗୋଟାଏ ଟ୍ରକ୍‌ ନିୟନ୍ତ୍ରଣ ହରାଇ ମାଡ଼ିଯିବାରୁ ରାସ୍ତାକଡ଼ରେ ଶୋଇଥିବା ୩ଜଣ ପ୍ରବାସୀ ଶ୍ରମଜୀବୀଙ୍କର ମୃତ୍ୟୁ ଘଟିଛି ଓ ଆଉ ୧୧ଜଣ ଆହତ ହୋଇଛନ୍ତି। ଆସୋଧା ଟୋଲ୍‌ ପ୍ଲାଜା ଠାରୁ ପ୍ରାୟ ୨ କିଲୋମିଟର୍‌ ଦୂର…

କମିଲା ସୁନା ଦର; ଜାଣନ୍ତୁ ଆଜି ୨୨ ଓ ୨୪ କ୍ୟାରେଟ୍‌ ମୂଲ୍ୟ କେତେ ରହିଛି

ପ୍ରତ୍ୟେକ ଦିନ ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇଥାଏ। ଆଜି ଭାରତୀୟ ବଜାରରେ ସୁନା ମୂଲ୍ୟ ହ୍ରାସ ପାଇଛି। ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା…

ଭାରତର ବେଶ୍ୟାଳୟରେ ନାବାଳିକାକୁ ବିକ୍ରି କରିଥିବା ଦମ୍ପତିଙ୍କୁ ଫାଶୀଦଣ୍ଡ

ଢ଼ାକା (ବାଂଲାଦେଶ) -: ଭାରତର ଏକ ବେଶ୍ୟାଳୟରେ ଜନୈକା ୧୭ ବର୍ଷୀୟା ନାବାଳିକାକୁ ବିକ୍ରି କରିଥିବା ଅଭିଯୋଗରେ ବୁଧବାର ଦିନ ଏକ ବାଂଲାଦେଶୀ ଦମ୍ପତିଙ୍କୁ ଟ୍ରିବ୍ୟୁନାଲ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ବାଂଲାଦେଶର ଖୁଲନା ଜିଲ୍ଲାରେ ଏହି ଘଟଣା ଘଟିଛି ।ବାଂଲାଦେଶୀ…

ସ୍ୱାମୀକୁ ଚାପୁଡା ମାରି ନବବଧୂ ଫେରାର ଘଟଣା: ସାମ୍ନାକୁ ଆସି ଏମିତି କହିଲେ ଯୁବତୀ

ଭୁବନେଶ୍ବର -: ଭୁବନେଶ୍ୱର ଭରତପୁରରେ ସ୍ୱାମୀକୁ ଚାପୁଡା ମାରି ନବବଧୂ ଫେରାର ଘଟଣାରେ ନୂଆ ଟ୍ଵିଷ୍ଟ। ଭୋ ଭୋ ହୋଇ କାନ୍ଦି ପକାଇଲେ ନବବଧୂ। ପୁଅ ଘର ଲୋକ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ନବବଧୂ। ଯାହା ଅଭିଯୋଗ ଆଣୁଛନ୍ତି ତାର ପ୍ରମାଣ…

ପି. ଚିଦାମ୍ବରମ୍‌ଙ୍କ ଘରେ ସିବିଆଇ ରେଡ୍‌, ଦିଲ୍ଲୀ-ଚେନ୍ନାଇ ସମେତ ଅନ୍ୟ ସ୍ଥାନରେ ଚଢ଼ଉ

ନୂଆଦିଲ୍ଲୀ -: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ଘରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ)ର ରେଡ୍‌। ଯାଞ୍ଚ ଏଜେନ୍ସିର ଏହି ରେଡ୍‌ କଂଗ୍ରେସ ନେତାଙ୍କ ଦିଲ୍ଲୀ ଏବଂ ଚେନ୍ନାଇ ସ୍ଥିତ ଘରେ କରାଯାଇଛି। ସିବିଆଇ ପକ୍ଷରୁ…

ସେ ମୋ ଗଳା ଚିପିଥିଲେ, ତାଙ୍କ ସହ ଥିଲେ ମୁଁ ଏବେ ଯାଏ ନଥାନ୍ତି

ନୂଆଦିଲ୍ଲୀ -: ହଲିଉଡ୍‌ ଷ୍ଟାର୍‌ ଦମ୍ପତି ଜନି ଦିପ୍‌ ଓ ଅମ୍ବର ହର୍ଡଙ୍କ ମାନହାନୀ ମାମଲା ଅଦାଲତରେ ବିଚାରଧୀନ ରହିଛି। ଅମ୍ବର ହର୍ଡ ସ୍ବାମୀ ଜନିଙ୍କ ବିରୋଧରେ ଅଭିଯୋଗ ଆଣି ସେ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିବା କଥା ନିକଟରେ କହିଥିଲେ।ଅମ୍ବର…

ଓଡିଶା ଆସିବେ ପ୍ରିୟଙ୍କା ଗାନ୍ଧୀ, ରାଜ୍ୟ ସଂଗଠନର କରିବେ ସମୀକ୍ଷା

ଭୁବନେଶ୍ବର -: ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ । ଏଆଇସିସି ସାଧାରଣ ସଂପାଦିକା ପ୍ରିୟଙ୍କା ଖୁବଶୀଘ୍ର ଓଡ଼ିଶା ଆସିବେ । ନିର୍ଦ୍ଦିଷ୍ଟ ଭାବେ ପ୍ରିୟଙ୍କା ଗାନ୍ଧୀ କେବେ ଆସିବେ ତାରିଖ ସ୍ଥିର ହୋଇନାହିଁ । ରାଜ୍ୟ କଂଗ୍ରେସ ପ୍ରଭାରୀ, ପିସିସି ସଭାପତି ନିରଞ୍ଜନ…

ସୈାନ୍ଦର୍ଯ୍ୟ ପାଇଁ ସମସ୍ୟା ଭୋଗୁଛନ୍ତି ମଡେଲ୍ , ଚାକିରୀ ଖୋଜିଖୋଜି ହେଲେଣି ନୟାନ୍ତ

ନୂଆଦିଲ୍ଲୀ -: ସୁନ୍ଦର ଦିଶିବାକୁ କିଏ ବା ଚାହେଁନା? ନିଜକୁ ସୁନ୍ଦର କରିବାର ଇଚ୍ଛା ଅଳ୍ପବହୁତ ସମସ୍ତଙ୍କ ଭିତରେ ଥାଏ। ମାତ୍ର ‌ଏହି ସୁନ୍ଦରତା ଯଦି ସମସ୍ୟା ପାଲଟେ ‌ତେବେ ଆପଣ କ’ଣ କରିବେ? ନିଜ ସୌନ୍ଦର୍ଯ୍ୟ ପାଇଁ ଅସୁବିଧାର ସାମ୍ନା…

୬ମାସ ପାଇଁ ସୂର୍ଯ୍ୟ ଅସ୍ତ ହେଲେ ଏହି ଦେଶରେ ଆଜି ଠାରୁ ରାତି

ନୂଆଦିଲ୍ଲୀ -: ୪ ମାସ ପାଇଁ ସୂର୍ଯ୍ୟ ଅସ୍ତ ହୋଇଯିବାରୁ ଆଣ୍ଟାର୍କଟିକାରେ ଦୀର୍ଘ ଶୀତ ରାତି ଆରମ୍ଭ ହୋଇଛି। ସମଗ୍ର ବିଶ୍ବରେ ମୁଖ୍ୟତଃ ୪ଟି ଋତୁ ଅନୁଭୂତ ହେଉଥିବା ବେଳେ ଆଣ୍ଟାର୍କଟିକାରେ ମାତ୍ର ୨ଟି ଋତୁ ଅନୁଭୂତ ହୁଏ। ଗ୍ରୀଷ୍ମକାଳରେ ୬…

error: Content is protected !!