ଏଠାରେ ଗଛ ମାନେ ବି ଖେଳନ୍ତି ହୋଲି, ବରିଷ୍ଠ ବନ ଅଧିକାରୀ ସୁଶାନ୍ତ ନନ୍ଦଙ୍କ ଟ୍ୱିଟ୍‌

କେବଳ ହୋଲି ଖେଳ ମାନବଜାତି ମଧ୍ୟରେ ଶିମିତ ନାହିଁ । ବୃକ୍ଷମାନେ ହୋଲି ଖେଳନ୍ତି । ନିଜର ରୁପ କୁ ସୈାନ୍ଦଜମୟ କରିବା ପାଇଁ ନିଜର ରଙ୍ଗ ବଦଳାଇଥାନ୍ତି । କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ…

ମାନବିକତାକୁ ଭୁଲି ଋଷ ଏଭଳି ନିଷ୍ପତ୍ତି ନେଲା…ସବୁଠି ଏବେ ଶବ ଆଉ ଶବ

କିବ୍ -: ସାରା ପୃଥିବିରେ ଗୋଟିଏ ଚର୍ଚ୍ଚା ପୁଟିନ୍ କଣ ପାଗଳ ହୋଇଯାଇଛନ୍ତି କି ? ଟିକେବି ମାନବିକତା ନାହିଁ କି । ସାଧାରଣ ଲୋକଙ୍କ ଉପରେ ରୁଷ୍‌ର ବୋମାମାଡ଼ ଦ୍ୱାରା ଉତ୍ତର ୟୁକ୍ରେନ୍ ସହର ଚେର୍ନିହିବରେ ଦିନକରେ ୫୩ ନାଗରିକଙ୍କ…

‘ଦି କାଶ୍ମୀର ଫାଇଲ୍‌ସ’ ଦେଖିବାକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଗୌହ୍ବାଟୀ : ସମଗ୍ର ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବା ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ ଦେଖିବାକୁ ଆସାମ ସରକାର ଛୁଟି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ସମସ୍ତ ସରକାରୀ କର୍ମଚାରୀଙ୍କ ଲାଗି ଏକ ସ୍ବତନ୍ତ୍ର ଘୋଷଣା କରିଛନ୍ତି। ସରକାରୀ…

ଘର ମାଲିକ ସାବଧାନ, ଆପଣ ଘର ଭଡାରେ ଦେଇଛନ୍ତି କି ?

ନୂଆଦିଲ୍ଲୀ (ବ୍ୟୁରୋ ନ୍ୟୁଜ)-: ଆପଣଙ୍କ ଘର ଭଡାରେ ଲଗାଇଛନ୍ତି କି ତେବେ ସାବଧାନ ହୋଇଯାଆନ୍ତୁ । ଆସନ୍ତୁ ଜାଣିବା ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ କଣ ରାଏ ଦେଇଛନ୍ତି । ଯଦି ଭଡାଟିଆ କୌଣସି କାରଣରୁ ଭଡା ଦେଇ ନପାରନ୍ତି ତେବେ ଏହାକୁ…

ପୁସ୍ତକ ମେଳାରୁ ଚୋରି କରୁଥିଲେ ଏହି ଅଭିନେତ୍ରୀ, ଗିରଫ କଲା ପୋଲିଷ

କୋଲକତା -: ଆନ୍ତର୍ଜାତୀୟ କୋଲକତା ପୁସ୍ତକ ମେଳାରୁ ଚୋରି ଅଭିଯୋଗରେ ରୂପା ଦତ୍ତଙ୍କୁ ପୁଲିସ୍ ଗିରଫ କରିଛି  । ଏକାଧିକ ଟିଭି ଧାରାବାହିକରେ ଅଭିନୟ କରିଥିବା ରୂପା ଦତ୍ତଙ୍କୁ ପୁଲିସ୍ ଗିରଫ କରିଛି  । ଏକାଧିକ ଟିଭି ଧାରାବାହିକରେ ଅଭିନୟ କରିଥିବା…

ସନ୍ଦେହ ଘେରରେ ବାଲିକୁଦା ବି.ଡ଼ି.ଓ, ନିର୍ବାଚନରେ ପକ୍ଷପାତିତା ଅଭିଯୋଗ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) – ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଲିକୁଦା ବିଡ଼ିଓଙ୍କ କାର୍ଯ୍ୟକଳାପକୁ ନେଇ ସଂଗ୍ରାମପୁର ପଞ୍ଚାୟତରେ ସନ୍ଦେହ ଉପୁଜିଛି । ଏହି ପଞ୍ଚାୟତର ୮ ନମ୍ବର ୱାର୍ଡରେ ସ୍ୱାଧୀନ ପ୍ରାଥୀ କମଳଲୋଚନ ରାଉତ, ଏବଂ ବିଜେଡି ସମର୍ôଥତ…

ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ଦାବି କଲେ ଫ୍ରାନ୍ସ, ଜର୍ମାନ

ମସ୍କୋ -: ସବୁ ସମସ୍ୟାର ସାମାଧାନ ବୁଝାମଣା ମଧ୍ୟରେ ହେବା ଆବଶ୍ୟକ ଯୁଦ୍ଧ ନୁହେଁ । ଜର୍ମାନ ଚାନ୍‌ସେଲର ଓଲାଫ୍ ସ୍କଲ୍‌ଜ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି ।…

ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ, ୭ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ -: ରାଜଧାନୀ ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଶୁକ୍ରବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ୭ ଜଣ ଜୀବନ୍ତ ଜଳି ଯାଇଛନ୍ତି। ସୂଚନାଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗୋକୁଲପୁରୀ ଅଞ୍ଚଳର ଏକ ବସ୍ତିରେ ନିଆଁ ଲାଗି ଯାଇଥିଲା। ନିଆଁ…

ପାକିସ୍ତାନକୁ ଭୁଲ ମାଗିଲା ଭାରତ

ନୂଆଦିଲ୍ଲୀ -: ପାକିସ୍ତାନ ଦାବି ଉପରେ ପ୍ରତିକ୍ରିୟା ରଖିଲା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ । ଭୁଲବଶତଃ ପାକିସ୍ତାନରେ ମିସାଇଲ ପଡିଥିବା କହିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ତେବେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ମିସାଇଲ ପାକିସ୍ତାନକୁ ପଡିଥିବା କହିଛି ମନ୍ତ୍ରଣାଳୟ ।…

error: Content is protected !!