ନୂଆପଡ଼ା ଉପନିର୍ବାଚନ: ୮ ଜଣ ମନ୍ତ୍ରୀ ଜଗିବେ ୮ ଜୋନ୍

ନୂଆପଡାର ୮ ଜୋନର ଦାୟିତ୍ବ ନେଲେ ୮ ମନ୍ତ୍ରୀଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ଏହି ୮ ମନ୍ତ୍ରୀ୮ ଜୋନ୍ ରହି ନିର୍ବାଚନ ପ୍ରଚାର ଓ ରଣନୀତି କରିବେ ପ୍ରସ୍ତୁତି ନୂଆପଡ଼ା ଉପନିର୍ବାଚନ ପାଇଁ ଜୋରସୋରରେ ଜାରି ରହିଛି ପ୍ରଚାର । ଆସନ୍ତା…

ଘାସିରାମ ମାଝୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲା ବିଜେପି

ଭୁବନେଶ୍ୱର : ନୂଆପଡା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମରେ ନୂଆପଡା ଥାନାରେ ରୁଜୁ ହୋଇଥିବା ଦୁଇଟି ଅଭିଯୋଗର ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ହୋଇନାହିଁ ବୋଲି ଭାରତୀୟ ଜନତା ପାର୍ଟି (ବିଜେପି) ଅଭିଯୋଗ…

ସକ୍ରିୟ ରାଜନୀତିରୁ ଦୂରେଇ ଥିବା ଶ୍ରୀମୟୀ ଏବେ ହଠାତ ଏମିତି ଲେଖିଲେ କାହିଁକି?

ବିଜେଡିରେ ଧୃତରାଷ୍ଟ୍ରକିଏ?କିଏ କଲା ଶ୍ରୀମୟୀଙ୍କୁ ଅପମାନ?କାହାକୁ ଇଙ୍ଗିତ କରିଛନ୍ତି ଶ୍ରୀମୟୀ ? ଟିକେ ଭଲ କରି ଦେଖନ୍ତୁ ଫେସବୁକରେ ଶ୍ରୀମୟୀ ମିଶ୍ର ଲେଖିଥିବା ଏ ଲେଖାକୁ । ମହାଭାରତର କରୁସଭା କଥା ଲେଖି ବିଜେଡିକୁ ସିଧାସିଧା ଟାର୍ଗେଟ୍ କରିଛନ୍ତି ଶ୍ରୀମୟୀ ।…

ଦିଲ୍ଲୀରେ ପଦ୍ମ ମୁଖିଆ, ଏପଟେ ଦିଲ୍ଲୀ ବାହାରିଲେ ଶଙ୍ଖ ମୁଖିଆ:  ଆସିବ କି କିଛି ବଡ଼ ଖବର?

ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ । ଶନିବାର ବିଳମ୍ବିତ ରାତିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣି ଦିଲ୍ଲୀ ଯାଇଥିବାବେଳେ, ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ସକାଳେ…

‘କିଛି ଲୁଚାଛପାରେ ହେବନି’, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମନମୋହନ ସାମଲଙ୍କ ଇସାରା

ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ଏବଂ ନୂଆ ଟିମ୍ ବି ଘୋଷଣା ହେବ! କିଛି ଲୁଚାଛପାରେ ହେବନି । ରାଜନୀତିରେ କିଛି ଲୁଚାଛପାରେ ହୁଏ ନାହିଁ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନୂଆ ଟିମ୍‌ ବି ଲୁଚାଛପାରେ ହେବ ନାହିଁ ।…

କଂଗ୍ରେସକୁ ବିପଦ ନିଜ ଦଳର କନ୍ଦଳ; ଘରୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଲେଣି ଭକ୍ତ

ଭୁବନେଶ୍ବର -: ମୁହଁ ମାଡ଼ି ତଳେ ପଡ଼ିଥିବା କଂଗ୍ରେସକୁ ସାଧାରଣ ନିର୍ବାଚନ ପରେ ବଳ ଦେଇଥିଲେ ଭକ୍ତ ଦାସ । କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀ ଓଡ଼ିଶା କଂଗ୍ରେସର ନବକଳେବର କଲେ ଓ ଭକ୍ତ ଦାସଙ୍କ ଭଳି ଜଣେ ଟାଣୁଆ ସଙ୍ଗଠକଙ୍କୁ…

ବିଜେପି ଫୋକସ୍‌ରେ ଗଞ୍ଜାମ ଜିଲ୍ଲା, ୭ରୁ ୫ ନୂଆ ମ୍ୟୁନିସିପାଲିଟି ଭେଟି

ଗଞ୍ଜାମ -: ବିଜେଡିର ଗଡ଼ କବ୍‌ଜା କରିବା ପରେ ଏବେ ଗଡ ବଜାୟ ରଖିବାକୁ ବିଜେପିର ବଡ ଯୋଜନା। ଆମେ କହୁଛୁ ଗଞ୍ଜାମ ଜିଲ୍ଲା କଥା। ଏବେ ଗଞ୍ଜାମକୁ ୫ ମ୍ୟୁନିସିପାଲିଟି ଭେଟି ଦେଇ ବଡ଼ ସନ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ବିଜେଡ଼ିର ପତ୍ତନ ଆରମ୍ଭ: ଦଳ ଛାଡୁଛନ୍ତି ବଡ଼ ବଡ଼ ନେତା

ବିଜେଡିର ବରିଷ୍ଠ ନେତା ତଥା ନର୍ଲା ବିଧାୟକ ଭୂପିନ୍ଦର ସିଂ ଦଳ ଛାଡ଼ିବା ନେଇ ଏକ ବଡ଼ ସଂକେତ ଦେଇଛନ୍ତି! ସେ କହିଛନ୍ତି ଯେ ତାଙ୍କ ପାଇଁ ଲୋକମାନେ ହିଁ ସବୁଠୁ ବଡ଼ ଦଳ ଏବଂ ତାଙ୍କର ଭବିଷ୍ୟତ ନିଷ୍ପତ୍ତି ଲୋକମାନେ…

ପିନାକୀ ମିଶ୍ରଙ୍କ ବିରୋଧରେ ଆର୍ଥିକ ଅନିୟମିତତା, ମନି ଲଣ୍ଡରିଂ ଏବଂ ପ୍ରତିରକ୍ଷା ସୁରକ୍ଷା ଅଭିଯୋଗ

ଭୁବନେଶ୍ବର -: ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ବିରୋଧରେ  ଆର୍ଥିକ ଠକେଇ, ମନି ଲଣ୍ଡରିଂ ଏବଂ ରୁଷିଆ ବିରୋଧୀ ପ୍ରଶ୍ନ ପାଇଁ ଅଭିଯୋଗ ହୋଇଛି।  ଏହା ଦ୍ବାରା ଭାରତର ପ୍ରତିରକ୍ଷାକୁ ଦୁର୍ବଳ କରୁଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ଅଭିଯୋଗଗୁଡ଼ିକରେ ସନ୍ଦେହଜନକ…

ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗଦେବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

ଯୁବ ସମାଜକୁ ମୁଖ୍ୟମନ୍ତ୍ରୀ ମୋହାନ ଚରଣ ମାଝୀଙ୍କ ବଡ଼ ଆହ୍ବାନ । ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗଦେବାକୁ ଦେଲେ ଆହ୍ବାନ । Xରେ ପୋଷ୍ଟ କରି ଯୁବ ସମାଜକୁ ଏହି ଆହ୍ନାନ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

error: Content is protected !!