ପୁଣି ଆଜି କମିଲା ସୁନା ଓ ରୁପା ଦର, ଜାଣନ୍ତୁ କେତେ ରହିଛି ଆଜିର ଦାମ୍

ସୁନା ଓ ରୁପା ମୂଲ୍ୟ ସବୁ ଦିନ ପରିବର୍ତ୍ତନ ହେଉଛି। ଆଜି ମଧ୍ୟ ସୁନା ଓ ରୂପା ମୂଲ୍ୟ କିଛି ମାତ୍ରାରେ ବଢିଛି। ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୮୦୦ ଟଙ୍କା…

ମିଳି ମିଶି ମାରିଦେବାକୁ ଷଡ଼୍‌ଯନ୍ତ୍ର, ଅଧିକାରୀ ପୋତୁଛନ୍ତି, ମାଫିଆ ବିକୁଛନ୍ତି

ଭୁବନେଶ୍ୱର : ଆଉ କିଛି ବର୍ଷ ପରେ ଭୁବନେଶ୍ବର ମାନଚିତ୍ର‌ରେ ଦୟାୱେଷ୍ଟ କେନାଲର ଚିହ୍ନବର୍ଣ୍ଣ ମିଳିବନି। ଜମି ମାଫିଆଙ୍କଠାରୁ ଆରମ୍ଭ କରି କୁଜି ନେତା, କେନାଲ କଡ଼ରେ ଘର କରିଥିବା ସ୍ଥାନୀୟ ଲୋକ ଓ ସରକାରୀ ଅଧିକାରୀମାନେ ଏହି କେନାଲକୁ ମାରିଦେବା…

ହିମୋଗ୍ଲୋବିନମିଟର ଓ ଷ୍ଟ୍ରିପ୍ କିଣାରେ ବଡ କେଳେଙ୍କାରୀର ପର୍ଦ୍ଦାଫାସ …

ଭୁବନେଶ୍ବର -: କରୋନା କାଳରେ କୋଭିଡ ସାମଗ୍ରୀ କିଣା କେଳେଙ୍କାରୀକୁ ନେଇ ଚର୍ଚ୍ଚାକୁ ଆସିଥିଲା ରାଜ୍ୟ ଔଷଧ ନିଗମ। ଲୋକାୟୁକ୍ତ କ୍ଲିନ୍‌ଚିଟ୍ ଦେଇଥିଲେ ବି ଏହି ପ୍ରସଙ୍ଗ ରାଜ୍ୟବାସୀଙ୍କ ମନରୁ ଲିଭିନାହିଁ। ଠିକ୍ ଏମିତି ସମୟରେ ହିମୋଗ୍ଲୋବିନମିଟର, ଟେଷ୍ଟ ଷ୍ଟ୍ରିପ୍ ଓ…

ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ଛାଡୁଥିଲେ ସ୍ୱାମୀ, ତା ପରେ ହେଲା ଏଭଳି ଅବସ୍ଥା

ଭୁବନେଶ୍ୱର -: ପତ୍ନୀ ଅଜାଣତରେ ପତି କରୁଥିଲା ଅଶ୍ଳୀଳ ଫଟୋ ଭାଇରାଲ । ପତ୍ନୀର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଫେସବୁକରେ ପୋଷ୍ଟ ଦେଖି ପଡୋଶୀ ପତ୍ନିଙ୍କୁ ଜଣାଇଲେ । ଖବର ପାଇ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ପତ୍ନୀର…

ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ: ଆଉ ୫ଟି ଜିଲ୍ଲାର ୪୯୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗୁଡିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି । ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବାକୁ ଆଗ୍ରହ ମଧ୍ୟ ବଢିବା ସହିତ ଆମର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଛି…

କମିଲା ସୁନା ଦର ! ଆପଣଙ୍କ ସହରରେ କେତେ ରହିଛି ମୂଲ୍ୟ ଆସନ୍ତୁ ଜାଣିବା

ସୁନା ଓ ରୁପା ମୂଲ୍ୟ ସବୁ ଦିନ ପରିବର୍ତ୍ତନ ହେଉଛି। ଆଜି ମଧ୍ୟ ସୁନା ଓ ରୂପା ମୂଲ୍ୟ କିଛି ମାତ୍ରାରେ ବଢିଛି। ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୮୨୦ ଟଙ୍କା…

‘ଦାନିଦାତା’ ଲୁଟିନେଲା କୋଟି କୋଟି : ସାମ୍ବାଦିକ ଓ ପୁଲିସ ବି ବର୍ତ୍ତିନାହାନ୍ତି, ବେଆଇନ ବୋଲି ଅଭିଯୋଗ କରିବାକୁ ଭୟ  

ଭୁବନେଶ୍ବର -: ମାତ୍ର ହଜାରେ ଟଙ୍କା ନିବେଶ କଲେ, ଦୈନିକ ୦.୭୫ ପ୍ରତିଶତ ସୁଧରେ ମାସ ଶେଷକୁ ୧୯୫୯ ଟଙ୍କା ମିଳୁଥିଲା। ଅର୍ଥାତ୍‌ ମାସକରେ ପଇସା ପାଖାପାଖି ଦୁଇଗୁଣା ହୋଇଯାଉଥିଲା। ଏହି କ୍ରମରେ ହଜାରେ ଟଙ୍କା ନିବେଶ କରି ବର୍ଷେ ଅପେକ୍ଷା…

ନବୀନଙ୍କ ନୂଆ ଟିମ୍‌, ଜାଣନ୍ତୁ କାହାକୁ କେଉଁ ବିଭାଗ ମିଳିଲା

ଲୋକସେବା ଭବନରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ସମସ୍ତ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛି । ଏହାପରେ ରାଜ୍ୟ ସରକାରଙ୍କ ନବନିଯୁକ୍ତି ମନ୍ତ୍ରୀମାନଙ୍କୁ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ବଣ୍ଟନ…

ନବୀନଙ୍କ ୨୨ ବର୍ଷର ଶାସନ… ନା କମିଛି ଲୋକପ୍ରିୟତା ନା ଛୁଇଁଛି ପରାଜୟ

ଆଜିକୁ ଠିକ୍ ୩ ବର୍ଷ ତଳେ … ମେ’ ୨୯, ୨୦୨୨ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଲଗାତାର ୫ମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିଲେ ନବୀନ ପଟ୍ଟନାୟକ । ବିଶାଳ ଜନସମାବେଶ ଭିତରେ ନବୀନ ରେକର୍ଡ ୫ମ…

ନବୀନଙ୍କ ନୂତନ ମନ୍ତ୍ରିମଣ୍ଡଳରୁ ଏହି ୯ ଜଣ ମନ୍ତ୍ରୀ ବାଦ୍ ପଡିବା ପଛର ରହସ୍ୟ କଣ ? ଆସନ୍ତୁ ଜାଣିବା

ଭୁବନେଶ୍ବର -: ରାତିପାହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ଏହି ମନ୍ତ୍ରିମଣ୍ଡଳରେ ୧୧ ଜଣ ପୁରୁଣା ମନ୍ତ୍ରୀ ପୁଣି ଥରେ ଦାୟିତ୍ବ ପାଇବାକୁ ଥିବା ବେଳେ ୯ ଜଣ ବାଦ୍‌ ପଡ଼ିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଯେଉଁ…

error: Content is protected !!