କମିଲା ସୁନା ଦର; ଜାଣନ୍ତୁ ଆଜି ୨୨ ଓ ୨୪ କ୍ୟାରେଟ୍‌ ମୂଲ୍ୟ କେତେ ରହିଛି

ପ୍ରତ୍ୟେକ ଦିନ ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇଥାଏ। ଆଜି ଭାରତୀୟ ବଜାରରେ ସୁନା ମୂଲ୍ୟ ହ୍ରାସ ପାଇଛି। ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା…

କଟକରେ ଅଜଣା ମହିଳାଙ୍କ ମୃତଦେହ ମିଳିବା ଘଟଣା, ସାମ୍ନାକୁ ଆସିଲା ନୂଆ ଖିଅ

କଟକ -:  ପ୍ରଥମେ ଚାଞ୍ଚଲ୍ୟ ପରେ ନୂଆ ଖିଅ । କଟକ ବିଡାନାସୀ କୃଷକ ବଜାର ପାଣିଟାଙ୍କି ତଳେ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ସାମ୍ନାକୁ ଆସିଲା ନୂଆ ଖିଅ । ମହିଳାଙ୍କ ବ୍ୟାଗ ଭିତରୁ ମିଳିଥିବା ନୋଟ୍‌ଟି ସୁଇସାଇଡ୍‌ ନୋଟ୍‌…

କଟକରେ ଅଜଣା ମହିଳାଙ୍କ ଶବ ଉଦ୍ଧାର ବୟସ ୨୨ରୁ୨୩ ହେବ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

କଟକ -: କଟକ ବିଡ଼ାନାସିଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବିଡାନାସି ଥାନା ଅନ୍ତର୍ଗତ କୃଷକ ବଜାର ପାଣିଟାଙ୍କିଠାରେ ଏକ ଅଜଣା ମୃତଦେହ ଠାବ ହୋଇଛି । ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ମଧ୍ୟ ସନ୍ଦେହ କରାଯାଉଛି ।…

‘ମୋ ବସ୍‌’ ଯାତ୍ରୀ ବିଶ୍ରାମଗାରାରେ ସଂଜ ବୁଡ଼ୁବୁଡ଼ୁ ବଢୁଛି ଅସାମାଜିକ ଲୋକଙ୍କ ଆଡ଼ା

ଭୁବନେଶ୍ୱର -: ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳର କଥା । ୟୁନିଟ୍‌‌-୩ ଅଞ୍ଚଳର ମୋନାଲିସା ମହାନ୍ତି(ଛଦ୍ମନାମ) ନିୟୁ ଏଜି କଲୋନି ମୋ ବସ୍‌‌ ଷ୍ଟପ୍‌‌ରେ ବସ୍‌‌କୁ ଅପେକ୍ଷା କରିଥିଲେ । ଅନ୍ଧାର ହୋଇସାରିଥିଲେ ବି ବସ୍‌‌ ଷ୍ଟପ୍‌‌ର ଲାଇଟ୍…

ବିଜେଡିର ୯୫% ପ୍ରତିଶତ ପ୍ରାର୍ଥୀ କୋଟିପତି, ପ୍ରାର୍ଥଙ୍କ ଅପରାଧ ରେକର୍ଡ କଣ ରହିଛି ଆସନ୍ତୁ ଜାଣିବା

ଭୁବନେଶ୍ୱର -: ନିକଟ‌ରେ ଶେଷ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇଥିବା ୭୨୬ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୮୨ଜଣଙ୍କ ବିରୋଧରେ ଅପରାଧିକ ମାମଲା ଅଛି । ୧୫ଜଣ ସଭ୍ୟଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା (ଆଇପିସି ଧାରା ୩୦୭)…

ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟ ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ପୁରୀ ଓ ଭୁବନେଶ୍ୱରରେ ବିରୋଧ 

ପୁରୀ/ଭୁବନେଶ୍ୱର -: ନିଜକୁ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଦାବି କରୁଥିବା ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ସୋମବାର ଦିନ ପୁରୀ ରେଳଷ୍ଟେସନ୍‌‌ଠାରେ ଦୃଢ଼ ବିରୋଧ ପ୍ରଦର୍ଶନ କରାଯାଇଛି । ଆଦିତ୍ୟ ବାହିନୀର କର୍ମକର୍ତ୍ତାମାନେ ଦୃଢ଼ ବିରୋଧ କରିବା ସହ ତାଙ୍କୁ ପୁରୀ ଛାଡ଼ି ଚାଲିଯିବାକୁ…

ଏସ୍‌‌ସିବିରେ ଖତ ଖାଉଛି ପେଟି ପେଟି ଔଷଧ, ସରକାର କା ମାଲ୍ ଦରିଆ ମେ ଡାଲ୍‌

କଟକ -: ଏସ୍‌‌ସିବିରେ ଗଦା ହୋଇ ପଡ଼ିଛି ପେଟି ପେଟି ଔଷଧ । କେଉଁ ଔଷଧ ଅଧା ଖୋଲା ହୋଇ ପଡ଼ିଛି ତ ପୁଣି କାହାର ପେଟି ସବୁ ଫାଟି ଗଲାଣି । ରାଜ୍ୟ ଔଷଧ ନିଗମ (ଓଏସ୍‌‌ଏମ୍‌‌ସିଏଲ୍‌‌) ପକ୍ଷରୁ ନିରାମୟ…

୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ, ୧୩ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର -: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌‌ ୧୮ ତାରିଖ ବୁଧବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା…

ବିବାଦରେ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ, ପ୍ରଥମେ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭାଇରାଲ ଏବେ କ’ଣ ହେଉଛି ଆସନ୍ତୁ ଜାଣିବା …

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ବହୁ ଚର୍ଚ୍ଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ନିମନ୍ତେ ଜଗତସିଂହପୁର ସବ ରେଜିଷ୍ଟ୍ରରଙ୍କ କାର୍ଯ୍ୟାଳୟରେ ଆଜି ଆବେଦନ କରାଯାଇଛି । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମ ସମ୍ପର୍କକୁ ନେଇ ବହୁ…

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ୪୦ ଜଣିଆ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା …

ଭୁବନେଶ୍ବର -: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି। ବିଜେଡି ଆଜି ବ୍ରଜରାଜନଗର ଫାଇଟ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଘୋଷଣା କରିଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବ୍ରଜରାଜନଗରରେ ପ୍ରଚାର ମୈଦାନକୁ…

error: Content is protected !!