ଭୁବନେଶ୍ୱର -: ପୌର ନିର୍ବାଚନରେ ବିଜେପିର ଦୁର୍ବଳ ପ୍ରଦର୍ଶନ ପାଇଁ ରାଜ୍ୟ ନେତୃତ୍ୱକୁ ସିଧାସଳଖ ଦାୟୀ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ଫେରିବା ପରେ ଆଜି ଗଣମାଧ୍ୟମ ସମ୍ମୁଖରେ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏଥିସହ…
Category: ରାଜ୍ୟ ଖବର
ଆଠଗଡରେ ନିର୍ବାଚନ ପରବତ୍ତୀ ହିଂସା, ଗାଡିଚଢାଇ ମାରିଦେବାକୁ ଉଦ୍ୟମ
ଆଠଗଡ଼ -: ଗାଡ଼ି ଚଢ଼ାଇ କଟକ ଜିଲ୍ଲା ଆଠଗଡ଼ ଏନ୍ଏସିର ବିଜେପି ନଗରପାଳ ପ୍ରାର୍ଥୀ ଇଲା ପଣ୍ଡାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଦୁର୍ଘଟଣାରେ ଇଲାଙ୍କ ମୁଣ୍ଡ, ଛାତି ଓ ଗୋଡ଼ରେ ଆଘାତ ଲାଗିଥିଲା ବେଳେ ସେ…
ଦୁଇ ଦିନିଆ ଭାରତ ବନ୍ଦ, ସୋମବାର ଓ ମଙ୍ଗଳବାର
ନୂଆଦିଲ୍ଲୀ -: କେନ୍ଦ୍ର ସରକାରଙ୍କ କୃଷକ, ଶ୍ରମିକ ଓ ସାଧାରଣ ଜନତା ବିରୋଧୀ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନଗୁଡ଼ିକ ଆସନ୍ତା ୨୮ ଓ ୨୯ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦ ଡାକରାକୁ ବ୍ୟାଙ୍କ ୟୁନିୟନଗୁଡ଼ିକ…
ଡାକିନେଇ ଯବାନଙ୍କୁ ହତ୍ୟା କଲେ ନକ୍ସଲ
ମାଲକାନଗିରି -: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଜଣେ ଯବାନକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ। ମିଳିଥିବା ସୂଚନା ଅନୁଯାୟୀ କୁକନାର ଥାନା ଅନ୍ତର୍ଗତ ବୋଦାରାସ ଗ୍ରାମର ଜଣେ ଯବାନ ନିଜ ଗ୍ରାମରେ ଯାତ୍ରା ଚାଲିଥିବାରୁ ଗ୍ରାମକୁ ଆସିଥିଲା।…
ଆଇଆଇସିଙ୍କ ମୃତ୍ୟୁ ପଛରେ କିଏ ? ଆସିଲା ସାଂଘାତିକ ଅଭିଯୋଗ
ଗଞ୍ଚାମ/ଭଞ୍ଜନଗର -: ଗାଙ୍ଗପୁର ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ମୃତକଙ୍କ ମାଆ ସାଘାଂତିକ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବାନୁସାରେ, ପୁଅ ମୃତ୍ୟୁର କିଛି ସମୟ ପୂର୍ବରୁ ଦୁଇ ଜଣ ପୋଲିସ କର୍ମଚାରୀ ଘରକୁ…
ଭାଉଜଙ୍କ ପାଇଁ ନବ ବିବାହିତ ଦମ୍ପତିଙ୍କ ଜିବନ ଗଲା
କେନ୍ଦ୍ରାପଡା -: ସମ୍ପର୍କୀୟ ଭାଉଜଙ୍କ ସହ ନିବିଡ଼ ପ୍ରେମ ସମ୍ପର୍କକୁ ନେଇ ଉଗ୍ର ହୋଇଥିଲା ପାରିବାରିକ କଳହ । କଳହ ଶେଷର ପରିଣତି ଆଣିଦେଲା ମୃତ୍ୟୁ । ଏଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ସଦରଥାନା ଅନ୍ତର୍ଗତ କଳପଡା ଗ୍ରାମରେ…
ସାମ୍ବାଦିକଙ୍କ ମା’ ଭଉଣୀ ଉଡାଇଲେ ବିଡିଓଙ୍କ ସ୍ୱାମୀ : ରୁଜୁ ହେଲା ମାମଲା, ଗିରଫ ହେବେ କେବେ ?
କଳାହାଣ୍ଡି/କୋକସରା – କୋକସରା ବିଡ଼ିଓ ମନୀଷା ଦାସଙ୍କ ସ୍ୱାମୀ ବଳରାମ ବଗର୍ତ୍ତି କୋକସରା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ସମୁହଙ୍କୁ ଧମକ ପୂର୍ଣ ଗାଳିଗୁଲଜ ଓ ଜୀବନରେ ମାରିବା ଧମକ ସମ୍ପର୍କରେ ଶନିବାର କୋକସରା ଥାନାରେ ଅଭିଯୋଗ କରିଛନ୍ତି ସାମ୍ବାଦିକ ସମୁହ ।…
କୋରାପୁଟରେ ଭୁଷୁଡିଲା ବିଜେଡିର ଦୁର୍ଗ
କୋରାପୁଟ -: ପୈାରାଧ୍ୟକ୍ଷ ନିର୍ବାଚନରେ ରାଜ୍ୟସାରା ବିଜେଡି ଭଲ ପ୍ରଦର୍ଶନ କରିଥିବାବେଳେ କୋରାପୁଟ ଜିଲ୍ଲାରେ ଧୁଳି ଚାଟିଛି । ତ୍ରିସ୍ତରୀୟ ପଞ୍ଜଞ୍ଜଞ୍ଚାୟତ ନିର୍ବାଚନ ପରି ପୈାର ନିର୍ବାଚନରେ ସଫଳତା ପାଇନି । କୋରାପୁଟ ଜିଲ୍ଲାର ୪ ପୈାର ପରିଷଦରୁ କେବଳ କୋରାପୁଟ…
ପୈାରାଧ୍ୟକ୍ଷ ନିର୍ବାଚନରେ ମାଟିକାମୁଡିଲା ବିଜେଡି, ନୂଆପଡାରେ ଖାତା ଖୋଲିପାରିଲାନି
ଭୁବନେଶ୍ୱର -: ନୂଆପଡା ଜିଲ୍ଲାର ତିନିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରୁ ଗୋଟିକରେ ବି ପୈାରାଧ୍ୟକ୍ଷ ଆସନ ଜିତିବାରେ ସଫଳ ହୋଇନାହିଁ ଶାସକ ବିଜୁ ଜନତା ଦଳ । ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ କଂଗ୍ରେସ ପ୍ରାର୍ଥୀ ଉଜ୍ଜ୍ୱଳ ଗୁପ୍ତା ୩୯୦୦…