ନୂଆଦିଲ୍ଲୀ -: ପାରାଦୀପ ବନ୍ଦରକୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବା ପାଇଁ ଲୋକସଭାରେ ଦାବି ହୋଇଛି । ଏହି ଦାବି କରିଛନ୍ତି ବିଜେଡି ସାଂସଦ ଅନୁଭବ ମହାନ୍ତି । ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ…
Category: ରାଜ୍ୟ ଖବର
ନୟାଗଡ ମିଶନ ଶକ୍ତି ଅର୍ଥ ହଡପ ଘଟଣାରେ ନିଆଗଲା ଏଭଳି ପଦକ୍ଷେପ, ସମସ୍ତଙ୍କ ମୁହଁରେ ସାବାସ ସରକାର
ନୟାଗଡ଼ -: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ଫତେଗଡ଼ ପଞ୍ଚାୟତରେ ମିସନ ଶକ୍ତି ଗୃହ ନିର୍ମାଣ ନ କରି ୪ ଲକ୍ଷ ଟଙ୍କା ଆତ୍ମସାତ୍ କରାଯାଇଥିବା ଅଭିଯୋଗ ଉପରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ରାଜନେତାଙ୍କ ହାତବାରିସି…
ମାନସ ହତ୍ୟାକାଣ୍ଡ ପଛରେ ବହୁ ବଡ ବଡ ଶକ୍ତି, ଅଫିସରଙ୍କ ଠାରୁ ମନ୍ତ୍ରୀ …
ଭୁବନେଶ୍ୱର -: କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡ ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ବିଶେଷକରି ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଧରାପଡ଼ିବା ପରେ ଘଟଣା ନୂଆ ମୋଡ଼ ନେଇଛି । ଏଥିରେ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ନେଇ…
ହାଇକୋର୍ଟରେ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଉପରେ କଣ ଶୁଣାଣି ହେଲା ଆସନ୍ତୁ ଜାଣିବା
କଟକ -: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ମାନସଙ୍କ ବାପା ପଞ୍ଚାନନ ସ୍ୱାଇଁ ମାମଲାରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।…
ମାଓ ଗଡରେ ପୋଲିଷ ଡିଜି ସୁନୀଲ ବଂସଲ
କୋରାପୁଟ -: ଆଜି ସକାଳ ୯.୧୫ ମିନିଟରେ ହେଲିକପ୍ଟର ଯୋଗେ ଆସି ପୁଲିସ ମହାନିର୍ଦ୍ଦେଶକ କୋରାପୁଟ ଦକ୍ଷିଣ ପଶ୍ଚିମାଞ୍ଚାଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ଭିତରେ ରହିଛି ।…
କାହା ସ୍ୱାର୍ଥରେ ମୋ ସରକାର, ନା… କେବଳ କାଗଜକଲମରେ !
କୋକସରା -: ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ସୁବିଧାରେ ସରକାରୀ ସହାୟତା ଯୋଗଇବା ପାଇଁ ରାଜ୍ୟରେ ‘ମୋ ସରକାର’ ଯୋଜନା ଲାଗୁ କରିଛନ୍ତି । ବିଭିନ୍ନ ଅଭିଯୋଗ, ସମସ୍ୟା ନେଇ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ପାଇଁ ଏହା କରାଯାଇଥିବା ବେଳେ…
ବାପ ହତ୍ୟାର ପ୍ରତିଶୋଧ ନେଲା ପୁଅ, ପୁରୀରେ ବିଗିଡିଗଲାଣି ଆଇନଶୃଙ୍ଖଳା ପରିସ୍ଥିତି
ପୁରୀ -: ପୁରୀରେ ବିଗୁଡିଛି ଆଇନଶୃଙ୍ଖଳା ପରିସ୍ଥିତି । ପୋଲିସ ଉପରେ ଭରସା ତୁଟିବାରେ ଲାଗିଲାଣି ଯାହା ଗୁନସିଂହାରୀ ଘଟଣାରେ ଦେଖିବାକୁ ମିଳିଛି । ଗୁନ ସିଂହାରୀଙ୍କ ଭାଇ ଓ ପୁଅ ହତ୍ୟାର ପ୍ରତିଶୋଧ ନେଇଥିବା ଜଣାଯାଇଛି ।ଗତକାଲି ବହୁଚର୍ଚ୍ଚିତ ଗୁନ…
ଦୋଳପୂର୍ଣ୍ଣମୀରେ ପୁରୀରେ ଘଟିଲା ଅଘଟଣ, ସେବାୟତ ସମେତ ଭକ୍ତ ଆହତ
ପୁରୀ -: ଦୋଳପୂର୍ଣ୍ଣମୀରେ ପ୍ରଭୂଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଜମିଥିଲା ଅସମ୍ଭବ ଭିଡ଼ । ଜନସମୁଦ୍ର ପାଲଟିଥିଲା ବଡଦାଣ୍ଡ । ଶୃଙ୍ଖଳିତ ଦର୍ଶନ ପାଇଁ ରହିଛି ଲମ୍ବା ଧାଡିର ବ୍ୟବସ୍ଥା । ଲାଗିଛି ଅନେକ ଚେକ ପୋଷ୍ଟ…
ଓଡିଶାରେ ଯୁଦ୍ଧର ପ୍ରଭାବ, ସାଧାରଣ ଲୋକ ଆହୁରି ହେବେ ହନ୍ତସନ୍ତ
କଟକ -: ଋଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ ସାରା ବିଶ୍ୱ ଦେଖୁଛି । ଏହା ପ୍ରଭାବରେ ସାରା ଭାରତବର୍ଷ ତଥା ଓଡିଶାର ଜନସାଧାରଣଙ୍କ ଉପରେ ଭାରି ପଡିବାକୁ ଯାଉଛି । ଏହାର ପ୍ରଭାବରେ ଦିନକୁ ଦିନ ବଢୁଛି ଖାଇବା ତେଲ, ଅଟା, ମଇଦା,…
ନିରଞ୍ଜନ ପଟ୍ଟନାୟକଙ୍କ ଆର୍ଟିକିଲକୁ ନେଇ ଚର୍ଚ୍ଚା
ଭୁବନେଶ୍ୱର -: ବିଗତ ଦିନରେ ଖଣ୍ଡପଡା ବିଧାୟକ ସୈାମ୍ୟରଞ୍ଜନ ପଟ୍ଟନାୟକ ହେଉ କି ସାଂସଦ ଭତ୍ତୃହରି ଓ ତଥାଗତଙ୍କ ଆର୍ଟିକିଲ ଓଡିଶା ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା । ଏବେ ସେଭଳି ଢଙ୍ଗରେ ଏକ ଆର୍ଟିକିଲ୍ ଲେଖି ବିବାଦ ଘେରରେ ପିସିସି…
