ଭୁବନେଶ୍ବର -: ନାବାଳକକୁ ସାବାଳକ ଦର୍ଶାଇ ହାତରେ ହାତକଡ଼ା ପକାଇ କୋର୍ଟ ଚାଲାଣ ଉଦ୍ୟମ, କମିସନରେଟ୍ ପୁଲିସର ଜଣେ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଏଭଳି ଘଟଣାକୁ ନେଇ ବିଚାରପତି ଭୀଷଣ ଅସନ୍ତୋଷ ବ୍ୟକ୍ତ କରିବା ସହ ସଂପୃକ୍ତ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି।…
Category: ରାଜ୍ୟ ଖବର
ମୁଖ୍ୟ ଶାସନ ସଚିବଙ୍କୁ ଏଭଳି ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ତୁରନ୍ତ ବୈଠକ ଡାକ …
କଟକ -: ଶିଶୁପାଳଗଡ଼ ସୁରକ୍ଷା ସଂପର୍କିତ ମାମଲାର ହାଇକୋର୍ଟ ଶୁଣାଣି କରି ମୁଖ୍ୟ ଶାସନ ସଚିବଙ୍କୁ ଏକ ମାସ ଭିତରେ ବୈଠକ ଡାକିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍ଆଇ), ଖୋର୍ଦ୍ଧା ଜିଲ୍ଲାପାଳ, ଜିଲ୍ଲା ପ୍ରଶାସନର ଅଧିକାରୀ, ବିଡିଏ,…
ନାରାୟଣ ବସ୍ତିରେ ହତ୍ୟାକାଣ୍ଡ : ଲେଡ଼ି ଡ଼ନ୍ ରଞ୍ଜୁ ଓ କାହ୍ନା ଗିରଫ
ଭୁବନେଶ୍ୱର -: ଭୁବନେଶ୍ୱର ନାରାୟଣ ବସ୍ତିରେ ପି ସୁବ୍ରତ ରାଓ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ । ଲେଡ଼ି ଡ଼ନ୍ ରଞ୍ଜୁ ଓ କାହ୍ନାକୁ ପୋଲିସ ଗିରଫ କରିଛି । ଗଞ୍ଜାମର ଏକ ଜଙ୍ଗଲ ନିକଟରୁ ଉଭୟ ରଞ୍ଜୁ ଓ…
ଶିକାରୀ କବଳରୁ ବଞ୍ଚିପାରିଲାନି ଦନ୍ତା, ବାଙ୍କୀ ବନାଞ୍ଚଳରେ ହାତୀ ମୃତ୍ୟୁ
ବାଙ୍କୀ -: ରାଜ୍ୟରେ ହାତୀମଡ଼କ ଥମିବାର ନାଁ ନେଉନି। କେତେବେଳେ ଶିକାରୀ ହାବୁଡ଼ରେ ତ କେତେବେଳେ ବିଦ୍ୟୁତ୍, ରେଳବାଇ ବା ବିଭାଗୀୟ ଅବହେଳା କାରଣରୁ ମୃତ୍ୟୁ ଘଟୁଛି। ତଥାପି ବିଭାଗର ଚେତା ପଶୁନାହିଁ କି ହାତୀମୃତ୍ୟୁକୁ ରୋକାଯାଇ ପାରୁନାହିଁ। ଶନିବାର ଦିନ…
ଆଜି ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା …
ଭୁବନେଶ୍ବର -: ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପବଳୟ ଅଧିକ ଘନୀଭୂତ ହେବାରେ ଲାଗିଥିବା ବେଳେ ଆଜିଠାରୁ ବର୍ଷାର ପ୍ରଭାବ ଓ ବିସ୍ତୃତି ବଢ଼ିବ। ଆଜି ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଜିଲ୍ଲାଗୁଡ଼ିକ ହେଲା, ଗଞ୍ଜାମ, ଗଜପତି, କନ୍ଧମାଳ,…
ଆଈର ମୃତ୍ୟୁ ପରେ ନାତିର ଜୀବନ ଗଲା
ପାଟଣାଗଡ଼ -: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦେଦର୍ହ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଥିବା ଜଣାପଡ଼ିଛି। ଏଥିରେ ଗତ ରାତିରେ ଆଈଙ୍କର ମୃତ୍ୟୁ ଘଟିଥିବା ବେଳେ ସୋମବାର ନାବାଳକ ନାତିର ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ,…
ହୀରାକୁଦ ଜଳଭଣ୍ଡାରରୁ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ, ବଢିଲା ବନ୍ୟା ଆଶଙ୍କା
ସମ୍ବଲପୁର -: ଜଳସ୍ତର ବଢ଼ିବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଅପରାହ୍ନ ୪ଟାରେ ପୁଣି ୫ଟି ସ୍ଲୁଇସ୍ ଗେଟ୍ ଖୋଲିଦିଆଯାଇଛି। ଏଥି ସହିତ ବର୍ତ୍ତମାନ ଜଳଭଣ୍ଡାରରୁ ୩୧ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ବାମ ପାର୍ଶ୍ବରୁ ୨୩ଟି ଓ…
ଖୋଲିଲା ହୀରାକୁଦ ଡ୍ୟାମର ୧୪ଟି ଗେଟ୍, ୧୪ ଜିଲ୍ଲାକୁ ସତର୍କତା ଜାରି
ସମ୍ବଲପୁର -: ଛତିଶଗଡ଼ରେ ପ୍ରବଳ ବର୍ଷା । ଫୁଲୁଛି ମହାନଦୀ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଖୋଲିଲା ହୀରାକୁଦ ଡ୍ୟାମର ୧୪ଟି ଗେଟ୍ । ବାମପାର୍ଶ୍ୱରୁ ୮ଟି ଓ ଡାହାଣ ପାର୍ଶ୍ୱରୁ ୬ଟି ଗେଟ୍ ଖୋଲିଛି। ଏଥିପାଇଁ ମହାନଦୀ ଅବବାହିକା ୧୪…
ଆଜି ନବୀନଙ୍କ ମୟୁରଭଞ୍ଜ ଗସ୍ତ, ରାଜନୈତିକ ମହଲରେ ଚାଲିଛି ଏମିତି ଚର୍ଚ୍ଚା
ଭୁବନେଶ୍ବର -: ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଗସ୍ତରେ ଯାଉଛନ୍ତି। ଜିଲ୍ଲାରେ ସେ ଦିନ ୧୧ଟାରୁ ୧୨ଟା ଅର୍ଥାତ ଏକ ଘଣ୍ଟା ରହିବେ। ଗୋଟିଏ ମଞ୍ଚରୁ ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଗସ୍ତର ଅବଧି ମାତ୍ର…
ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କୁ ଏଭଳି ଭାବରେ ଦେଲେ ବେତାବନୀ
ନୂଆଦିଲ୍ଲୀ/ଭୁବନେଶ୍ୱର -: ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ବାଟ ଫିଟିଛି ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଓ ରାଜ୍ୟର ବିଭାଗୀୟ ମନ୍ତ୍ରୀଙ୍କ ସହ ଏ ସମ୍ପର୍କୀତ ଏକ ବୈଠକରେ ଯୋଗ ଦେବା…