୫ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ଜନ୍ମ କଲା ମା’, ବାପା …

ଏ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନେ ଗୁଣିଗାରେଡ଼ି ଉପରେ ଆଖି ବୁଜି ଭରସା କରନ୍ତି। ମହାରାଷ୍ଟ୍ରର ନାଗପୁରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ମା’ ଓ ବାପା ଦୁଷ୍ଟ ଆତ୍ମାକୁ ଭଗାଇବା…

ପାଣିରେ ପହଁରୁଛି ମୋ ବସ୍, ଅଳ୍ପକେ ବତ୍ତିଲେ ଯାତ୍ରୀ

ଜଟଣୀ -: ଆଜି ଜଟଣୀ ରେଳ ଭୂତଳ ରାସ୍ତାରେ ଏକ ‘ମୋ ବସ୍‌’ ବୁଡ଼ିଯାଇଥିଲା। ସୌଭାଗ୍ୟକୁ ଯାତ୍ରୀମାନେ ବର୍ତ୍ତିଯାଇଥିଲେ। ବସ୍‌ରେ ଥିବା ପ୍ରାୟ ୧୫ ଜଣ ଯାତ୍ରୀ, ବସ୍‌ ଚାଳକ ଓ କଣ୍ଡକ୍ଟର ପହଁରି ପହଁରି ଭୂତଳ ରାସ୍ତାରୁ ଉପରକୁ ଉଠି…

ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ ଘଟଣାରେ ମୁଖ୍ୟଯନ୍ତ୍ରୀଙ୍କ ସମେତ ୪ ଗିରଫ

ଭୁବନେଶ୍ବର -: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ  ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୪ ଜଣଙ୍କୁ ସିବିଆଇ ଗିରଫ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ…

ଟୁଇଟର ମାଧ୍ୟମରେ ଚାଷୀଙ୍କ ଦଃଖ ବୁଝିବେ ମନ୍ତ୍ରୀ ରଣେନ୍ଦ୍ର …

ଆଠଗଡ -: ଆଠଗଡ ଚାଷ ଓ ଚାଷୀଙ୍କ ସମସ୍ୟା ଦୁଃଖ କଥା ନକହିଲେ ସରେ । ଜଳସେଚନ ଅଭାବରୁ ଅଧିକାଂଶ ଜମି ପଡିଆ ପଡିଥିବା ବେଳେ ଚାଷୀ ଭାଇ ଚାଷ କରିନପାରି ଦାଦନ ଖଟିବାକୁ ବମ୍ବେ ସୁରଟ ଭଳି ରାଜ୍ୟ ଓ…

ବାବୁସାନ୍ ଫ୍ୟାନଙ୍କ ପାଇଁ ଖୁସି ଖବର, ଆଗକୁ ଦମଦାର ଭେଟି ଦେବାକୁ ଯାଉଛନ୍ତି ଏହି ଚକଲେଟ୍ ହିରୋ …

ଭୁବନେଶ୍ବର -: ଏବେ ବିବାଦରେ ଫସିଥିବା ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କ ଅଭିନୀତ ଦୁଇଟି ଓଡ଼ିଆ ଛବି ୨୦୨୨ରେ ଏଯାଏ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଦୁଇ ସିନେମା‌ ହେଲା  ‘ପ୍ରେମମ୍’ ଓ ‘ବିଦ୍ୟାରାଣ’ । ଗତ ରଜ ଅବସରରେ ‘ପ୍ରେମମ୍’…

ଥାନାରେ ସଂଗୀତ ସମ୍ରାଟ ମନ୍ମଥ ମିଶ୍ର, ଝିଅ ପ୍ରକୃତିକୁ ରାସ୍ତାରେ ପିଟିବା ଘଟଣାରେ ଅଭିଯୋଗ କଲେ …

ଭୁବନେଶ୍ବର -: ଲୋକପ୍ରିୟ ନାୟିକା ପ୍ରକୃତି ମିଶ୍ରଙ୍କୁ ବାବୁସାନଙ୍କ ପତ୍ନୀ ମାଡ଼ ମାରୁଥିବାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହାପରେ ଘଟଣାକୁ ନେଇ ପ୍ରକୃତି ମିଶ୍ରଙ୍କ ବାପା ତଥା ସଙ୍ଗୀତକାର ମନ୍ମଥ ମିଶ୍ର  ଥାନାରେ ଖାରବେଳ ନଗର ଥାନାରେ ଏତଲା…

ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୭୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର -: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଲଗାତାର କିଛି ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦…

ଚୀନରେ ମାଷ୍ଟର ମାଇଣ୍ଡର ବ୍ଲୁ ପ୍ରିଣ୍ଟ , ଓଡିଶାରେ ଠକେଇର ନେଟ୍ ୱାର୍କ

ଭୁବନେଶ୍ବର -: ଆର୍‌ବିଆଇ ଦ୍ବାରା ପଞ୍ଜୀକୃତ ହୋଇନଥିବା ବେଆଇନ୍ ଋଣପ୍ରଦାନକାରୀ ଆପ୍‌ଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଆଉ ପାଦେ ଆଗେଇଛି। ଏଭଳି ଠକ ଆପ୍ ତିଆରି କରି ଲୋକଙ୍କ ଅର୍ଥ ଆତ୍ମସାତ୍ କରିବା ପଛରେ…

ଥଣ୍ଡା,ଜ୍ୱର, କାଶ ହେଉଥିଲେ ସ୍କୁଲ ମନା, ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ବର -: ସ୍କୁଲକୁ ଫେରିବ କରୋନା କଟକଣା। ରାଜଧାନୀର ସମସ୍ତ ସ୍କୁଲ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ଖାଦ୍ୟ ସାମଗ୍ରୀ ନେବା ସମୟରେ ଛାତ୍ରଛାତ୍ରୀ ଯେତେଦୂର ସମ୍ଭବ ଦୂରତା ରଖିବେ। ଥଣ୍ଡା, ଜ୍ବର, କାଶ ହେଉଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ…

ମାସ୍କ ନପିନ୍ଧିଲେ ହେବ କଡା କାର୍ଯ୍ୟାନୁଷ୍ଠାନ, କୋଭିଡ ଏବେ ଉପରମୁହାଁ

ଭୁବନେଶ୍ବର -:  ରାଜ୍ୟରେ କୋଭିଡ ଉପରମୁହାଁ। ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ନୂଆ ୫୧୨ କୋଭିଡ ଆକ୍ରାନ୍ତ। ରେଡ୍ ଜୋନରେ ତିନି ଜିଲ୍ଲା। ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲା ଏବେ ରେଡ୍ ଜୋନରେ ସାମିଲ ହୋଇଛି। ଖୋର୍ଦ୍ଧା ଟିପିଆର ରେଟ୍ ୧୦.୬…

error: Content is protected !!