ବାଙ୍କୀ -: ରାଜ୍ୟରେ ହାତୀମଡ଼କ ଥମିବାର ନାଁ ନେଉନି। କେତେବେଳେ ଶିକାରୀ ହାବୁଡ଼ରେ ତ କେତେବେଳେ ବିଦ୍ୟୁତ୍, ରେଳବାଇ ବା ବିଭାଗୀୟ ଅବହେଳା କାରଣରୁ ମୃତ୍ୟୁ ଘଟୁଛି। ତଥାପି ବିଭାଗର ଚେତା ପଶୁନାହିଁ କି ହାତୀମୃତ୍ୟୁକୁ ରୋକାଯାଇ ପାରୁନାହିଁ। ଶନିବାର ଦିନ…
Category: ରାଜ୍ୟ ଖବର
ଆଜି ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା …
ଭୁବନେଶ୍ବର -: ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପବଳୟ ଅଧିକ ଘନୀଭୂତ ହେବାରେ ଲାଗିଥିବା ବେଳେ ଆଜିଠାରୁ ବର୍ଷାର ପ୍ରଭାବ ଓ ବିସ୍ତୃତି ବଢ଼ିବ। ଆଜି ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଜିଲ୍ଲାଗୁଡ଼ିକ ହେଲା, ଗଞ୍ଜାମ, ଗଜପତି, କନ୍ଧମାଳ,…
ଆଈର ମୃତ୍ୟୁ ପରେ ନାତିର ଜୀବନ ଗଲା
ପାଟଣାଗଡ଼ -: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦେଦର୍ହ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଥିବା ଜଣାପଡ଼ିଛି। ଏଥିରେ ଗତ ରାତିରେ ଆଈଙ୍କର ମୃତ୍ୟୁ ଘଟିଥିବା ବେଳେ ସୋମବାର ନାବାଳକ ନାତିର ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ,…
ହୀରାକୁଦ ଜଳଭଣ୍ଡାରରୁ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ, ବଢିଲା ବନ୍ୟା ଆଶଙ୍କା
ସମ୍ବଲପୁର -: ଜଳସ୍ତର ବଢ଼ିବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଅପରାହ୍ନ ୪ଟାରେ ପୁଣି ୫ଟି ସ୍ଲୁଇସ୍ ଗେଟ୍ ଖୋଲିଦିଆଯାଇଛି। ଏଥି ସହିତ ବର୍ତ୍ତମାନ ଜଳଭଣ୍ଡାରରୁ ୩୧ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ବାମ ପାର୍ଶ୍ବରୁ ୨୩ଟି ଓ…
ଖୋଲିଲା ହୀରାକୁଦ ଡ୍ୟାମର ୧୪ଟି ଗେଟ୍, ୧୪ ଜିଲ୍ଲାକୁ ସତର୍କତା ଜାରି
ସମ୍ବଲପୁର -: ଛତିଶଗଡ଼ରେ ପ୍ରବଳ ବର୍ଷା । ଫୁଲୁଛି ମହାନଦୀ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଖୋଲିଲା ହୀରାକୁଦ ଡ୍ୟାମର ୧୪ଟି ଗେଟ୍ । ବାମପାର୍ଶ୍ୱରୁ ୮ଟି ଓ ଡାହାଣ ପାର୍ଶ୍ୱରୁ ୬ଟି ଗେଟ୍ ଖୋଲିଛି। ଏଥିପାଇଁ ମହାନଦୀ ଅବବାହିକା ୧୪…
ଆଜି ନବୀନଙ୍କ ମୟୁରଭଞ୍ଜ ଗସ୍ତ, ରାଜନୈତିକ ମହଲରେ ଚାଲିଛି ଏମିତି ଚର୍ଚ୍ଚା
ଭୁବନେଶ୍ବର -: ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଗସ୍ତରେ ଯାଉଛନ୍ତି। ଜିଲ୍ଲାରେ ସେ ଦିନ ୧୧ଟାରୁ ୧୨ଟା ଅର୍ଥାତ ଏକ ଘଣ୍ଟା ରହିବେ। ଗୋଟିଏ ମଞ୍ଚରୁ ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଗସ୍ତର ଅବଧି ମାତ୍ର…
ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କୁ ଏଭଳି ଭାବରେ ଦେଲେ ବେତାବନୀ
ନୂଆଦିଲ୍ଲୀ/ଭୁବନେଶ୍ୱର -: ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ବାଟ ଫିଟିଛି ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଓ ରାଜ୍ୟର ବିଭାଗୀୟ ମନ୍ତ୍ରୀଙ୍କ ସହ ଏ ସମ୍ପର୍କୀତ ଏକ ବୈଠକରେ ଯୋଗ ଦେବା…
୫ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ଜନ୍ମ କଲା ମା’, ବାପା …
ଏ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନେ ଗୁଣିଗାରେଡ଼ି ଉପରେ ଆଖି ବୁଜି ଭରସା କରନ୍ତି। ମହାରାଷ୍ଟ୍ରର ନାଗପୁରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ମା’ ଓ ବାପା ଦୁଷ୍ଟ ଆତ୍ମାକୁ ଭଗାଇବା…
ପାଣିରେ ପହଁରୁଛି ମୋ ବସ୍, ଅଳ୍ପକେ ବତ୍ତିଲେ ଯାତ୍ରୀ
ଜଟଣୀ -: ଆଜି ଜଟଣୀ ରେଳ ଭୂତଳ ରାସ୍ତାରେ ଏକ ‘ମୋ ବସ୍’ ବୁଡ଼ିଯାଇଥିଲା। ସୌଭାଗ୍ୟକୁ ଯାତ୍ରୀମାନେ ବର୍ତ୍ତିଯାଇଥିଲେ। ବସ୍ରେ ଥିବା ପ୍ରାୟ ୧୫ ଜଣ ଯାତ୍ରୀ, ବସ୍ ଚାଳକ ଓ କଣ୍ଡକ୍ଟର ପହଁରି ପହଁରି ଭୂତଳ ରାସ୍ତାରୁ ଉପରକୁ ଉଠି…
ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ ଘଟଣାରେ ମୁଖ୍ୟଯନ୍ତ୍ରୀଙ୍କ ସମେତ ୪ ଗିରଫ
ଭୁବନେଶ୍ବର -: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୪ ଜଣଙ୍କୁ ସିବିଆଇ ଗିରଫ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ…
