ମାରିଦେଲା ଠିକାସଂସ୍ଥା, ଅକାଳରେ ଚାଲିଗଲା ୩ଶିଶୁଙ୍କ ଜୀବନ

କୋରାପୁଟ -: ଠିକା ସଂସ୍ଥାର ଦାୟିତ୍ବହୀନତା ପାଇଁ ଅକାଳରେ ଚାଲିଯାଇଛି ୪ ଶିଶୁଙ୍କ ଜୀବନ। ରାସ୍ତା ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ ହୋଇଛି। କୋରାପୁଟ ସଦର ଥାନା ମାଝିଗୁଡ଼ା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା…

ରୋମ୍‌‌ରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

 ଆଜି ରୋମ୍‌ରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା ବେଳେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ। ଗତକାଲି ଭାଟିକାନ ସିଟିରେ ପୋପ୍‌ ଫ୍ରାନ୍‌ସିସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ।ପ୍ରବାସୀ…

ଆଜି ନୋମିନେସନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ,ପ୍ରସ୍ତାବକ ଅଛନ୍ତି ଓଡ଼ିଶାର ଦୁଇ କ୍ୟାବିନେଟ ମନ୍ତ୍ରୀ

ଭୁବନେଶ୍ବର -: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ସମୟରେ ବିଜେଡି ପକ୍ଷରୁ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ରହିବେ। ତେବେ ମୁର୍ମୁଙ୍କୁ ସମର୍ଥନ ଦେବା ଲାଗି ଓଡ଼ିଶା ପ୍ରଦେଶ କଂଗ୍ରେସ…

ଜୁନ୍ ୨୪ ଶୁକ୍ରବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ -: ନିଷ୍ଠା ପ୍ରଚେଷ୍ଟା ଯୋଗୁଁ ପୂର୍ବରୁ ନଷ୍ଟ ହୋଇଥିବା ମାନ ସମ୍ମାନ ମିଳିବ। ଶୃଙ୍ଖଳିତ ଜୀବନଯାପନ ଅତିବାହିତ କରିବେ। ବେସରକାରୀ ସ୍ତରରେ ନିଯୁକ୍ତି ମିଳିବ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ର କରି ପରିବାର…

ହସ୍ତରେଖା ଓ ଜାତକ ବିନା ପୂର୍ବଜନ୍ମରେ କ’ଣ ଥିଲେ ଆପଣ ନିଶ୍ଚୟ ଜାଣିପାରିବେ …

ଆମ ସମାଜରେ ଏମିତି ଅନେକ ଲୋକ ଅଛନ୍ତି, ଯିଏ ପୁନର୍ଜନ୍ମକୁ ବିଶ୍ୱାସ କରିଥାନ୍ତି। ପୂର୍ବଜନ୍ମରେ ବାକି ଥିବା ଅଧୁରା କାମକୁ ପୂରା କରିବାକୁ ଏହି ଜନ୍ମ ହୋଇଛି ବୋଲି ମଧ୍ୟ ଜ୍ୟୋତିର୍ବିଦ୍‌ମାନେ କହିଥାନ୍ତି। ଜାତକରୁ ଗଣନା କରି ଜ୍ୟୋତିଷମାନେ ପୂର୍ବ ଜନ୍ମର…

ଜୁନ୍ ୨୩ ଗୁରୁବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ: ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ଯାହାକୁ ଆପଣ ସହଜରେ ସଂପୂର୍ଣ୍ଣ କରିପାରିବେ। ମହିଳା ଘରୋଇ ଉଦ୍ୟୋଗ ଆରମ୍ଭ କରିପାରନ୍ତି। ଧନ ସଂଚୟ ଲାଗି ଯୋଜନା କରି ପାରନ୍ତି। ବୃଷ: ଇଜିନିୟରଙ୍କୁ ଆର୍ଥିକ ଲାଭ ହେବ। ଯେଉଁମାନେ ପ୍ରେମ କରୁଛନ୍ତି…

କମଦାମରେ ଲଞ୍ଚହେଲା ଶକ୍ତିଶାଳୀ ବ୍ୟାଟେରୀ ସହ ସାମସଙ୍ଗର ଦମଦାର ସ୍ମାର୍ଟଫୋନ …

ଆପଣ ନୂଆ ଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି କି ? ତେବେ ଆଜି ହିଁ କିଣିପାରିବେ ବେଷ୍ଟ ଫିଚର୍ ଥିବା ସ୍ମାର୍ଟଫୋନ୍। କାରଣ ସାମସଙ୍ଗ ଆଜି ଲଞ୍ଚ କରିଛି ନିଜର ନୂଆ ସ୍ମାର୍ଟଫୋନ୍ ସାମସଙ୍ଗ ଗାଲାକ୍ସି F13। ଏହି ଫୋନ୍ ଆଜି…

ପ୍ରେମ ଶାରୀରିକ ସମ୍ପର୍କ ରଖିବା ପରେ ଆଉ ଜଣକ ସାଥିରେ ନିର୍ବନ୍ଧ, ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା

ପାରାଦ୍ବୀପ -: ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା। ପ୍ରେମିକର ନିର୍ବନ୍ଧ ଖବର ପାଇ ଧାରଣାରେ ପ୍ରେମିକା। ପ୍ରଥମେ ପ୍ରେମ ପରେ ଶାରୀରିକ ସମ୍ପର୍କ ରଖି ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲା ପ୍ରେମିକ। କିନ୍ତୁ ଏବେ ନିର୍ବନ୍ଧ ଖବର ପାଇବା ପରେ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଉଦ୍ଧବ ଠାକରେ …

ମୁମ୍ବାଇ -: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି ଏବଂ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ସନ୍ଧ୍ୟାରେ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି। କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ…

ବିଷାକ୍ତ ସାପ କାମୁଡିଲା ବୋଲି ଜିଅନ୍ତା ଚୋବାଇ ଖାଇଦେଲେ ଏହି ବ୍ୟକ୍ତି

ସାଧାରଣତଃ ବିଷାକ୍ତ ସାପ କାମୁଡ଼ିଲେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ। ସେହିପରି ଯଦି ଠିକ ସମୟରେ ବ୍ୟକ୍ତିଙ୍କୁ ହସ୍ପିଟାଲ ନିଆଯାଏ, ତେବେ ଡାକ୍ତର ରୋଗୀର ଜୀବନ ବଞ୍ଚାଇ ଦିଅନ୍ତି। ଏହି କାରଣରୁ ଲୋକମାନେ ସାପ ନାଁ ଶୁଣିଲେ ଡରି ଯାଆନ୍ତି। କିନ୍ତୁ ଉତ୍ତର…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓