ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ, ୧୭ ଫୁଟ ଓସାରର ବାଲୁକାକଳା

ପୁରୀ -: ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା। ଯୋଗ କରିବା ଦ୍ୱାରା ଆମେ ସମସ୍ତେ ସୁସ୍ଥ ରହିବା ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ। ପୁରୀ ଲାଇଟ ହାଉସ ବେଳାଭୂମିରେ ଏହି ବାଲୁକାକଳା ନିର୍ମାଣ କରାଯାଇଛି। ବାଲୁକାକଳାରେ INTERNATIONAL…

ନରେନ୍ଦ୍ର ମୋଦୀ ତୁମ କବର ଖୋଳାଯିବ …

ନୂଆଦିଲ୍ଲୀ -: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସ ନେତା ଓ କର୍ମୀଙ୍କ ପକ୍ଷରୁ ଆପତ୍ତିଜନକ ବୟାନ ଜାରି ରହିଛି । ସୋମବାରଦିନ ଅଗ୍ନିପଥ ସ୍କିମର ବିରୋଧ ପାଇଁ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ  ମୋଦୀ ତେରା…

କୃଷକ ମାନଙ୍କ ପାଇଁ ଖୁସୀଖବର ଆଣିଲେ ରାଜ୍ୟ ସରକାର, ଏହି ସୁବିଧାର ସୁଯୋଗ ନିଅନ୍ତୁ

ଭୁବନେଶ୍ବର -:  ଚଳିତ ବର୍ଷ ଖରିଫ ଋତୁରେ ୮ ଟି ଫସଲ ଏବଂ ରବିଋତୁରେ ୯ଟି ଫସଲକୁ ବୀମାଭୁକ୍ତ କରାଯିବ । ଆଜି ମୁଖ୍ୟ ଶାସନ ସଚବି ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫସଲବୀମା ସମନ୍ବୟ କମିଟି ବୈଠକରେ ଏହା…

ଜୁନ୍ ୨୧ ମଙ୍ଗଳବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ: କାରବାରରେ ଅଚାନକ ଲାଭ ହେବାର ଯୋଗ ଅଛି। ବିଶେଷ କାର‌୍ୟ୍ୟ ନେଇ ଅଧିକାରୀଙ୍କ ସହ କଥାବାର୍ତ୍ତା କରିପାରନ୍ତି। ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ। ବୃଷ: ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ଖୋଲିବ। ପିଲା ଦିନର…

ମୁଁ ଗୋଟେ ବହୁତ ଖରାପ ଝିଅ, ମୋ ମୃତ୍ୟୁକୁ ନେଇ କାହାକୁ ଦାୟୀ କରିବନି …

ଭୁବନେଶ୍ବର -: ‘‘ମିସ୍ ୟୁ ବାବା। ମୁଁ ଉପରେ ଥାଇ ତୁମକୁ ବହୁତ ମିସ୍ କରିବି। ମୁଁ କାହା କଥା କେବେ ଶୁଣେନି। ମୁଁ ଗୋଟେ ବହୁତ ଖରାପ ଝିଅ। ମୋ ମୃତ୍ୟୁକୁ ନେଇ କାହାକୁ ଦାୟୀ କରିବନି। ଆଉ ଯଦି…

ଏନ୍‌କାଉଣ୍ଟରରେ ମହିଳା କ୍ୟାଡରଙ୍କ ସମେତ ୩ ମାଓବାଦୀ ନିହତ

ବାଲାଘାଟ -: ଆଜି ସକାଳ ପ୍ରାୟ ୮ଟା ବେଳେ ମଧ୍ୟପ୍ରଦେଶର ବାଲାଘାଟ ଅନ୍ତର୍ଗତ ଲୋଢ଼ାଙ୍ଗୀ ଚୌକି ଥାନା ଅଧୀନ ଲାଞ୍ଜୀ କ୍ଷେତ୍ର ଅଞ୍ଚଳରେ ହାକ୍‌ ଫୋର୍ସ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଅନ୍ୟୂନ ୩ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି।…

ମୁସଲ୍‌ମାନ ଝିଅମାନେ ୧୬ ବର୍ଷ ବୟସରେ ବାହା ହୋଇପାରିବେ : ହାଇକୋର୍ଟ

ଚଣ୍ଡୀଗଡ଼ : ମନପସନ୍ଦର ବ୍ୟକ୍ତିଙ୍କୁ ବାହା ହେବା ଲାଗି ୧୬ ବର୍ଷ ବୟସରୁ ଊର୍ଦ୍ଧ୍ବ ମୁସଲ୍‌ମାନ ବାଳିକା ଔପଚରିକ ରାଜିନାମା କରିବାକୁ ସମର୍ଥ ବୋଲି ଆଜି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରାୟ ଦେଇଛନ୍ତି। ସୁରକ୍ଷା ପାଇଁ ଅଦାଲତରେ ଆବେଦନ କରିଥିବା…

ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ ସମିତିରେ ସ୍ଥାନ ପାଇଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ଯୁତ ସାମନ୍ତ

ଚେସ୍ ଅଲିମ୍ପିଆଡରେ ଓଡିଶାର ଅବଦାନ କିଛି କମ୍ ନାହିଁ । ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ ପକ୍ଷରୁ ୧୦ ଜଣିଆ ଉଚ୍ଚସ୍ତରୀୟ ସମିତି ଗଠନ କରାଯାଇଛି । ଏଥିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ଯୁତ ସାମନ୍ତଙ୍କୁ…

ଅଗ୍ନିବୀରଙ୍କ ପାଇଁ ଖୁସୀ ଖବର, ମହିନ୍ଦ୍ରା ଗ୍ରୁପ ଦେଲା ବଡ ଅଫର …

ସମଗ୍ର ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ତୀବ୍ର ବିରୋଧ ଚାଲୁଛି। ବିଭିନ୍ନ ସ୍ଥାନରେ ଧାରଣା, ଟ୍ରେନପୋଡି ଖବର ମଧ୍ୟ ଦେଖିବାକୁ ମିଳିଛି। ଅଗ୍ନିପଥ ଯୋଜନା ଘୋଷଣା ପରେ ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ହରିୟାଣା, ତେଲେଙ୍ଗାନା, ଓଡିଶା, ପଶ୍ଚିବଙ୍ଗ, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା,…

ବାଲେଶ୍ୱର ଗାନ୍ଧିଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ମହିଳା ମୃତ, ୩ ଗୁରୁତର

ବାଲେଶ୍ୱର -: ଡିଭାଇଡରେ ପିଟିହେଲା କାର୍‌ । ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ ନିକଟରେ ଦୁର୍ଘଟଣା ଘଟିଛି । ଆଜି ସକାଳୁ କାର୍‌ଟି ୬ଜଣ ଯାତ୍ରୀଙ୍କୁ ନେଇ କୋଲକାତାରୁ ଭୁବନେଶ୍ୱର ଅଭିମୁଖେ…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓