ଆଜିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୦ ଦିନିଆ ବିଦେଶ ଗସ୍ତ …

ଆଜିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋମ୍‌ ଓ ଦୁବାଇ ଗସ୍ତ। ଦିଲ୍ଲୀରୁ ଭୋର ୪ଟା ୧୫ ମିନିଟରେ ରୋମ୍‌ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ । ଜୟ ଜଗନ୍ନାଥ କହି ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ୧୦ ଦିନିଆ ବିଦେଶ ଗସ୍ତ । ସାଙ୍ଗରେ ଯାଇଛନ୍ତି…

ଅପରାଧିଙ୍କ ପ୍ରତି ଅନୁକମ୍ପା ନା ପୋଲିସ ଓ ବିଭାଗୀୟ ଅଧିକାରୀଙ୍କ ଅପାରଗତା, ବେଳକୁ ବେଳ ବଢୁଛି ଠକ ସଂସ୍ଥାଙ୍କ ପାର୍ଦୁଭାବ

ଭୁବନେଶ୍ବର -: ଗତ କିଛି ବର୍ଷ ହେଲା, ରାଜଧାନୀରେ ଠକଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଜାଗା ଓ ଘର କିଣିବାଠାରୁ ଆରମ୍ଭ କରି ସରକାରୀ/ବେସରକାରୀ ସଂସ୍ଥାରେ ଚାକିରି, ଆଡ୍‌ମିସନ୍‌, ଟାୱାର୍‌ ବସାଇବା, କିଡ୍‌ନି ପ୍ରତିରୋପଣ ପର୍ଯ୍ୟନ୍ତ; ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି ଆଦି…

ପୋଲିସ ସାଜିଲା ନୀରବଦଷ୍ଟା, ଶୁଣିଲାନି ମହିଳାଙ୍କ ଅଭିଯୋଗ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା ) -: ତିର୍ତୋଲ ଥାନା ଅଧିନସ୍ଥ ବଣିତୋ ଗ୍ରାମର ବିଜୟଲଷ୍ମୀ ସ୍ୱାଇଁ ଙ୍କୁ ତାଙ୍କ ଦେଡଶୁର ନଳକୂପ ମରାମତି କୁ କେନ୍ଦ୍ର କରି ଅଶୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ମରଣାତ୍ମକ ଆକ୍ରମଣ କରିଥିଲେ |ଏ…

ବଜ୍ରାଘାତରେ ଚାରିଜଣଙ୍କ ମୃତ୍ୟୁ

ନୂଆପଡ଼ା( ଡେନିସ ରାଏ) -: ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ମଲିକମୁଣ୍ଡା ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଥିବାବେଳେ, ଜଣେ ଗୁରୁତର ହେବା ଖବର ହସ୍ତଗତ ହୋଇଛି…

ଜୁନ୍ ୨୦ ସୋମବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ : ଆତ୍ମବିଶ୍ବାସ ଓ ଆଶାରେ ପୂର୍ଣ୍ଣ ଦିନଟିଏ। କିଛି ନୂଆ ଅନୁଭବ ପ୍ରାପ୍ତି ହେବ। କାହାରିକୁ ଧାର ଦିଅନ୍ତୁ ନାହିଁ। ପ୍ରେମୀଯୁଗଳ ପରସ୍ପର ଲାଗି କିଛି ବିଶେଷ କରିବେ। ଜୀବନସାଥୀ ଖୁସିର କାରଣ ହେବେ। ଦିନ ଶେଷ ହେବା ବେଳକୁ ଆର୍ଥିକ…

INSA ଆରମ୍ଭ କଲା ନୂଆ କାର୍ଯ୍ୟକ୍ରମ, ଭାଗ ନେଉଥିବା ପ୍ରାର୍ଥୀଙ୍କୁ ମାସିକ ୨୫,୦୦୦ ଟଙ୍କା ପୁରସ୍କାର , ସାର୍ଟିଫିକେଟ୍‌ ଓ ବ୍ରୋଞ୍ଜ୍‌ ମେଡାଲ

ବିଜ୍ଞାନର ଅଗ୍ରଗତି ତଥା ଲୋକଙ୍କ ମଧ୍ୟରେ ବିଜ୍ଞାନକୁ ନେଇ ଅଧିକ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଇନ୍‌ସା ଇନ୍ଦିରାଗାନ୍ଧୀ ପ୍ରାଇଜ୍‌ ଫର ପପୁଲାରାଇଜେସନ୍‌ ଅଫ୍‌ ସାଇନ୍ସ ୨୦୨୩ (INSA Indira Gandhi Prize for Popularization of Science…

ନିଜ ଆୟ ଠାରୁ ୪୫୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିଲେ, ଗିରଫ କଲା ଭିଜିଲାନ୍ସ

କଟକ -: ଗିରଫ ପରେ କୋର୍ଟ ଚାଲାଣ ହେଲେ ଜଳେଶ୍ବର ବିଡ଼ିଓ ଅଶ୍ବିନୀ ଦାସ। ନିଜ ଆୟ ଠାରୁ ୪୫୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି। ଆବଶ୍ୟକ ହେଲେ ତାଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ। ଅଶ୍ବିନୀ ଦାସଙ୍କ ପତ୍ନୀ ଜ୍ୟୋତିର୍ମୟୀ ସାହୁଙ୍କ…

ଏହି ସବୁ ସାମଗ୍ରୀ ତଳେ ପଡିଲେ ଘଟିବ ଅଘଟଣ, ସାବଧାନ ଓ ସତର୍କ ରହିବେ …

ବେଳେବେଳେ ଘରେ କାମ କରିବା ସମୟରେ ପ୍ରାୟ ଅନେକଙ୍କ ହାତରୁ ଚିନି, ଲୁଣ ଓ ଚାଉଳ ଢାଳିଯାଏ। କିନ୍ତୁ ହୁଏତ ଆପଣ ଜାଣି ନଥିବେ ଏପରି ହେବା ଅଶୁଭ ଫଳ ଦେଇଥାଏ ଓ କିଛି ଅଶୁଭ ହେବାର ସଂକେତ ଦେଇଥାଏ। ଯାହାକୁ…

ପୁଣି ମାଓ ହିଂସା : ପୁଲିସ ଇନଫର୍ମର ସନ୍ଦେହରେ ଯୁବକକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି -: ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି। ଜଣେ ଯୁବକକୁ ପୁଲିସ ଇନଫର୍ମର ସଂଦେହରେ ନିର୍ଦ୍ଧୁମ ପିଟିବା ପରେ ତାକୁ ଗୁଳିକରି ହତ୍ୟା କରିଛନ୍ତି। ମର୍ଦାପାଲ ଥାନା ଅନ୍ତର୍ଗତ ଖଡଖଡି ଗ୍ରାମର ଜଣେ ଯୁବକ ନକ୍ସଲ ବିରୋଧରେ…

ଓଡ଼ିଶାରେ କେତେ ସୁରକ୍ଷିତ ବସ ଯାତ୍ରା ?

ବରଗଡ(ନିରଞ୍ଜନ ତ୍ରିପାଠୀ)-: ରବିବାର ଭୋର ସକାଳୁ ସକାଳୁ ବରପାଲି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା ଯାହାକି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ବଲାଙ୍ଗୀର ରୁ ବରପାଲି ପଟେ ଆସୁଥିବା ଏକ ସରକାରୀ ବସ କୁ ସାମ୍ନାପଟୁ ଆସୁଥିବା ଏକ…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓