କମିଲା ସୁନାରୁପାର ଦର, ଦେଖନ୍ତୁ ଆପଣଙ୍କ ସହରରେ କେତେ ରହିଛି ମୂଲ୍ୟ

ସୁନା କିଣିବାକୁ ଚାହୁଁଥିଲେ ଆପଣ ଆଜି ଆପଣଙ୍କ ସହରରେ କେତେ ସୁନା ଦର ରହିଛି ଜାଣି ରଖନ୍ତୁ। ଆଜି ଭାରତୀୟ ବଜାରରେ ସୁନା ଦାମରେ କିଛିଟା ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର…

ଜୁନ୍ ୨୨ ବୁଧବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ: ଲେଖକଙ୍କ ବିଚାର ସମ୍ମାନିତ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଘରେ ଅବିବାହିତ ଲୋକଙ୍କର ବିବାହ ପାଇଁ ଚର୍ଚ୍ଚା ହେବ। ଶିକ୍ଷାର୍ଥୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦେବେ। ବୃଷ: ଭାବିଥିବା କାମ ପୂରା କରିବାରେ ସଫଳ ହେବେ। ଜୀବନସାଥୀ ଓ…

ୟୁକ୍ରେନରୁ ୨ ଆମେରିକୀୟ ସୈନ୍ୟଙ୍କୁ ଗିରଫ କରି ମୃତ୍ୟୁଦଣ୍ଡ ଦେଲା ..

ମସ୍କୋ -: ୟୁକ୍ରେନରେ ରୁଷ ସୈନ୍ୟଙ୍କ ଦ୍ବାରା ଗିରଫ ହୋଇଥିବା ଦୁଇ ଆମେରିକୀୟ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ସଂକେତ ଦେଇଛି ମସ୍କୋ । ପୂର୍ବରୁ ୟୁକ୍ରେନରେ ଗିରଫ ହୋଇଥିବା ଦୁଇ ବ୍ରିଟିଶ ନାଗରିକ ଓ ଜଣେ ମରୋକ୍କୋ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦେଇସାରିଛି…

ଅଭିନେତ୍ରୀ ସ୍ୱାତୀ ସତୀଶଙ୍କ ଦାନ୍ତ ଅସ୍ତ୍ରୋପଚାର କରିବା ପଡିଲା ମହଙ୍ଗା …

ବେଳେବେଳେ ଟିଭି ଅଭିନେତ୍ରୀମାନଙ୍କ ପାଇଁ କସମେଟିକ୍ ସର୍ଜରୀ ସାଂଘାତିକ ପ୍ରମାଣିତ ହୋଇଥାଏ। ଚଳିତ ବର୍ଷ ମେ ମାସରେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅସ୍ତ୍ରୋପଚାର ସମୟରେ ଅବହେଳା ହେତୁ ଛୋଟ ପରଦାରେ ଅଭିନେତ୍ରୀ ଚେତନା ରାଜଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ କନ୍ନଡ଼ ଅଭିନେତ୍ରୀ…

୨୬ ବିଧାୟକ ଗାଏବ ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି , ଗଲେ କୁଆଡେ

ମୁମ୍ବାଇ -: ସୋମବାର ବିଧାନ ପରିଷଦ ନିର୍ବାଚନ ପରେ ପରେ ଶିବସେନାର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଧେ ଦଳର  ୨୬ ଜଣ ବିଧାୟକଙ୍କ ସହ ମିଶି ରାଜ୍ୟ ବାହାରକୁ ଚାଲି ଯିବା ପରେ ସାରା ରାଜ୍ୟରେ…

ମୋବାଇଲ ଗ୍ରାହକଙ୍କ ପାଇଁ ବଡ ଝଟକା, ଟେଲିକମ୍ କମ୍ପାନୀ ନେଲା ଏହି ନିଷ୍ପତ୍ତି …

ଦେଶରେ ବର୍ତ୍ତମାନ ବହୁ ସଂଖ୍ୟାରେ ମୋବାଇଲ ଉପଭୋକ୍ତାମାନଙ୍କର ସିମ୍‌ ବନ୍ଦ ହୋଇଯାଇଛି। ବିଶେଷକରି ଏହି ସିମ୍‌ ଗୁଡିକ ହେଉଛି ଦ୍ବିତୀୟ ସିମ୍। ମିଳିଥିବା ସୂଚନା ମୁତାବକ ୭୫ ଲକ୍ଷ ଭାରତୀୟଙ୍କ ମୋବାଇଲର ‘ଦ୍ୱିତୀୟ ସିମ୍’କୁ ଟେଲିକମ୍‌ ଅପରେଟରମାନେ କୌଣସି କାରଣରୁ ବନ୍ଦ…

ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ, ୧୭ ଫୁଟ ଓସାରର ବାଲୁକାକଳା

ପୁରୀ -: ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା। ଯୋଗ କରିବା ଦ୍ୱାରା ଆମେ ସମସ୍ତେ ସୁସ୍ଥ ରହିବା ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ। ପୁରୀ ଲାଇଟ ହାଉସ ବେଳାଭୂମିରେ ଏହି ବାଲୁକାକଳା ନିର୍ମାଣ କରାଯାଇଛି। ବାଲୁକାକଳାରେ INTERNATIONAL…

ନରେନ୍ଦ୍ର ମୋଦୀ ତୁମ କବର ଖୋଳାଯିବ …

ନୂଆଦିଲ୍ଲୀ -: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସ ନେତା ଓ କର୍ମୀଙ୍କ ପକ୍ଷରୁ ଆପତ୍ତିଜନକ ବୟାନ ଜାରି ରହିଛି । ସୋମବାରଦିନ ଅଗ୍ନିପଥ ସ୍କିମର ବିରୋଧ ପାଇଁ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ  ମୋଦୀ ତେରା…

କୃଷକ ମାନଙ୍କ ପାଇଁ ଖୁସୀଖବର ଆଣିଲେ ରାଜ୍ୟ ସରକାର, ଏହି ସୁବିଧାର ସୁଯୋଗ ନିଅନ୍ତୁ

ଭୁବନେଶ୍ବର -:  ଚଳିତ ବର୍ଷ ଖରିଫ ଋତୁରେ ୮ ଟି ଫସଲ ଏବଂ ରବିଋତୁରେ ୯ଟି ଫସଲକୁ ବୀମାଭୁକ୍ତ କରାଯିବ । ଆଜି ମୁଖ୍ୟ ଶାସନ ସଚବି ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫସଲବୀମା ସମନ୍ବୟ କମିଟି ବୈଠକରେ ଏହା…

ଜୁନ୍ ୨୧ ମଙ୍ଗଳବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ: କାରବାରରେ ଅଚାନକ ଲାଭ ହେବାର ଯୋଗ ଅଛି। ବିଶେଷ କାର‌୍ୟ୍ୟ ନେଇ ଅଧିକାରୀଙ୍କ ସହ କଥାବାର୍ତ୍ତା କରିପାରନ୍ତି। ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ। ବୃଷ: ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ଖୋଲିବ। ପିଲା ଦିନର…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓