ଅଗ୍ନିପଥ ଯୋଜନାକୁ ନେଇ ଗୃହ ମନ୍ତ୍ରଣାଳୟ ନେଲା ଏଭଳି ବଡ ନିଷ୍ପତ୍ତି, ଆସନ୍ତୁ ଜାଣିବା ସଂମ୍ପୁର୍ଣ୍ଣ ଅଗ୍ନିପଥ ବିଷୟରେ
କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସମଗ୍ର ଦେଶରେ ବିକ୍ଷୋଭ ଚାଲିଛି। ଏହାମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଟ୍ଵିଟ୍ କରାଯାଇଛି। ଯେଉଁଥିରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା କରାଯାଇଛି। ଗୃହମନ୍ତ୍ରଣାଳୟର କେନ୍ଦ୍ରୀୟ ଆର୍ମଡ୍ ପୋଲିସ…
ମା’ଙ୍କ ଜନ୍ମ ଦିନରେ ପାଦଧୋଇ ଆଶିଷ ଭିକ୍ଷା କଲେ ପ୍ରଧାନମନ୍ତ୍ରୀ
ଅହମଦାବାଦ୍ -: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍ ମୋଦୀ ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି। ମାଆଙ୍କ ଜନ୍ମଦିନ ଅବସରରେ ଆଶିଷ ଭିକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଗାନ୍ଧୀନଗରସ୍ଥିତ ବାସଭବନରେ ପହଞ୍ଚିଛନ୍ତି। ଆଜି ବଡ଼ି ସକାଳୁ ପ୍ରଧାନମନ୍ତ୍ରୀ…
ଏଥର ସମସ୍ତେ ବିଦେଶରେ ପାଠପଢିବାର ସୁଯୋଗ ପାଇପାରିବେ, କେମିତି କରିବେ ଆବେଦନ ଆସନ୍ତୁ ଜାଣିବା
ବିଦେଶରେ ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଫରେନ୍ରେ ପଢ଼ିବାକୁ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି ଲିପ୍ ସ୍କଲାର (Leap Scholar)। ଲିପ୍ ସ୍କଲାର ପକ୍ଷରୁ ଆରମ୍ଭ ହୋଇଛି ଦ ଲିପ୍ ସ୍କଲାରସିପ୍ ୨୦୨୨ (The Leap Scholarship 2022)।…
ପୋଲିସ କବଜାରେ ଯାଜପୁରର ୭ ଜଣିଆ ଲୁଟେରା ଗ୍ୟାଙ୍ଗ୍ , ଚୋରୀ ସାମଗ୍ରୀ ସହିତ ନଗଦ ଟଙ୍କା ଜବତ
ଯାଜପୁର -: ବିଭିନ୍ନ ସ୍ଥାନରେ ଚୋରି ଘଟଣାରେ ସମ୍ପୃକ୍ତ ୭ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ପୋଲିସ । ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ସହିତ ନଗଦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଯାଜପୁର ଟାଉନ…
ଟଙ୍କା ନଦେବାରୁ ମା’କୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାବାଳକ ପୁଅ
ନୟାକୋଟ -: ପୁଅ ବୁଝି ପାରିଲାନି ମମତାର ମୂଲ୍ୟ। ଡ୍ରେସ କିଣିବା ପାଇଁ ଟଙ୍କା ନ ମିଳିବାରୁ ମା’ଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛି ପୁଅ । ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ…
ନିର୍ବାଚନରେ ଲଢ଼ୁଛନ୍ତି ତିନି ପତ୍ନୀ, କାହା ପାଇଁ ପ୍ରଚାର କରିବେ ସ୍ୱାମୀ …!
ମଧ୍ୟପ୍ରଦେଶରେ ଏବେ ପଞ୍ଚାୟତ ନିର୍ବାଚନ ଚାଲିଥିବାବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି | ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲ୍ଲାର ଜଣେ ପଞ୍ଚାୟତ ସମିତି ସଦସ୍ୟଙ୍କର ତିନିଜଣ ପତ୍ନୀ ଏଥର ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସମାନ ପଞ୍ଚାୟତରୁ ସରପଞ୍ଚ ନିର୍ବାଚନରେ ଦୁଇଜଣ…
ଗୋଟିଏ ଟିକାରେ ମୂଳରୁ ଶେଷ ହେବ ଏଡ୍ସ ରୋଗ, ମେଡିକାଲ ସାଇନ୍ସକୁ ବଡ ସଫଳତା
ଏଡ୍ସ କଥା ଉଠିଲେ ମନରେ ଭୟ ଓ ଆତଙ୍କ ସୃଷ୍ଟି ହୁଏ । ଥରେ ଏହି ରୋଗରେ ସଂକ୍ରମିତ ହେଲେ ବଞ୍ଚିବା ଅସମ୍ଭବ । ହେଲେ ଏବେ ଆଉ ଭୟ କରିବାର ନାହିଁ । ଏଡ୍ସ ନିରାକରଣ ନେଇ ଆସିଛି ଖୁସି…
ସାଲେପୁରରେ ବିଳମ୍ବିତ ରାତ୍ରରେ ଭୟାବହ ଅଗ୍ନିକାଣ୍ଡ
ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: କାଲି ବିଳମ୍ବିତ ରାତ୍ରରେ ସାଲେପୁର ବ୍ଲକ ଅନ୍ତର୍ଗତ ସିଢୋ ପଞ୍ଚାୟତର କାଳିଦହି ଗ୍ରାମର ଗୋପୀନାଥଙ୍କ ପୃଷ୍ଟିଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।ଏଥିରେ ତାଙ୍କର ୩ ବଖରା ଘର ସମ୍ପୂର୍ଣରୂପେ ଜଳିପୋଡି ପାଙଶ ହେବା…
ପୁଣି ବଢିଲା ସୁନା ଦାମ, ଆସନ୍ତୁ ଜାଣିବା କେତେ ବଢିଲା ସୁନା ରୁପା ଦାମ
ସୁନା କିଣିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର। ଆଜି ଭାରତୀୟ ବଜାରରେ ସୁନା ଦାମରେ ୩୪୦ ଟଙ୍କା ହ୍ରାସ ପାଇଛି। ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୬,୩୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ…
