ମଶାଣିରୁ ଶବ ଜବତ କଲା ପୋଲିସ; ଘଣ୍ଟେ କାନ୍ଧରେ ଧରି ଛିଡା ହେଲେ ପରିବାର ଲୋକ

କେନ୍ଦ୍ରାପଡ଼ା -: କେନ୍ଦ୍ରାପଡ଼ା ରାଜନଗରରେ ଅଭାବନୀୟ ଘଟଣା । ମଶାଣିରୁ ଶବ ଜବତ କଲା ପୋଲିସ । ପ୍ରଥମେ ଶବକୁ ରାସ୍ତା ଉପରେ ଏକ ଘଣ୍ଟା ଅଟକ ରଖିଲା ପୋଲିସ। ଶବ ସତ୍କାର ହେବାକୁ କାନ୍ଧରେ ମଶାଣିକୁ ଯାଉଥିବା ବେଳେ ରାଜନଗର ପୋଲିସ…

ଆନ୍ଧ୍ରପ୍ରଦେଶକୁ ଛୁ ମାରିଲା ଗ୍ୟାଙ୍ଗଷ୍ଟର୍‌ ସକିଲ୍! ଶ୍ବଶୁର ଘରେ ମୋବାଇଲ୍ ଛାଡ଼ି ଫେରାର୍

କଟକ -: ଗ୍ୟାଙ୍ଗଷ୍ଟର୍ ମହମ୍ମଦ ସକିଲ୍‌ ପୁଲିସକୁ ଚକ୍‌ମା ଦେଇ ଫେରାର ହୋଇଯାଇଛି। କେଶରପୁର ବଡ଼ି ମସଜିଦ୍ ନିକଟରେ ଥିବା ଶ୍ବଶୁର ଘରେ ନିଜ ମୋବାଇଲ୍ ଫୋନ୍ ଛାଡ଼ି ଫେରାର ହୋଇଯାଇଛି। ସେ ଆନ୍ଧ୍ରପ୍ରଦେଶ ଖସିଯାଇଥିବା ପୁଲିସ ସନ୍ଦେହ କରୁଛି। ତେବେ…

ଗୋରୁ ବୋଝେଇ କଣ୍ଟେନରକୁ ପିଛା କରି ଧରିଲା ପୁଲିସ, ଉଦ୍ଧାର ହେଲେ ୪୮ ଜୀବନ୍ତ ଓ ୨୨ ମୃତ ଗୋରୁ

ବାଲିଚନ୍ଦ୍ରପୁର -: ଗତକାଲି ରାତି ୨ଟାରେ ବଡ଼ଚଣା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବେଣାପୁର ଛକ ଦେଇ ବେଆଇନ ଭାବେ ୭୦ ଗୋରୁ ବୋଝେଇ ଏକ କଣ୍ଟେନର ଯାଉଥିବା ଖବର ପାଇ ବଡ଼ଚଣା ଥାନା ପୁଲିସ କଣ୍ଟେନରକୁ ପିଛା…

Jatra Actress: ସିରିଏଲ ଠାରୁ ଯାତ୍ରାରେ ଭଲ ପଇସା ମିଳେ, ଟିଭି କଳାକାର ଏବେ ଜଲିଉଡ୍‌ ମୁହାଁ

ଟିଭି ସିରିଏଲ ଠାରୁ ଯାତ୍ରାର ଅଧିକ ଡିମାଣ୍ଡ । ଖାଲି ଡିମାଣ୍ଡ ନୁହେଁ, ସିରିଏଲ ଅପେକ୍ଷା ଯାତ୍ରା କଲେ ଭଲ ପଇସା ମିଳେ । ସେଥିପାଇଁ ଅନେକ ସିରିଏଲ କଳାକାର ଟିଭି ପରଦାରୁ ମୁହଁ ଫେରାଇ ଯାତ୍ରା ମଞ୍ଚକୁ ଆସୁଛନ୍ତି ।…

‘ଦ ବେଙ୍ଗଲ୍‌ ଫାଇଲ୍‌ସ୍’ ପିଛା ଛାଡୁନି ବିବାଦ

‘ଦ କାଶ୍ମୀର ଫାଇଲ୍‌ସ୍‌’ର ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ପରବର୍ତ୍ତୀ ପିରିୟଡ୍‌ ଫିଲ୍ମ ‘ଦ ବେଙ୍ଗଲ୍‌ ଫାଇଲ୍‌ସ୍‌’ ଏବେ ବିବାଦ ଘେରକୁ ଆସିଛି। ୧୯୪୬ ମସିହାରେ ପଶ୍ଚିମବଙ୍ଗରେ ସଂଗଠିତ ସାଂପ୍ରଦାୟିକ ହିଂସା କାହାଣୀ ଆଧାରିତ ଏହି ଚଳଚ୍ଚିତ୍ରର ଟ୍ରେଲର୍‌ ପ୍ରଦର୍ଶନକୁ କୋଲ୍‌କାତାରେ ବନ୍ଦ…

ଭାରତକୁ ଭରସା ବ୍ରିଟେନ ବଜାର: ବୟନ ସାମଗ୍ରୀ ରପ୍ତାନି ବଢ଼ାଇବ

ନୂଆଦିଲ୍ଲୀ: ଶୁଳ୍କ ଲଗାଇ ଆମେରିକା ସୃଷ୍ଟି କରିଥିବା କ୍ଷତକୁ ବ୍ରିଟେନ ଜରିଆରେ ଭରଣା କରିବା ଉପରେ ଭାରତ ସରକାର ବିଚାର କରୁଛନ୍ତି। ବ୍ରିଟେନକୁ ବୟନ ସାମଗ୍ରୀ ଓ ପୋଷାକ ରପ୍ତାନି ବଢ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରାଯାଉଛି। ଭାରତ ଓ ବ୍ରିଟେନ…

ଅଧିକ ମସୟ ସର୍ଟସ ଭିଡିଓ ଦେଖୁଥିଲେ ସାବଧାନ !

ଯଦି ଆପଣ ଇନଷ୍ଟାଗ୍ରାମ ସ୍କ୍ରୋଲିଂ କରୁଛନ୍ତି, ତେବେ ଏହା ମଦ ପିଇବା ସଙ୍ଗେ ସମାନ, ଆପଣ ଜଣେ ନିଶାଗ୍ରସ୍ତ ବ୍ୟକ୍ତି ସହ ସମାନ କହିଲେ କିଛି ଅତ୍ୟୁକ୍ତିୁ ହେବ ନାହିଁ ଆପଣ ନିଶ୍ଚୟ ଫୋନ ବ୍ୟବହାର କରୁଥିବେ । ଏଥିରେ ଇନଷ୍ଟାଗ୍ରାମ…

ଆତଙ୍କବାଦ ବିରୋଧରେ ଆହୁରି ଶକ୍ତ ହେବ ଲଢେଇ, ଆତଙ୍କବାଦ ବିରୋଧୀ ଲଢେଇରେ ଚୀନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଆହୁରି ଶକ୍ତ ହେବ ଲଢେଇ । ବିଶ୍ବରୁ ଆତଙ୍କବାଦର ମୂଳପୋଛ ପାଇଁ ଭାରତ ସବୁବେଳେ ସ୍ବର ଉଠାଇ ଆସୁଥିବା ବେଳେ ପହଲଗାମ୍ ହମଲା ପରେ ଅପରେସନ ସିନ୍ଦୂରରେ ଜବାବ ଦେଇ ସାରା ବିଶ୍ବକୁ ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ…

ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ଭେଟି, ୭ ମ୍ୟୁନିସିପାଲିଟି ଓ ୧୬ ନୂଆ NAC କଲେ ଘୋଷଣା

ଭୁବନେଶ୍ବର -: ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୭ଟି ନୂଆ ପୌରପାଳିକା ଓ  ୧୬ଟି  ଏଏନଏସି ଗଠିତ ହୋଇଛି। ବୌଦ୍ଧ, କରଞ୍ଜିଆ, ଭଞ୍ଜନଗର, ଆସିକା, ଛତ୍ରପୁର, କବିସୂର୍ଯ୍ୟନଗର ଓ ପୋଲସରାକୁ…

ଓଲିଉଡ୍‌‌ରେ ଯାତ୍ରା ଆଇଟମ୍‌ ଗାର୍ଲ ନିଶା ମହାରଣା …

ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଏକ ଚମକପ୍ରଦ ଖବର। ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ କଥାଅକଥା କହି ଚର୍ଚ୍ଚାରେ ଥିବା ଯାତ୍ରା ଆଇଟମ୍‌ ଗାର୍ଲ ନିଶା ମହାରଣାଙ୍କୁ ଏକ ଓଡ଼ିଆ ଛବିରେ ଦେଖିବାକୁ ମିଳିବ। ଜଣେ ଆଇଟମ୍ ଗାର୍ଲ ଭାବେ ସେ ବଡ଼…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓