ଦେଶର ସମସ୍ତ ମହିଳାଙ୍କୁ ମାଗଣାରେ ସିଲେଇ ମେସିନ ଯୋଗାେଇବ ମୋଦି ସରକାର, ଜାଣନ୍ତୁ କେମିତି ପାେଇବ ଏହି ସୁବିଧାର ଲାଭ

ଦେଶର ମହିଳା ମାନଙ୍କୁ ସରକାର ମାଗଣାରେ ସିଲେଇ ମେସିନ ଯୋଗେଇ ଦେଉଛନ୍ତି । କେନ୍ଦ୍ର ସରକାର ଦେଶର ମହିଳା ମାନଙ୍କୁ ଅଧିକ ସୁଦୃଢ ତଥା ଆର୍ଥିକ ରୂପେ ସଶକ୍ତ କରିବା ପାଇଁ ଅନେକ ସ୍କିମ ମାନ ପୂର୍ବରୁ ଲଞ୍ଚ କରିଛନ୍ତି ।…

ଅଣକଳାକାରଙ୍କୁ ମିଳୁଛି କଳାକାର ଭତ୍ତା, PC କାରବାର ନେଇ ଉଠିଲା ଅଭିଯୋଗ

ଖୋର୍ଦ୍ଧା -: ବୋଲଗଡ଼ ବ୍ଲକର BKSS ଉପସଭାପତି ଲାଞ୍ଚ ନେଉଥିବା ନେଇ ଅଭିଯୋଗ ହୋଇଛି। କଳାକାର ପ୍ରମାଣପତ୍ର ସହିତ ଭତ୍ତା କରାଇ ଦେବାକୁ କହି ଅଣକଳାକାରଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ କରିଛନ୍ତି ଲୋକେ। ଏ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରକୃତ ହିତାଧିକାରୀ।…

ମାଲକାନଗିରିରୁ ଜବତ ହେଲା ୯୪୦ କିଲୋ ଗଂଜେଇ, ୩ ଗିରଫ : ତେଲେଙ୍ଗାନା ଚାଲାଣ ବେଳେ ମାଡିବସିଲା ପୋଲିସ

ମାଲକାନଗିରି -: ପୁଲିସକୁ ମିଳିଛି ବଡ ସଫଳତା। ଗଂଜେଇ ଜବତ କରିବା ସହ ୩ ଜଣ ଆସାମୀକୁ ଗିରଫ କରିଛି। ଏଥିସହ କାର, ବାଇକ୍‌ ମଧ୍ୟ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଆଇଆଇସି ରିଗାନ କିଣ୍ଡୋଙ୍କ ପ୍ରତ୍ୟକ୍ଷ…

ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବେ ନବୀନ ? ବିଜେପି ନା’ କଂଗ୍ରେସ

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଏବେ ପ୍ରାର୍ଥୀଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଜାତୀୟ ସ୍ତରରେ ଭିନ୍ନ ଭିନ୍ନ ନେତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନ୍‌ଡିଏ ଓ ୟୁପିଏର ପ୍ରାର୍ଥୀ ଘୋଷଣା ଉପରେ ଏବେ ନଜର ରହିଛି।…

ଅନୁଭବଙ୍କ ବିରୋଧରେ ପୁଣି ଥାନାର ଦ୍ୱାରସ୍ଥ ହେଲେ ବର୍ଷା, ପାରିବାରିକ କଳି ନେଉଛି ଉଗ୍ରରୁପ

କଟକ -: କେନ୍ଦ୍ରାପଡା ସାଂସଦ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ପୁଣି ଏକ ନୂଆ ମୋଡ଼। କଟକ ଏସଡ଼ିଜେଏମଙ୍କ ଅଦାଲତରେ ଅନୁଭବଙ୍କ ନାଁରେ ପୁଣି ଏକ କମ୍ପ୍ଲେନ କେସ କଲେ ବର୍ଷା ପ୍ରିୟଦର୍ଶିନୀ। ସୋସିଆଲ ମେଡିଆରେ…

କିଡନି ରୋଗର ଅସହ୍ୟ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କଲେ ସ୍ବାମୀ ସ୍ତ୍ରୀ

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଙ୍କଡପାଳ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ନିଜଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ…

ବଢିଲା ସୁନା ଦାମ୍‌ : ଜାଣନ୍ତୁ ଆଜି କେତେ ରହିଛି ଆଜିର ସୁନା ଓ ରୁପା ଦର

ସୁନା ଓ ରୁପା ମୂଲ୍ୟ ସବୁ ଦିନ ପରିବର୍ତ୍ତନ ହେଉଛି। ଆଜି ମଧ୍ୟ ସୁନା ଓ ରୂପା ମୂଲ୍ୟ କିଛି ମାତ୍ରାରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୭,୯୫୦ ଟଙ୍କା…

ଫେସ୍‌ବୁକ୍ ଇନଷ୍ଟାଗ୍ରାମ୍ ବ୍ୟବହାରକାରୀଙ୍କୁ ବଡ ବିପଦ, ସତର୍କ ରୁହନ୍ତୁ ନହେଲେ ଆପଣ ବି ଶିକାର ହେବେ ଏଭଳି ହ୍ୟାକରଙ୍କ ଦ୍ୱାରା

ଜଗତସିଂହପୁର -: ସ୍ମାର୍ଟ ଫୋନ୍ ଓ ଇଣ୍ଟରନେଟ୍ ବ୍ୟବହାରକାରୀ ଯେତେ ସତର୍କ ହେଉଛନ୍ତି ସାଇବର ଅପରାଧୀମାନେ ସେତିକି ପ୍ରଭାବୀ ଢଙ୍ଗରେ ଅପରାଧ ଘଟାଇବା ଆରମ୍ଭ କଲେଣି। ସ୍ଥିତି ଏଭଳି ଅବସ୍ଥାରେ ପହଞ୍ଚିଛି ଯେ ଗୋଟିଏ ପଟେ ପୁଲିସ ଭିଡିଓ ଏବଂ ମେସେଜ୍…

ନୂଆ ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ସଜେଇ ହେଉଛି ପାର୍ଲାମେଣ୍ଟ : ୧୮ରେ ନିର୍ବାଚନ, ୨୧ରେ ଫଳାଫଳ, ୨୫ରେ ଶପଥ ଗ୍ରହଣ

ନୂଆଦିଲ୍ଲୀ -: ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ଜୁଲାଇ ୨୧ରେ ଭୋଟ୍‌ ଗଣତି ହେବ। ଜୁଲାଇ ୨୫ ତାରିଖରେ ନୁଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। ନିର୍ବାଚନ କମିସନ ଆଜି ଏହା ଘୋଷଣା କରିଛନ୍ତି। ଜୁଲାଇ ୨୪ରେ…

ଆମପାଣି ପୁଲିସ ଦ୍ୱାରା ବିଦେଶୀ ମଦ ଜବତ, ୨ ଅଟକ

କଳାହାଣ୍ଡି -: ନବରଙ୍ଗପୁର ଜିଲ୍ଲା ରୁ କଳାହାଣ୍ଡି ଜିଲ୍ଲାର ଆମପାଣି ଅଞ୍ଚଳକୁ ବେଆଇନ ବିଦେଶୀ ମଦ ଚାଳାଣବେଳେ ଗୁରୁବାର ଆମପାଣି ପୁଲିସ ୨ ଜଣକୁ ଅଟକ ରଖିଛି । ଅଟକ ୨ ଜଣ ହେଲେ ମୈଦଲପୁର ବିଦେଶୀ ଅଫ୍ ସୋପ୍‌ର କର୍ମଚାରୀ…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓