ପୁଣି ଆଜି କମିଲା ସୁନା ଓ ରୁପା ଦର, ଜାଣନ୍ତୁ କେତେ ରହିଛି ଆଜିର ଦାମ୍

ସୁନା ଓ ରୁପା ମୂଲ୍ୟ ସବୁ ଦିନ ପରିବର୍ତ୍ତନ ହେଉଛି। ଆଜି ମଧ୍ୟ ସୁନା ଓ ରୂପା ମୂଲ୍ୟ କିଛି ମାତ୍ରାରେ ବଢିଛି। ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୮୦୦ ଟଙ୍କା…

ମିଳି ମିଶି ମାରିଦେବାକୁ ଷଡ଼୍‌ଯନ୍ତ୍ର, ଅଧିକାରୀ ପୋତୁଛନ୍ତି, ମାଫିଆ ବିକୁଛନ୍ତି

ଭୁବନେଶ୍ୱର : ଆଉ କିଛି ବର୍ଷ ପରେ ଭୁବନେଶ୍ବର ମାନଚିତ୍ର‌ରେ ଦୟାୱେଷ୍ଟ କେନାଲର ଚିହ୍ନବର୍ଣ୍ଣ ମିଳିବନି। ଜମି ମାଫିଆଙ୍କଠାରୁ ଆରମ୍ଭ କରି କୁଜି ନେତା, କେନାଲ କଡ଼ରେ ଘର କରିଥିବା ସ୍ଥାନୀୟ ଲୋକ ଓ ସରକାରୀ ଅଧିକାରୀମାନେ ଏହି କେନାଲକୁ ମାରିଦେବା…

ହିମୋଗ୍ଲୋବିନମିଟର ଓ ଷ୍ଟ୍ରିପ୍ କିଣାରେ ବଡ କେଳେଙ୍କାରୀର ପର୍ଦ୍ଦାଫାସ …

ଭୁବନେଶ୍ବର -: କରୋନା କାଳରେ କୋଭିଡ ସାମଗ୍ରୀ କିଣା କେଳେଙ୍କାରୀକୁ ନେଇ ଚର୍ଚ୍ଚାକୁ ଆସିଥିଲା ରାଜ୍ୟ ଔଷଧ ନିଗମ। ଲୋକାୟୁକ୍ତ କ୍ଲିନ୍‌ଚିଟ୍ ଦେଇଥିଲେ ବି ଏହି ପ୍ରସଙ୍ଗ ରାଜ୍ୟବାସୀଙ୍କ ମନରୁ ଲିଭିନାହିଁ। ଠିକ୍ ଏମିତି ସମୟରେ ହିମୋଗ୍ଲୋବିନମିଟର, ଟେଷ୍ଟ ଷ୍ଟ୍ରିପ୍ ଓ…

ମା’ର ପାପ ସଂପର୍କ ଦେଖିଦେଲା ବୋଲି… ପ୍ରେମିକକୁ ଡକାଇ ୧୬ବର୍ଷର ଝିଅକୁ ଗଣଦୁଷ୍କର୍ମ କରାଇଲା

ଲକ୍ଷ୍ନୌ -: ଉତ୍ତର ପ୍ରଦେଶର ବଳରାମପୁରରେ ହୋଇଯାଇଥିବା ଏକ ଗଣ ଦୁଷ୍କର୍ମ ସମ୍ପର୍କରେ ଜାଣିଲେ ଯେ କେହି ବି ହଇରାଣ ହୋଇଯିବେ । ଏଠି ଗଣ ଦୁଷ୍କର୍ମ କରାଇବା ବାଲା ହେଉଛି ଝିଅର ନିଜ ମା’ । କୁହାଯାଏ ବାପା-ମା’ ଦ୍ୱିତୀୟ ଭଗବାନ…

ମହିଳା ମାନେ ଏଭଳି କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ପୁରୁଷ ମାନେ ଦେଖିବା ଅନୁଚିତ୍‌, ନହେଲେ ଭୋଗିବେ ନର୍କ ଯନ୍ତ୍ରଣା

କୁହାଯାଏ, ବ୍ୟକ୍ତିକୁ ନିଜ କର୍ମ ଅନୁସାରେ ଭଲ ଓ ଖରାପ ଫଳ ମିଳିଥାଏ। ଯେଉଁ ବ୍ୟକ୍ତି ଭଲ କାମ କରନ୍ତି, ତାଙ୍କୁ ମୃତ୍ୟୁ ପରେ ସ୍ୱର୍ଗ ସୁଖ ମିଳିଥାଏ। ସେହିଭଳି ଯେଉଁମାନେ ଖରାପ କାମ କରନ୍ତି ତାଙ୍କୁ ନର୍କ ଯନ୍ତ୍ରଣା ଭୋଗ…

ପଣସପଦା ହରିହର ବିଦ୍ୟାପିଠ ୫୦ ବର୍ଷ ପୃତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ

ପୁରୀ(ସୁବାଷ ସାହୁ ) – : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପଣସପଦା ହରିହର ବିଦ୍ୟାପୀଠ ୫୦ବର୍ଷ ପୃତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଶିକ୍ଷା ଓ…

ଜୁନ୍ ୮ ବୁଧବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ: ଅତୀତ ସ୍ମୃତି ତାଜା ହେବ । ଏକାଗ୍ରତାର ସହ କାମ କରିବାକୁ ଚେଷ୍ଟା କରିବେ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ । ଘରକୁ ବନ୍ଧୁଙ୍କ ଆଗମନ ହେବ । ‌ ବୃଷ: ପାରିବାରିକ ଦାୟିତ୍ୱ ସଂପୂର୍ଣ୍ଣ କରିବେ…

ପୋଷ୍ଟ ଅଫିସର ଦମଦାର ସ୍କିମ୍‌, ୧୦,୦୦୦ ନିବେଶ କରନ୍ତୁ ପାଆନ୍ତୁ ୧୬ ଲକ୍ଷ

ନା ରହିବ ରିସ୍କ, ନା ରହିବ ଅନସେଫର ଚିନ୍ତା। କେବଳ ସୁରକ୍ଷିତ ହିଁ ସୁରକ୍ଷିତ। କୌଣସି ବି ନିବେଶ ସହିତ ରିସ୍କ ଫ୍ୟାକ୍ଟର ଯୋଡା ହୋଇଥାଏ। ଏମିତିରେ ଆପଣ ଏକ ଏମିତି ଜାଗାରେ ନିବେଶ କରିବା ଉଚିତ ଯେଉଁଠି ଆପଣଙ୍କ ଟଙ୍କା…

ମୃତ ପୁତ୍ରର ଚାଲିଥିଲା ଶ୍ରାଦ୍ଧକର୍ମ, ସଶରୀରେ ଫେରିଲେ ପୁତ୍ର

ଅଗରତାଲା -: ଗତ ମାସରେ ନିଖୋଜ ହେବା ପରେ ତ୍ରିପୁରାରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ଘରେ ତାଙ୍କର ମୃତ୍ୟୁ ପରବର୍ତ୍ତୀ ରୀତିନୀତି (ଶ୍ରାଦ୍ଧକର୍ମ) ଚାଲିଥିବା ବେଳେ ମଙ୍ଗଳବାର ଦିନ ସେ ସଶରୀରରେ ନିଜ ଘରକୁ ଫେରି ଆସିଛନ୍ତି। ଏହି ଘଟଣା ଉତ୍ତର-ପୂର୍ବ…

କୋର୍ଟ ନିର୍ଦ୍ଧେଶକୁ ବେଖାତିର, ଏସ.ପିଙ୍କ ନିକଟରେ ଅଭିଯୋଗ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ବିରିଡି ଥାନା ଅନ୍ତର୍ଗତ ଅଣଖିଆ ଗୋପୀନାଥପୁର ଗ୍ରାମରେ ଦୁଇ ପରିବାର ମଧ୍ୟ୍ୟ ରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଗତସିଂହପୁର ସିଭିଲ କୋର୍ଟ ନିର୍ଦେଶକୁ ଖୋଲା ଖୋଲି ଉଲଘଂନ କରାଯାଉଥିବା ବେଳେ ବିରିଡି…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓