କମିଲା ପେଟ୍ରୋଲ ଓ ଡିଜେଲ ଦର ; ଜାଣନ୍ତୁ କେତେ ଅଛି ଦାମ୍
ପ୍ରତ୍ୟେକ ଦିନ ପେଟ୍ରୋଲ ଓ ଡିଜେଲ୍ ଦର ବଦଳିଥାଏ। ସେହିପରି ଆଜି ପେଟ୍ରୋଲ ଦର ଭୁବନେଶ୍ୱରରେ ୧୦୩ ଟଙ୍କା ୧୯ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି। ସେହିପରି ଦେଶର…
ବାଙ୍କୀ ପାଣ୍ଡବ ବଖରା ଗୁମ୍ଫାରେ ଅଘଟଣ: ୩ ଆହତ, ଜଣେ ମୃତ
କଟକ/ବାଙ୍କୀ -: ମହୁମାଛି ଆକ୍ରମଣରେ ୩ ଆହତ, ଜଣେ ମୃତ। କଟକ ଜିଲ୍ଲା ବାଙ୍କୀ ପାଥପୁର ଗ୍ରାମ ନିକଟରେ ଥିବା ପାଣ୍ଡବ ବଖରା ଗୁମ୍ଫା ଦେଖିବା ପାଇଁ ଯାଇଥିବା ସମୟରେ ଅଘଟଣ । ସୂଚନା ମୁତାବକ, ଭୁବନେଶ୍ବର ପଟିଆ ଅଞ୍ଚଳରୁ ଚାରି ଜଣ…
ବିଶ୍ୱର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍ର ଫାଇନାଲ ମ୍ୟାଚ୍, ଜାଣନ୍ତୁ କ’ଣ ରହିଛି ଖାସ୍
ଦୁନିଆର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍ର ଫାଇନାଲ ମ୍ୟାଚ୍। ଏହି ମ୍ୟାଚରେ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଗୁଜରାଟର ଅହମଦାବାଦରେ ଥିବା ଏହି ବଡ ଷ୍ଟାଡିୟମକୁ ୨୦୨୦, ୨୪ ଫେବୃଆରୀ ଉଦ୍ଘାଟନ କରାଯାଥିଲା। ଏହା…
ଆପଣ ଫାଷ୍ଟଫୁଡ୍ ଖାଇବାକୁ ପସନ୍ଦ କରୁଛନ୍ତି, ତେବେ ସାବଧାନ୍ ହୋଇଯାଆନ୍ତୁ : କେମିତି ପ୍ରସ୍ତୁତ ହୁଏ ଚାଉମିନ,ତେଲ, ସସ୍ ଆସନ୍ତୁ ଜାଣିବା
କଟକ/ଭୁବନେଶ୍ବର -: ଆପଣ ଫାଷ୍ଟଫୁଡ୍ ପ୍ରିୟ କି ? ଦେହଲଗା ସାବୁନ ତିଆରିରେ ବ୍ୟବହାର ହେଉଥିବା ରାଇସ୍ କ୍ରିଉଡ୍ ଅଏଲ୍ରୁ ପାମୋଲିନ୍ ତେଲ, ଚୋକଡ଼ରୁ ମ୍ୟାଗି ଓ ଶଢ଼ା କଖାରୁ, କଳମ ସାଗରେ ଏସେନ୍ସ ମିଶାଇ ତିଆରି ହେଉଥିବା ସସ୍ ଏବେ ଫାଷ୍ଟଫୁଡ୍…
କୃଷି ଯନ୍ତ୍ରପାତି ସବ୍ସିଡିରେ କେଳେଙ୍କାରୀ : କୋଟି କୋଟି ଟଙ୍କାର ଘୋଟାଲା, ଅନୁସନ୍ଧାନ ବାଟବଣା କରିବାକୁ ଷଡ୍ଯନ୍ତ୍ର
ଭୁବନେଶ୍ବର -: ବିହାର ଗୋଖାଦ୍ୟ ଦୁର୍ନୀତିର ଭୟାବହ ପରିଣାମକୁ ନେଇ ସମ୍ଭବତଃ ଆମ ରାଜ୍ୟର କୃଷି ବିଭାଗ କିଛି ଶିଖିନାହିଁ। ନଚେତ୍ କୃଷି ଯନ୍ତ୍ରପାତି କିଣା ସବ୍ସିଡିରେ କୋଟି କୋଟି ଟଙ୍କାର ହେରଫେର୍ କରିବାକୁ ବିଭାଗୀୟ ବାବୁମାନେ କଦାପି ଦୁଃସାହସ କରିନଥାନ୍ତେ।…
ଆପଣଙ୍କ ସହରରେ କେତେ ରହିଛି ସୁନା ଓ ରୁପା ଦର ଆସନ୍ତୁ ଜାଣିବା
ପ୍ରତ୍ୟେକ ଦିନ ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇଥାଏ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬,୯୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧,୨୦୦…
ସପିଂମଲରେ ବାପାଙ୍କ ବୁଲୁଥିଲା କୁନି ପିଲାଟି, ଏମିତି କଲା ଯେ ବାପାଙ୍କ ପକେଟରୁ ଗଲା ୫ଲକ୍ଷ
ନୂଆଦିଲ୍ଲୀ -: ଏକ ଖେଳନା ଦୋକାନରେ ପ୍ରାୟ ୫ ଲକ୍ଷ ଟଙ୍କାର ଏକ ମୂର୍ତ୍ତି ଲାଗିଥିଲା। ତାହା ତଳେ ପଡ଼ି ଭାଙ୍ଗିଗଲା। ମୂର୍ତ୍ତିଟି ଭାଙ୍ଗିଯିବା ପରେ ଦୋକନରେ ଥିବା କର୍ମଚାରୀମାନେ ସିସିଟିଭି ଫୁଟେଜ୍ ଦେଖିଥିଲେ। ଭିଡିଓରୁ ଜଣାପଡ଼ିଲା ଯେ ଦୋକାନକୁ ଆସିଥିବା ଜଣେ…
ସବୁ କାମରେ ମିଳିବ ସଫଳତା, ମାନନ୍ତୁ ଚାଣ୍ୟକଙ୍କ ଏହି ୪ଟି ବାଣୀ …
ଚାଣକ୍ୟଙ୍କ କହିବା କଥା ଅନୁଯାୟୀ, ଯେଉଁ କାର୍ଯ୍ୟର ଆରମ୍ଭ ଭଲରେ ହୋଇଥାଏ । ଏଥିରେ ସଫଳତା ମିଳିବାର ପ୍ରବଳ ସମ୍ଭାବନା ଥାଏ । ତେଣୁ ସମସ୍ତଙ୍କୁ ଦିନର ଆରମ୍ଭ ଏହାକୁ ଧ୍ୟାନରେ ରଖି କରିବା ଦରକାର । ଆସନ୍ତୁ ଜାଣିବା ଚାଣକ୍ୟଙ୍କ…
ରାଜ୍ୟସଭା ଯିବେ ଏହି ୪ପ୍ରାର୍ଥୀ, କେବଳ ଘୋଷଣାକୁ ଅପେକ୍ଷା … !
ଭୁବନେଶ୍ବର -: ନିଷ୍ପତ୍ତି ହୋଇ ସାରିଛ କେଉଁମାନଙ୍କୁ ରାଜ୍ୟସଭା ଟିକେଟ୍ ମିଳିବ । ପ୍ରାର୍ଥୀଙ୍କୁ ଚୟନ କରିସାରିଛନ୍ତି ବିଜେଡି ସୁପ୍ରିମୋ। ଦଳ ତରଫରୁ ୪ ଜଣଙ୍କୁ ଇସାରା ଦିଆଯାଇଛି। ନାମାଙ୍କନ ଭରିବା ପାଇଁ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି । ବ୍ରଜରାଜନଗର…
