ଜଗତସିଂହପୁର ଉପନିର୍ବାଚନରେ ବିଜେଡିକୁ ଚକମା ଦେଇ ବିଜୟ ଲାଭ କଲେ ସ୍ୱାଧିନ ପ୍ରାର୍ଥୀ, ବିଜେପି ମାଟି କାମୁଡିଲା

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଅଳସୁଧା ପଞ୍ଚାୟତ ର 4 ନମ୍ବର ୱାର୍ଡ ରେ ୱାର୍ଡ ସଭ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଏହି ଉପନିର୍ବାଚନ ରେ 3ଜଣ ପ୍ରତିଦ୍ବନ୍ଦୀ ପ୍ରତିନିଧିତ୍ୱ କରିଥିଲେ l ସେମାନଙ୍କ ମଧ୍ୟରୁ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍

ଭୁବନେଶ୍ବର -: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍ । ଓଡିଶା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡ ଅଭିନେତା ସୋନୁ ସୁଦ । ନବୀନ ନିବାସରେ ହେଲା ଭେଟଘାଟ। ଏହି ସମୟରେ ସୋନୁ କହିଛନ୍ତିକି କରୋନା ସମୟରେ…

ଯୋଗୀ ହେଉଛନ୍ତି ଉତ୍ତରପ୍ରଦେଶର ଗବ୍ବର ସିଂ- ମନ୍ତ୍ରୀ ଫିରହାଦ ହାକିମ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପରେ ହିଂସାକାଣ୍ଡ ବଢିଥିବା ନେଇ ଗତକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ | ଆଉ ଆଜି ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମନ୍ତ୍ରୀ ତଥା କୋଲକାତା ମେୟର ଫିରହାଦ୍ ହାକିମ | ଫିରହାଦ, ପଶ୍ଚିମବଙ୍ଗ ନିର୍ବାଚନ…

ପ୍ରଧାନ ଶିକ୍ଷୟତ୍ରୀ ଗୀତିକା ରାଉତଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ମଧୁସୂଦନପୁର ଶାସନ ସ୍ଥିତ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତିକା ରାଉତଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ…

ଅଟୋ ଓ ବାଇକ ମୁହାଁମୁହିଁ ଧକ୍କା, ୪ଜଣ ଗୁରୁତର

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଅଟୋ ଓ ବାଇକ ହେଲା ମୁହାଁମୁହିଁ ଧକ୍କା। ଏଭଳି ଘଟଣା ଘଟିଛି ହରିଚନ୍ଦନପୁର ବ୍ୟାରେଜ କେନାଲ ବନ୍ଧ ରାସ୍ତାର -ଜନାର୍ଦ୍ଦନପୁର ରାସ୍ତା ସାଲେପୁର ମାରଡ଼ା ନିକଟରେ। ଅଟୋଟି ସାଲେପୁରରୁ ଭଗବାନପୁରକୁ ଯିବାବେଳେ ଦୁର୍ଘଟଣା ଘଟାଇଥିଲା।…

ପ୍ରଶାସନର ବାରଣ ସତ୍ତ୍ୱେ ଆମ୍ବ ବେପାରୀ ଆମ୍ବ ନାଁରେ ଗ୍ରାହକଙ୍କୁ ଦେଉଛନ୍ତି ମୃତ୍ୟୁର ଉପହାର !

ଭୁବନେଶ୍ବର -: ବଜାରରେ ମେଲିଗଲାଣି ଭଳିକି ଭଳି ପାଚିଲା ଆମ୍ବ ପସରା। ଚଳିତ ବର୍ଷ ଦର ବାଧୁଛି, ତଥାପି ଗ୍ରାହକମାନେ ଆମ୍ବ କିଣୁଛନ୍ତି। ସମ୍ପ୍ରତି ଆମ୍ବ ଋତୁ ଚାଲିଛି। କିନ୍ତୁ ଏହି ପାଚିଲା ଆମ୍ବ ଯେ କେତେ କ୍ଷତିକାରକ, ତାହା ପରଖିବାକୁ…

ଘାସ ଭଳି ଦେଖାଯାଉଥିବା ବିରଳ ସାପକୁ ନେଇ ଚର୍ଚ୍ଚା, ଦେଖନ୍ତୁ ଭିଡିଓ

ଏବେ ଚାରିଆଡ଼େ ଘାସ ଭଳି ଦେଖାଯାଉଥିବା ବିରଳ ସାପକୁ ନେଇ ଚର୍ଚ୍ଚା। ଏଭଳି ସାପ ଆପଣ ଆଗରୁ ଦେଖିନଥିବେ । ଦୁନିଆଁରେ ଏମିତି ବି ସାପ ଅଛନ୍ତି, କେବେ ଭାବି ନଥିବେ । ଘାସ ଭଳି ଦେଖାଯାଉଥିବା ଏହି ଜୀବଟି ହେଉଛି…

ଆସୁଛି ଫେସବୁକର ସୁରକ୍ଷା ନୀତି, ଜାଣନ୍ତୁ କେମିତି କରିବେ ଅପଡେଟ ନହେଲେ ବନ୍ଦ ହେବ ଫେସବୁକ୍‌

ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମ ମେଟା ଫେସବୁକ, ମେସେଞ୍ଜର, ଇନ୍ଷ୍ଟଗ୍ରାମ ପାଇଁ ଆସନ୍ତା ଜୁଲାଇ ୨୬ ତାରିଖରୁ କିଛି ଜରୁରୀ ସୁରକ୍ଷା ନୀତି ଜାରି କରିବା ନେଇ ଘୋଷଣା କରିଛି । ଗୁରୁବାର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛିକି ଏହି ସବୁ ନୀତିନିୟମ…

ସ୍ୱାସ୍ଥ୍ୟ ସମସ୍ୟା ପାଇଁ ରାମବାଣ , ପ୍ରତିଦିନ ସକାଳେ ଖାଲି ପେଟରେ ଖାଆନ୍ତୁ ମହୁ ଓ ରସୁଣ

ରସୁଣ ଓ ମହୁର ବ୍ୟବହାର ଅନେକ ଲୋକ କରନ୍ତି। ଏହି ଦୁଇଟି ଜିନିଷର ଫାଇଦା ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଛନ୍ତି। କିନ୍ତୁ କ’ଣ ଆପଣ ଏହା ଜାଣିଛନ୍ତି କି, ଯଦି ଖାଲି ପେଟରେ ମହୁ ଓ ରସୁଣ ସେବନ କରାଯିବ,…

କ୍ଷେପଣାସ୍ତ୍ର ଆକ୍ରମଣରେ ଖାରକିଭ୍‌ରେ ଶିଶୁ ସମେତ ୯ ମୃତ, ରୁଷ୍‌ର ପରବର୍ତ୍ତୀ ଟାର୍ଗେଟ୍‌ ପୋଲାଣ୍ଡ୍‌

କିବ୍‌ : ରୁଷ୍‌ ଏବେ କେନ୍ଦ୍ରୀୟ ୟୁକ୍ରେନ୍‌ରେ ଆକ୍ରମଣ ଜୋରଦାର କରିଛି। ପୂର୍ବ ୟୁକ୍ରେନ୍‌ ସହ କେନ୍ଦ୍ରୀୟ ୟୁକ୍ରେନ୍‌ର ନିପ୍ରୋ ସହରର ଏକ ସାମରିକ ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୦ରୁ ଅଧିକ…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓