ଅଶାନ୍ତ ପୁରୀ ଜଣେ ମୃତ, ଫୁଟୁଛି ବନ୍ଧୁକ ବୁଲୁଛି ଛୁରା
ପୁରୀ-: ପୁଣି ଅଶାନ୍ତ ପୁରୀ । ଏମାରମଠ ନିକଟରେ ଗୁଳିମାଡ଼ରେ ଜଣେ ସେବାୟତଙ୍କ ହୋଇଛି ମୃତ୍ୟୁ । ମୃତକ ତଳୁଛ ସାହିର ଲୋକନାଥ ମନ୍ଦିର ସେବକ ଶିବରାମ ପାତ୍ର । ପୂର୍ବ ଶତ୍ରୁତାରୁ ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି । ଦୁଇ…
ସିଗାରେଟ୍ ପାଇଁ ମହାଭାରତ, ଚାଲିଗଲା ଜୀବନ
ଅନୁଗୁଳ -: ଅନୁଗୋଳ ସଦର ଥାନା ଅନ୍ତର୍ଗତ ନୂଆସାହି ଗ୍ରାମରେ ଦୋକାନୀକୁ ସିଗାରେଟ୍ ମାଗି ଜଣେ ଯୁବକର ଜୀବନ ଯାଇଛି l ସୂଚନା ଅନୁସାରେ ନୂଆସାହି ଗ୍ରାମର ଇନ୍ଦ୍ରମଣି ସାହୁଙ୍କ ପୁତ୍ର ଲଲିତ ସାହୁ ଛକରେ ଦୋକାନ କରିଥିବା ଦୁଷ୍ମନ୍ତ ସାହୁଙ୍କ…
ରାଜଧାନୀରେ ଚାଞ୍ଚଲ୍ୟ : ଘରୁ ମିଳିଲା ୩ମୃତ ଦେହ, କାନ୍ଥରେ ଲେଖାଥିଲା ଏଭଳି …
ନୂଆଦିଲ୍ଲୀ -: ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ଶୁଣିବାକୁ ମିଳିଛି । ଏଠାରେ ଗୋଟିଏ ବନ୍ଦ ଘର ଭିତରୁ ମିଳିଛି ତିନିଟି ମୃତଦେହ । ଘଟଣାଟି ହେଉଛି ବସନ୍ତ ବିହାରର ଆପାର୍ଟମେଣ୍ଟରେ ଏକ ରୁମ୍ଭିତରୁ ବନ୍ଦ ଥିବା ଦେଖି…
ଥିଲା ବନ୍ଧ୍ୟାଦୋଷ ହେଲେ ଆଜି ଜନ୍ମ ଦେଲେ ୩ଟି ସନ୍ତାନ,ସୃଷ୍ଟି ହସ୍ପିଟାଲ ସଫଳ ଅସ୍ତ୍ରୋପଚାର
କଟକ -: ବଜ୍ରକବାଟିସ୍ଥିତ ସୃଷ୍ଟି ହସ୍ପିଟାଲ୍ରେ ଏକ ଜଟିଳ ପ୍ରସୂତି ରୋଗର ଚିକିତ୍ସା ସମ୍ଭବ ହୋଇପାରିଛି । ପୂର୍ବରୁ ବନ୍ଧ୍ୟା ଦୋଷ ଥିବା ଜଣେ ମହିଳା ୩ଟି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଆଜି ପ୍ରି-ଏକ୍ଲୋମ୍ପସିଆ(ବନ୍ଧ୍ୟାଜନିତ ରୋଗ) ଦିବସରେ ଜଣେ ବନ୍ଧ୍ୟା…
ପର୍ଯ୍ୟଟକ ଓ ନନ୍ଦନକାନନ କର୍ମଚାରୀଙ୍କ ଭିତରେ ଧସ୍ତାଧସ୍ତି, ଥାନାରେ ମାମଲା
ଭୁବନେଶ୍ବର -: ପୁଣି ନନ୍ଦନକାନନ କର୍ମଚାରୀଙ୍କ ନାଁରେ ଆସିଲା ପର୍ଯ୍ୟଟକଙ୍କୁ ମାଡ଼ ମରା ଅଭିଯୋଗ । ନନ୍ଦନକାନନରେ ପର୍ଯ୍ୟଟକ ଓ ସଫାରି କର୍ମଚାରୀଙ୍କ ସହ ମୁହାଁମୁହିଁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏପରିକି ହତାହାତି ହୋଇଥିବା ସୂଚନା ମିଳିଛି। ୨୦ରୁ ଉର୍ଦ୍ଧ ରାଜ୍ୟ…
୩ଜଣଙ୍କୁ ପ୍ରେମ କରିବା ପଡିଲା ମହଙ୍ଗା, ସୁବାସିନୀକୁ ମାରି ଫୋପାଡିଦେଲେ ସ୍ୱାମୀଙ୍କ ସାଙ୍ଗ
ରାଇରଙ୍ଗପୁର -: ରାଇରଙ୍ଗପୁର ଦୁବୁଲବେଡା ସ୍କୁଲ ନିକଟରୁ ଉଦ୍ଧାର ଗଳିତ ମୃତ୍ୟଦେହ ଘଟଣାର ହେଲା ପର୍ଦାଫାସ। ମହିଳାଙ୍କ ପରିଚୟ ମିଳିବା ସହ ହତ୍ୟା କାଣ୍ଡର ମଧ୍ୟ ହୋଇଛି ଖୁଲାସା । ତ୍ରିକୋଣୀୟ ପ୍ରେମ ପାଇଁ ମହିଳାଙ୍କ ହତ୍ୟା କରିଥିବା ସ୍ବିକାର କଲା ଅଭିଯୁକ୍ତ।…
କିସ କଲେ ଓଠ କାଟିଦେବି, ଶାହାରୁଖ ଖାନ୍ ତାଙ୍କ ଝିଅକୁ ନେଇ ଏମିତି କହିଲେ …
ନୂଆଦିଲ୍ଲୀ : ଶାହାରୁଖ ଖାନ୍ଙ୍କ ଅଲିଅଳି ଝିଅ ସୁହାନା ଖାନ୍ଙ୍କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଶାହାରୁଖ ଖାନ୍ । ସୁହାନାଙ୍କ ଆଜି ଜନ୍ମ ଦିନ । ୨୨ ବର୍ଷରେ ପଦାର୍ପଣ କଲେ ସୁହାନା । ସାଧାରଣତଃ ସବୁ ପିତା ମାତା ତାଙ୍କର…
