ମୟୁରଭଞ୍ଜରେ ଚାଞ୍ଚଲ୍ୟ, ସ୍ୱାମୀକୁ ପିଟିପିଟି ମାରିଦେଲା ସ୍ତ୍ରୀ

ମୟୂରଭଞ୍ଜ/ବାରିପଦା -: ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ସିରିଆପାଳ ଗାଁରେ ସ୍ୱାମୀଙ୍କୁ ସ୍ତ୍ରୀ ପିଟିପିଟି ମାରିଦେଇଥିବାର ଖବର ମିଳିଛି। ଏହାପରେ ସ୍ତ୍ରୀ ପିଲାମାନଙ୍କୁ ନେଇ ପଳାଇଥିବା ସୂଚନା ରହିଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବାର ପ୍ରାଥମିକ ତଦନ୍ତରୁ ଜଣାଯାଇଛି ।…

କମିଲା ସୁନା ଦର; ଜାଣନ୍ତୁ ଆଜି ୨୨ ଓ ୨୪ କ୍ୟାରେଟ୍‌ ମୂଲ୍ୟ କେତେ ରହିଛି

ପ୍ରତ୍ୟେକ ଦିନ ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇଥାଏ। ଆଜି ଭାରତୀୟ ବଜାରରେ ସୁନା ମୂଲ୍ୟ ହ୍ରାସ ପାଇଛି। ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା…

କୁନି ଝିଅ ପୂଜା ଖୋଜୁଛି ନୂଆ ଦୁନିଆ, ଆଖି ଅପରେସନ ପାଇଁ ଦରକାର ୮ଲକ୍ଷ : ଆପଣ ସହଯୋଗ ଦେଲେ ପୂଜା ଦେଖିବ ନୂଆ ଦୁନିଆ

ଭୁବନେଶ୍ୱର -: ନିଜ ଜୀବନର ଅନ୍ଧକାରକୁ ଗ୍ରହଣ କରି ନେଇଥିଲେ ଅଶୋକ ଓ ସୁମିତ୍ରା । ଝିଅ ପୂଜା ଜନ୍ମ ହେବା ପରେ ପୁଣି ଆଲୁଅର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ । ଝିଅର ଭବିଷ୍ୟତ ଗଢ଼ିବା ପାଇଁ ରେଳବାଇରେ ଠିକା…

କଟକରେ ଅଜଣା ମହିଳାଙ୍କ ମୃତଦେହ ମିଳିବା ଘଟଣା, ସାମ୍ନାକୁ ଆସିଲା ନୂଆ ଖିଅ

କଟକ -:  ପ୍ରଥମେ ଚାଞ୍ଚଲ୍ୟ ପରେ ନୂଆ ଖିଅ । କଟକ ବିଡାନାସୀ କୃଷକ ବଜାର ପାଣିଟାଙ୍କି ତଳେ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ସାମ୍ନାକୁ ଆସିଲା ନୂଆ ଖିଅ । ମହିଳାଙ୍କ ବ୍ୟାଗ ଭିତରୁ ମିଳିଥିବା ନୋଟ୍‌ଟି ସୁଇସାଇଡ୍‌ ନୋଟ୍‌…

ଭାରତର ବେଶ୍ୟାଳୟରେ ନାବାଳିକାକୁ ବିକ୍ରି କରିଥିବା ଦମ୍ପତିଙ୍କୁ ଫାଶୀଦଣ୍ଡ

ଢ଼ାକା (ବାଂଲାଦେଶ) -: ଭାରତର ଏକ ବେଶ୍ୟାଳୟରେ ଜନୈକା ୧୭ ବର୍ଷୀୟା ନାବାଳିକାକୁ ବିକ୍ରି କରିଥିବା ଅଭିଯୋଗରେ ବୁଧବାର ଦିନ ଏକ ବାଂଲାଦେଶୀ ଦମ୍ପତିଙ୍କୁ ଟ୍ରିବ୍ୟୁନାଲ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ବାଂଲାଦେଶର ଖୁଲନା ଜିଲ୍ଲାରେ ଏହି ଘଟଣା ଘଟିଛି ।ବାଂଲାଦେଶୀ…

ସ୍ୱାମୀକୁ ଚାପୁଡା ମାରି ନବବଧୂ ଫେରାର ଘଟଣା: ସାମ୍ନାକୁ ଆସି ଏମିତି କହିଲେ ଯୁବତୀ

ଭୁବନେଶ୍ବର -: ଭୁବନେଶ୍ୱର ଭରତପୁରରେ ସ୍ୱାମୀକୁ ଚାପୁଡା ମାରି ନବବଧୂ ଫେରାର ଘଟଣାରେ ନୂଆ ଟ୍ଵିଷ୍ଟ। ଭୋ ଭୋ ହୋଇ କାନ୍ଦି ପକାଇଲେ ନବବଧୂ। ପୁଅ ଘର ଲୋକ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ନବବଧୂ। ଯାହା ଅଭିଯୋଗ ଆଣୁଛନ୍ତି ତାର ପ୍ରମାଣ…

ଆଇଫୋନ କମ୍ପାନୀ ଏବେ ଶସ୍ତା ଦାମ ସହ ବଡ଼ ସ୍କ୍ରିନ ଥିବା ଲାଟେଷ୍ଟ ମଡେଲକୁ କରିବ ଲଞ୍ଚ …

ଆଇଫୋନ ଲଭର୍ସଙ୍କୁ ଖୁସି କରିବା ପାଇଁ କମ୍ପାନୀ ତରଫରୁ ନୂଆ ନୂଆ ମଡେଲରେ ବଢ଼ିଆ ଅଫର ରଖାଯାଇଥାଏ। କମ ଦାମରେ କିପରି ଭଲ ମଡେଲ ୟୁଜର୍ସଙ୍କୁ ଦେଇପାରିବେ ତାହା ଉପରେ ବେଶି ଧ୍ୟାନ ଦିଏ। ଏବେ କମ୍ପାନୀ ଫୋନ ସ୍କ୍ରିନ ଉପରେ…

ଦେବୀ ବାବୁ ଇଏ କଣ ବିଷୁଦ୍ଧ ପାନୀୟ ଜଳ, ଲୋକଙ୍କ ସମସ୍ୟା ସାମାଧାନ କର ଯଦି ନେତା ହେବ

ନରସିଂହପୁର -: ଗାଁକୁ ପାଇପ୍‌‌ ସଂଯୋଗ ହୋଇଛି । ସେଥିରୁ ବାହାରୁନି ପାଣି । ବାଧ୍ୟ ହୋଇ ଗାଁ ଲୋକମାନେ ବନ୍ଧ ପାଣି ପିଉଛନ୍ତି । ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ଗୁହାରି କରି ନିରାଶ ହୋଇଗଲେଣି ଗ୍ରାମବାସୀ । କିନ୍ତୁ,…

କଟକରେ ଅଜଣା ମହିଳାଙ୍କ ଶବ ଉଦ୍ଧାର ବୟସ ୨୨ରୁ୨୩ ହେବ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

କଟକ -: କଟକ ବିଡ଼ାନାସିଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବିଡାନାସି ଥାନା ଅନ୍ତର୍ଗତ କୃଷକ ବଜାର ପାଣିଟାଙ୍କିଠାରେ ଏକ ଅଜଣା ମୃତଦେହ ଠାବ ହୋଇଛି । ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ମଧ୍ୟ ସନ୍ଦେହ କରାଯାଉଛି ।…

କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨, ଜୁରୀ ଭାବେ ନଜର ଆସିବେ ଦୀପିକା

କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ ଆରମ୍ଭ ହୋଇଯାଇଛି। ଏହି ମହୋତ୍ସବରେ ଯୋଗ ଦେବା ପାଇଁ ବଲିଉଡର ନାମୀଦାମୀ କଳାକାର ପହଞ୍ଚିଛନ୍ତି। ଚଳିତବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ ଭାରତ ପାଇଁ ଖାସ୍‌ ରହିଛି। ଭାରତକୁ ଏଥର ‘କଣ୍ଟ୍ରି ଅଫ୍‌ ଅନର’ରେ ସମ୍ମାନିତ କରାଯିବ।…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓