ମାଲକାନଗିରିରୁ ପୁଣି ୧୨୨ କିଲୋ ଗଞ୍ଜେଇ ଜବତ, ୨ ଗିରଫ
ମାଲକାନଗିରି -: ମାଲକାନଗିରି ପୁଲିସ ଲଗାତାର ଗଞ୍ଜେଇ ଚାଲାଣ ରୋକିବାରେ ସଫଳତା ହାସଲ କରି ଚାଲିଛି। ବିଶେଷକରି ଚିତ୍ରକୋଣ୍ଡା,ଓର୍କେଲ,କୁଡୁମୁଲୁଗୁମ୍ମା ଏବଂ ଖଇରପୁଟ ଅଂଚଳରେ ଜୋରଦାର ଧରପଗଡ କରାଯାଇ ଗଞ୍ଜେଇ ଜବତ କରିବା ସହ ଆସାମୀମାନଙ୍କୁ ଗିରଫ କରାଯାଉଛି। ଏହି ଅଂଚଳର ଏସଡିପିଓ…
ବ୍ରଜରାଜନଗରର ବିଜେଡି ପ୍ରାର୍ଥୀନି ହେଲେ ଅଳକା, ଦୀପାଳି ହେଲେ ନିରାଶ
ଭୁବନେଶ୍ବର -: ବ୍ରଜରାଜନଗର ଉପନିର୍ବାଚନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଅଳକା ମହାନ୍ତିଙ୍କ ନାଆଁ ଘୋଷଣା କରିଛନ୍ତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବ୍ରଜରାଜନଗରର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ବିଧବା ପତ୍ନୀ ହେଉଛନ୍ତି ଅଳକା ମହାନ୍ତି।ଗତ ଡିସେମ୍ବର…
ସାମୁଦ୍ରିକ ବାତ୍ୟା ‘ଅସାନି’ ପୁରୀର ଦକ୍ଷିଣ ଦିଗକୁ ୬୫୦ କିଲୋମିଟର୍ ଦୂର ବଙ୍ଗୋପସାଗର ଉପରେ ରହିଛି
ପୁରୀ/ଭୁବନେଶ୍ବର -: ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ ସମ୍ପ୍ରତି ପୁରୀର ଦକ୍ଷିଣ ଦିଗକୁ ୬୫୦ କିଲୋମିଟର୍ ଦୂର ବଙ୍ଗୋପସାଗର ଉପରେ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ୧୩ ନମ୍ବର ବୁଲେଟିନ୍ରୁ ଜଣାପଡ଼ିଛି। ଉକ୍ତ ବୁଲେଟିନ୍ ଅନୁସାରେ, ଦକ୍ଷିଣପୂର୍ବ ଏବଂ ସଂଲଗ୍ନ…
ପୁଟିନଙ୍କ ପ୍ରତିଜ୍ଞା ୧୯୪୫ ପରି ଆମେ ବିଜୟୀ ହେବୁ
ମସ୍କୋ -: ୧୯୪୫ ପରି ବିଜୟ ଆମର ହେବ ବୋଲି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନି ପରାଜୟର ୭୭ତମ ବାର୍ଷିକୀ ଅବସରରେ ପୂର୍ବତନ ସୋଭିଏତ୍ ରାଷ୍ଟ୍ରମାନଙ୍କୁ ଅଭିନନ୍ଦନ ଜଣାଇ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିର୍ମି ପୁଟିନ୍ ରବିବାର ଦିନ ପ୍ରତିଜ୍ଞା କରି କହିଛନ୍ତି…
ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି ଆର୍.ପି. କଲେଜ, ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଅଭଭାବକ
କଟକ/ବଡମ୍ବା – କଟକ ଜିଲ୍ଲା ବଡମ୍ବା ବ୍ଲକର ବିଧାରପୁରଠାରେ ଥିବା ଆର.ପି. ଘରୋଇ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବାର ଗୁରୁତର ଅଭିଯୋଗ ଆସିଛି । କଲେଜର ବର୍ତ୍ତମାନ ବନ୍ଦ ହେବା ପରିସ୍ଥିତି ଆସିଗଲାଣି । ଆଗାମୀ ପିଢିଙ୍କୁ ସତର୍କବାଣୀ ଶୁଣାଇ…
ହଠାତ ଅସୁସ୍ଥ ହୋଇ ଟ୍ରକ ଡ୍ରାଇଭର ମୃତ୍ୟୁ
କଳାହାଣ୍ଡି(ଜଗୁଲାଲ ମାଝୀ) – ଆଜି ମଦନପୁର ରାମପୁର ଚାରିଛକରେ ଅଟକିଥିବା ଗୋଟିଏ ଟ୍ରକ ଡ୍ରାଇଭର ହଠାତ୍ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଛି ସୂଚନା ଅନୁଯାୟୀ ଟ୍ରକ ( OD-07P 9147) ସେ ଟ୍ରକରେ କୋଇଲା ନେଇ ତାଳଚେରରୁ ରାୟଗଡା ଯାଉଥିଲା ।…
ମହଙ୍ଗାମାଡରେ କଲବଲ ଜନତା, କେବେ ଭାଙ୍ଗିବ ସରକାରଙ୍କ ନିଦ …
ଭୁବନେଶ୍ବର -: ପେଟ୍ରୋଲ, ଗ୍ୟାସ୍ ଦାମ୍ ବଢ଼ୁଛି ବୋଲି ହୋହଲ୍ଲା ହେଉଛି। ହେଲେ ଗତ ତିନିରୁ ୪ଦିନ ମଧ୍ୟରେ ଆଳୁ, କଖାରୁରୁ ଆରମ୍ଭ କରି ସାବୁନ୍, ପେଷ୍ଟ, ସର୍ଫ, ବିସ୍କୁଟ ପର୍ଯ୍ୟନ୍ତ ସବୁର ଦାମ୍ ବଢ଼ିଯାଇଛି। ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ…
ରାଜଧାନୀ ରାଜପଥରେ ମଦୁଆ ହାଟ, ଅବକାରୀ ବିଭାଗ ଚୁପ୍ କାହିଁକି ?
ଭୁବନେଶ୍ବର -: ପନିପରିବା, ଫଳମୂଳ, ମାଛ, ମାଂସ ହାଟ ପରି ଏବେ ରାଜଧାନୀରେ ମଦୁଆଙ୍କ ହାଟ ବି ବସୁଛି। ଅନ୍ୟ ସବୁ ହାଟ କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ବସିଥାଏ। କିନ୍ତୁ ମଦୁଆଙ୍କ ହାଟର କିଛି ସମୟସୀମା ନାହିଁ। ସକାଳୁ ରାତି,…
