ରାତିରେ ପଡିଲା ହାତଗଣ୍ଠି, ସକାଳୁ କନ୍ୟାକୁ ଛାଡି ବର ଫେରାର

ଭରତପୁର -: ରାଜସ୍ଥାନର ଭରତପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜୌତୁକ ପାଇଁ ରାତିରେ ବିବାହ କରିଥିବା ୨ ଜଣ କନ୍ୟାଙ୍କୁ ଛାଡ଼ି ବରଯାତ୍ରୀ ନେଇ ଫେରିଗଲେ ୨ ଭାଇ। ୨ କନ୍ୟା ସଂପର୍କୀୟ ଭଉଣୀ ବୋଲି ଜାଣିବାକୁ ମିଳିଛି।…

ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାମରେ ରୁଜୁ ହେବ ମାମଲା, ବନ୍ଧା ହୋଇ ଜେଲ୍ ଜିବେ କି ?

ପୁରୀ -: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ନେଇ ଝଟ୍‌କା ଦେଇଛନ୍ତି ପୁରୀ ଏସଡିଜେଏମ କୋର୍ଟ। ଅଦାଲତ ଏହି ମାମଲାରେ ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପୁରୀ ଓକିଲ ସଂଘ…

ବଡ ଘର ବଡ ଗୁମର…, ଶିକ୍ଷାମନ୍ତ୍ରୀଙ୍କ ବୋହୁ ରଶି ଲଗାଇ କଲେ ଆତ୍ମହତ୍ୟା

ଭୋପାଳ -: କାଲାପିପଲ୍‌ ତହସିଲ୍‌ ଅନ୍ତର୍ଗତ ପୋଞ୍ଚାନେର୍‌ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟା ବେଳେ ମଧ୍ୟପ୍ରଦେଶର ବିଦ୍ୟାଳୟ ଶିକ୍ଷାମନ୍ତ୍ରୀ ଇନ୍ଦର୍‌ ସିଂହ ପରମାରଙ୍କ ବୋହୂ ସବିତା ପରମାର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ସନ୍ଧ୍ୟା ପ୍ରାୟ ୫.୩୦ରେ ଶାଜାପୁର ଗ୍ରାମରେ ଥିବା…

ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଭୟଙ୍କର ରୋଗରେ ପିଡିତ, ମେଡିକାଲରେ ଭର୍ତ୍ତି

ବେଜିଙ୍ଗ୍‌ -: ‘ବ୍ରେନ୍‌ ଆଜିୟୁରିଜମ୍‌’ରେ ଆକ୍ରାନ୍ତ ହେବାରୁ ୨୦୨୧ ‌ଶେଷ ଆଡ଼କୁ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ମସ୍ତିଷ୍କ ମଧ୍ୟରେ ଧମନୀ ଫୁଲି ଡେମ୍ପରୁ କୋଳିଟିଏ ଓହଳିବା ପରି ଦିଶିବାକୁ…

ଟ୍ରଲର ସହ ଧକ୍କା ହେଲା ବରଯାତ୍ରୀ ବସ୍‌; ୨ ମୃତ, ୧୧ ଆହତ

କୋରାପୁଟ -: ଦେଓଘାଟି ନିକଟରେ ଏକ ଟ୍ରଲର ସହ ବସ୍ ମୁହାଁମୁହିଁ ଧକ୍କା ହୋଇ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର…

‘ଅସାନୀ’ ପ୍ରଭାବରେ ସମୁଦ୍ର କୂଳକୁ ଭାସି ଆସିଲା ସୁନା ରଥ

ଶ୍ରିକାକୁଲମ -: ସମୁଦ୍ର କୂଳକୁ ଭାସି ଆସିଲା ସୁନା ରଥ ! ସାମୁଦ୍ରିକ ବାତ୍ୟା ‘ଅସାନୀ’ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଆନ୍ଧ୍ରପ୍ରଦେଶର ଶ୍ରିକାକୁଲମ ଜିଲ୍ଲାର ସନ୍ଥବମାଲି କୂଳକୁ ଏକ ସୁନାର ରଥ ସଦୃଶ  ଡଙ୍ଗା ଭାସି ଆସି ଥିବା…

ମଦ୍ୟପାନରେ ସର୍ବଶ୍ରେଷ୍ଠ ଓଡ଼ିଶା: ଜାତୀୟସ୍ତରରେ ୧୮%, ଓଡ଼ିଶାରେ ୨୯%

ଭୁବନେଶ୍ବର -: ଓଡ଼ିଶାର ଲୋକମାନେ ଅଧିକ ମାତ୍ରାରେ ମଦ ପିଉଛନ୍ତି। ଏପରିକି ମଦ୍ୟପାନରେ ବଡ଼ ରାଜ୍ୟମାନଙ୍କୁ ଓଡ଼ିଶା ପଛରେ ପକାଇ ଦେଇଛି। ଜାତୀୟ ସ୍ତରରେ ୧୮ ପ୍ରତିଶତ ପୁରୁଷ(୧୫ବର୍ଷରୁ ଅଧିକ) ମଦ୍ୟପାନ କରୁଥିବା ବେଳେ ଓଡ଼ିଶାରେ ୨୮.୮ ପ୍ରତିଶତ ପୁରୁଷ ମଦ…

ବଜାରରୁ ଆଳୁ ଗାଏବ, କଳାବଜାରୀଙ୍କ ପାର୍ଦୁଭାବ

ଭୁବନେଶ୍ବର -: ଗତ ପ୍ରାୟ ଏକ ସପ୍ତାହ ହେଲା ବାତ୍ୟା ‘ଅସାନି’ ବାବଦରେ ପାଣିପାଗ ବିଭାଗ ଲୋକଙ୍କୁ ସୂଚନା ଦେଇଆସୁଛି। ଓଡ଼ିଶାକୁ ବାତ୍ୟା ଭୟ ନାହିଁ ବୋଲି ଗଣମାଧ୍ୟମରେ ଘନଘନ ପ୍ରଚାର ବି ହେଉଛି। ଜୋର୍‌ରେ ପବନ ବହିବ ନାହିଁ, କେବଳ…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ, ୪୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା କୋରାପୁଟ ଅବକାରୀ ବିଭାଗ

କୋରାପୁଟ -: କୋରାପୁଟରେ ଫୁଲକୁଣ୍ଡ ଭର୍ତ୍ତି ଟ୍ରକରୁ ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ଟ୍ରକର ଚାଳକକୁ ଅଟକ ରଖାଯାଇଥିବାର ସୂଚନା ମିଳିଛି।ପ୍ରାପ୍ତ ସୂଚନା ଅନୁଯାୟୀ, କୋରାପୁଟ ଡିଆଇଜି କାର୍ଯ୍ୟାଳୟ ନିକଟରେ ଏକ ଫୁଲକୁଣ୍ଡ ଭର୍ତ୍ତି ଟ୍ରକରୁ…

ଅଗ୍ନିଶମଙ୍କ ଦ୍ୱାରା କୂଅରୁ ବାଛୁରୀ ଛୁଆ ଉଦ୍ଧାର

ଧର୍ମଗଡ଼(ଜୁବରାଜ ଅଗ୍ରୱାଲ) -: ମନୁଷ୍ୟ ହେଉ ଅବା ପଶୁ ସମସ୍ତଙ୍କ ବଞ୍ଚିବାରର ଅଧିକାର ଅଛି। ବହୁତ ଦୁଃଖର କଥା ଗତକାଲି ଧର୍ମଗଡ଼ ICDS କାର୍ଯ୍ୟାଳୟ ପଛ ପଟରେ ଗୋଟିଏ କୂଅରେ ୪ଟି ବାଛୁରୀ ପଡ଼ି ଗୋଟିଏ ଶିଶୁ ବାଛୁରୀକୁ ତଲେ ଚାପି…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓