ମାଓ ଅଧୁଷିତ ସୁନାବେଡାରେ ନୂଆପଡା ଜିଲ୍ଲାପାଳ

ନୂଆପଡା -: ନୂଆପଡା ଜିଲ୍ଲା ମାଓ ଅଧୁଷିତ ପାହାଡ଼ ଘେରା ସୁନାବେଡା ଅଭୟାରଣ୍ୟର ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତ ପରିଦର୍ଶନ କଲେ ନୂଆପଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ। ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ…

କଂଗ୍ରେସ ପ୍ରଶାନ୍ତଙ୍କୁ ଚାହୁଁ ନାହିଁ ନା ପ୍ରଶାନ୍ତ କଂଗ୍ରେସକୁ ପସନ୍ଦ କରୁନାହାନ୍ତି ଦେଖନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ -: ରାଜନୀତି କ୍ଷେତ୍ରରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟତ ଅନିଶ୍ଚିତ ମନେହେଉଥିବା ବେଳେ ଆଜି ସକାଳେ ସେ ଏକ ରହସ୍ୟମୟ ଟୁଇଟ୍‌ କରି କହିଛନ୍ତି ଯେ, ବାସ୍ତବ ସମସ୍ୟା ବୁଝିବା ପାଇଁ ସେ ‘ପ୍ରକୃତ ମାଲିକ’ ଜନସାଧାରଣଙ୍କ ନିକଟକୁ…

ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ରଥ ଅନୁକୂଳ କାର୍ଯ୍ୟକ୍ରମ ନିମନ୍ତେ ଠାକୁରରାଜା ଦେଲେ ବିଶ୍ଵକର୍ମାଙ୍କୁ ଆଜ୍ଞାମାଳ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ର ସର୍ବ ପ୍ରାଚୀନ ଐତିହ୍ୟ ଓ ପରମ୍ପରା ସମ୍ପର୍ଣ ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ପବିତ୍ର ଅକ୍ଷୟ ତୃତୀୟାରେ ରଥ ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଯୈାନ ପିପାସୁ ବିଧାୟକଙ୍କ ଗିରଫ ଦାବିରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ଓ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ

ନବରଙ୍ଗପୁର -: ବିଡିଓଙ୍କୁ ଆକ୍ରମଣ କରି ରାଜଧାନୀରୁ ଜଣେ ବିଧାୟକ ଗିରଫ ହେବା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆଉ ଜଣେ ବିଧାୟକ ବିବାଦ ଘେରକୁ ଆସିଛନ୍ତି । ନବରଂଗପୁର ଝରିଗାଁ ବିଧାୟକ ପ୍ରକାଶ ମାଝୀ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି…

ବନ୍ୟଯନ୍ତୁ ଶିକାର ପାଇଁ ଖଞ୍ଜାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ବଳଦର ଜିବନ ଗଲା

ନୂଆପଡା -: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନଦୀଗାଁ ଠାରେ ଏକ ଘରୋଇ ଜମିରେ ବିଦ୍ୟୁତ ଗଞ୍ଜା ହୋଇଥିବା ବେଲବ ଏହି ବିଦ୍ୟୁତ ତାର ସମ୍ପର୍ଶରେ ବଲଦ ଆସି ମୃତ୍ୟୁବରଣ କରିଅଛି। ବିଦ୍ୟୁତ ତାର ଆସିଲା କେଉଁଠୁ, କାହାପାଇଁ ବିଦ୍ୟୁତ…

ପୋଲିସ ମାଡରେ ଯୁବକଙ୍କ ମୃତ୍ୟୁ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା -: ପୁଲିସ ମାଡରେ ଯୁବକଙ୍କ ମୃତ୍ୟୁ ଏଭଳି ଏକ ସଙ୍ଗିନ ଘଟଣା ଘଟିଛି ପାରାଦୀପ୍ ଅଭୟଚାନ୍ଦପୁର ଥାନାରେ l ବାଡ଼େଇ ବାଡ଼େଇ ମାରିଦେଲେ, ଆଉ ପ୍ରମାଣ ନଷ୍ଟ କରିବାକୁ ଯାଇ ରାତି ରାତି ନେଇ ଜଗତସିଂହପୁର ସଦର…

ନିଦ୍ଧାରୀତ ସମୟରେ ସ୍କୁଲ ଆସିଲେନି ଶିକ୍ଷକ, ଛୋଟ ପିଲାମାନେ ଆସି ଗେଟ୍ ବାହାରେ ଜଗିରହିଲେ

କୋକସରା -: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୫ଦିନ ଧରି ସ୍କୁଲ ଛୁଟି ରହିବା ପରେ ସୋମବାର ଠାରୁ ସକାଳୁଆ ସ୍କୁଲ ଖୋଲିଛି । ଏବେ ସକଳା ୬ଟା ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ସରକାରଙ୍କ ନିର୍ଦ୍ଦେଶ ରହିଛି ।…

ପୋଲିସକୁ ଭୟଙ୍କର ମାଡ, ଖାଲରେ ପଡି ଛଟପଟ ହେଲେ ଇନସପେକ୍ଟର

କୋରାପୁଟ -: କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଲମତାପୁଟ ତହସିଲ ହାଟଶୁକୁରେ ପୁଲିସ ଉପରେ ରବିବାରଦିନ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ।ଚିନାମାଟି ଖଣି ଅଂଚଳକୁ…

ଇମ୍ରାନଙ୍କ ପାଇଁ ବଢିଲା ବିପଦ , ପଞ୍ଜାବ ପୋଲିସ ଇମ୍ରାନଙ୍କ ସହ ୧୫୦ଜଣଙ୍କ ନାଁରେ ରୁଜ୍ଜୁ କଲା ମାମଲା

ଇସଲାମାବାଦ -: ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସର୍ବଶେଷ ସୂଚନା ଅନୁଯାୟୀ, ଇମ୍ରାନ ଖାନଙ୍କୁ ଯେକୈାଣସି ସମୟରେ ଗିରଫ କରାଯାଇପାରେ । ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ବିରୋଧରେ ସ୍ଲୋଗାନ ଦେବା ମାମଲାରେ ଇମ୍ରାନ ଖାନଙ୍କ ସମେତ…

ମହିଳା ଅଧିକାରୀ ମଦ ପିଇ ମାତାଲ ହୋଇ ରାସ୍ତାରେ କଲେ ଏଭଳି କାଣ୍ଡ… ଦେଖନ୍ତୁ ଭିଡିଓ

ବହରାଇଚ -: ମଦ୍ୟ ପାନ କରି ରାସ୍ତ‌ାରେ ହଙ୍ଗାମା ମଚାଉଥିବା ଜଣେ ମହିଳା ଅଧିକାରୀ କ୍ୟାମେରାରେ କଏଦ ହେବା ପରେ ଏହା ‌ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳା ଅଧିକାରୀ ଜଣକ ହେଉଛନ୍ତି ଦେବୀପଟନ ମଣ୍ଡଲର ଉପ ଶମ୍ରିକ କମିସନର…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓