ରାଜଧାନୀ ଏବେ ରକ୍ତରଞ୍ଜିତ, ସ୍ତ୍ରୀକୁ ପିଟିପଟି ହତ୍ୟା କଲା ସ୍ୱାମୀ

ଭୁବନେଶ୍ବର -: ପାରିବାରିକ କଳହକୁ ନେଇ ପୁଣି ରାଜଧାନୀରେ ହତ୍ୟାକାଣ୍ଡ। ଟଙ୍କପାଣି ରୋଡରେ ରହୁଥିବା ଜଣେ ଲୋକ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା। ମୃତକ ହେଲେ ଲିଲି ଦାସ। ଅଭିଯୁକ୍ତ ସ୍ବାମୀ ସୌଭାଗ୍ୟ ରଞ୍ଜନ ଦାସଙ୍କୁ ପୁଲିସ ଗିରଫ କରିଛି।…

ବରଗଡରେ ନୂଆ ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାଶ, ଚ୍ୟାଲେଞ୍ଜର ଲମ୍ବା ତାଲିକା …

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ଼ର ନୂଆ ଏସ୍‌ପି ଭାବେ ପରମାର ସ୍ମିତ ପୁରୁଷୋତ୍ତମ ଦାଶ ଯୋଗ ଦେବେ। ଏନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇ ସାରିିଛି। ଏଠାରେ ଅବସ୍ଥାପିତ ଥିବା ଏସ୍‌ପି ରାହୁଲ ଜୈନଙ୍କୁ ଝାରସୁଗୁଡ଼ା ଏସ୍‌ପି ଭାବେ ବଦଳି ହୋଇଛି। ଶ୍ରୀ…

ବାହାଘର ପ୍ରସେସନ ସାରି ଫେରିବା ବେଳେ ଓଲଟିଲା ଗାଡି, ୧ମୃତ ୧୦ କଳାକାର ଆହତ

କଳାହାଣ୍ଡି/ଧର୍ମଗଡ଼ -: ବାହାଘର ପ୍ରସେସନ ସାରି ଫେରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ମା ମେଲୋଡି ବ୍ୟାଣ୍ଡପାର୍ଟି ଗାଡ଼ି ବାଟରେ ଭାରସାମ୍ୟ ହରାଇ ଓଲଟିଲା । ଏହାଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ କଳାକାର ଆହତ ହୋଇଛନ୍ତି…

ଅଳ୍ପକେ ରକ୍ଷାପାଇଲେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି, ଋଷ ଉପରେ ୟୁକ୍ରେନର ଆକ୍ରମଣ ପରେ କଣ ହେଲା ଆସନ୍ତୁ ଜାଣିବା

ନୂଆଦିଲ୍ଲୀ -: ରାଷ୍ଟ୍ରପତି ଓ ତାଙ୍କ ପରିବାରବର୍ଗଙ୍କୁ ଧରିବା ଉଦ୍ଦେଶ୍ୟରେ ରୁଷୀୟ ସୈନିକମାନେ ଆସିଥିଲେ ଏବଂ ଫେବ୍ରୁଆରି ୨୪ ତାରିଖ ଦିନ ଆକ୍ରମଣ ପ୍ରାରମ୍ଭିକ ସମୟରେ ସେମାନେ ତାଙ୍କୁ ଧରି ପକାଇ ଥାଆନ୍ତେ ବୋଲି ଜେଲେନ୍‌ସ୍କିଙ୍କର ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି…

ପୁଣି ଚିନ୍ତା ବଢାଇଲାଣି କରୋନା : ୨୪ ଘଣ୍ଟାରେ ଦେଶରେ ୩,୬୮୮ କୋଭିଡ୍‌-୧୯ ଆକ୍ରାନ୍ତ ; ୫୦ଜଣ ମୃତ

ନୂଆଦିଲ୍ଲୀ -: ଆଜିକୁ ମିଶାଇ କ୍ରମାଗତ ୮ ଦିନ ଧରି ଦେଶରେ ଦୈନିକ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ଅଢ଼େଇ ହଜାରରୁ ଅଧିକ ରହି ଆସୁଥିବା ବେଳେ ୩ଦିନ ହେବ ୩ ହଜାରରୁ ଅଧିକ ରହୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ…

ବାସି ପଖାଳ ହେଲା ବିଷାକ୍ତ, ୨୪ଜଣ ମେଡିକାଲରେ ଭର୍ତ୍ତି

ଭଦ୍ରକ/ତିହିଡ଼ି -: ଭଦ୍ରକ ଜିଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅଧୀନ ଦ୍ୱୀପବାଡ଼ି ଗ୍ରାମରେ ବାସି ପଖାଳ ଖାଇ ୨୪ଜଣ ଅସୁସ୍ଥ ହୋଇ ତିହିଡ଼ି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ପ୍ରକାଶ ଯେ ଗ୍ରାମରେ ରାମନବମୀ ଠାକୁର ଭଷାଣ ପାଇଁ…

କାନ୍ଧରେ ଅଜଗର ସାପ ଧରି ନୃତ୍ୟ କରୁଛନ୍ତି ଯୁବକ ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ -: ସାପ ନାମ ଶୁଣିଲେ ସମସ୍ତଙ୍କ ଲୋମମୂଳ ଟାଙ୍କୁରି ଉଠିଥାଏ । ମନରେ ଏକ ପ୍ରକାର ଭୟ ଖେଳି ଯାଇଥାଏ । ଯଦି ଆମେ ବିଶାଳ ଅଜଗର ସାପ ବିଷୟରେ କହିବା, ତେବେ ଏହା ମଣିଷ ଠାରୁ ଆରମ୍ଭ କରି…

ହେ ବାବୁ, ମୋ ଦେହକୁ ଉପଭୋଗ କର, ହେଲେ ପାଣି ମୁନ୍ଦେ ଦିଅ : ସେକ୍ସ ଫର୍ ୱାଟର !

ନୂଆଦିଲ୍ଲୀ -: କୁହାଯାଏ, ଜଳ ହିଁ ଜୀବନ । ଖାଦ୍ୟ ବିନା ଲୋକଟିଏ ଦିନେ କି ଦୁଇଦିନ ରହିଯିବ, ହେଲେ ପାଣିବିନା ଜିଇବା ଅସମ୍ଭବ । ଏହାର ସୁଯୋଗ ନେଇ ଫାଇଦା ଉଠାଉଛନ୍ତି ପାଣି ଦଲାଲ୍ ବା ‘ୱାଟର ଭେଣ୍ଡର’ ।…

ବିଧାୟକ ଦେଲେ ମାଟ୍ରିକ ପରୀକ୍ଷା

ଫୁଲବାଣୀ -: ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଆଜି ମାଟ୍ରିକ ପରୀକ୍ଷା ଦେଇଥିବା ଜଣାଯାଇଛି । ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଫୁଲବାଣୀ ରୁଜାଙ୍ଗୀ ଉଚ୍ଚବିଦ୍ୟାଳୟରେ ସେ ପରୀକ୍ଷାର୍ଥୀ ଭାବେ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ବିଧାୟକ ଅଙ୍ଗଦ କହଁର…

ଆରମ୍ଭ ହେଲା ମାଟ୍ରିକ ପରିକ୍ଷା, ପରୀକ୍ଷା ସମୟରେ କୋଭିଡ ନିୟମ ପାଳନ କରିବା ସହ ଏହି ସୁବିଧା ସବୁ

ଭୁବନେଶ୍ୱର -: ଆଜିଠୁ ମାଟ୍ରିକ ପରୀକ୍ଷା । ଗ୍ରୀଷ୍ମ ପ୍ରବହକୁ ଦୃଷ୍ଟିରେ ରଖି ପ୍ରଥମ ସିଟିଂରେ ହେବ ସବୁ ପରୀକ୍ଷା ।ଚଳିତ ବର୍ଷ ୫ ଲକ୍ଷ ୮୫ ହଜାର ୭୩୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥିପାଇଁ ୩ ହଜାର ୫୪୦…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓