ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ପରେ କୋଟିଆରେ ବଢିଲା ଆନ୍ଧ୍ରର ଦାଦାଗିରି, ଅପାରଗ ରାଜ୍ୟ ସରକାର !
କୋରାପୁଟ -: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କୋଟିଆ ଗସ୍ତ ପରେ ଆନ୍ଧ୍ର ସରକାରଙ୍କ ମନମାନୀ ବୃଦ୍ଧି ପାଇଛି । ମାନ୍ୟମ ଜିଲ୍ଲା ମାନ୍ୟତା ପାଇବା ଓ ସାଲୁର ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବା ପରେ କୋଟିଆରେ ଆନ୍ଧ୍ରୀ ଅନୁପ୍ରବେଶ…
ପାୱାର ବଣ୍ଟନକାରୀ ସଂସ୍ଥା ଓ ଗ୍ରୀଡକୋର ମହାଷଡଯନ୍ତ୍ର, କୃତିମ ବିଦ୍ୟୁତ ଅଭାବ ଦେଖାଇ ପାୱାରକଟ
ଭୁବନେଶ୍ୱର -: ଗ୍ରୀଷ୍ମ ତାତିରେ ଭାଜି ହେଉଛି ଆଭ୍ୟନ୍ତରୀଣ ଓଡ଼ିଶା । ଉପକୂଳରେ ଗୁଳୁଗୁଳି ଅସ୍ତବ୍ୟସ୍ତ କରିଦେଲାଣି । ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କଲେଣି, ୨୪ ତାରିଖରୁ ତାତି ଆହୁରି ବଢ଼ିବ; ୨୮ ତାରିଖ ବେଳକୁ ରାଜ୍ୟର କିଛି ଅଞ୍ଚଳରେ ତାପମାତ୍ରା…
ଅଟୋ ଓ ଉଠାଦୋକାନିଙ୍କ କବଜାରେ କଲେଜ ଛକ, ଅପାରଗ ସିଏମସି …
କଟକ -: କଲେଜ ଛକରେ ଅଟୋ ପାର୍କିଂ ପାଇଁ ଗୋଟିଏ ବି ସ୍ଥାନ କମିସନରେଟ୍ ପୁଲିସ ପକ୍ଷରୁ ଚିହ୍ନଟ କରାଯାଇନାହିଁ । ପୋଷ୍ଟ୍ ଅଫିସ ନିକଟରେ ଏକକାଳୀନ ୧୫ଟି ଅଟୋ ରହିବା ପାଇଁ ଗୋଟିଏ ଷ୍ଟାଣ୍ଡ କରିବାକୁ ଗଲା ୩ ମାସ…
କେମିତି ଚାଲିବ ଆମ ଶିକ୍ଷା ବ୍ୟବସ୍ଥା, ଯଦି ପ୍ରଧାନ ଶିକ୍ଷକ ଦୋକାନରେ କରିବେ ଖଟି
କଳାହାଣ୍ଡି(ଜଗୁଲାଲ ମାଝୀ) -: କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନ ବାଗପଡ଼ା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପଣ୍ଡା ସକାଳେ ସ୍କୁଲ ପହଞ୍ଚି ହାଜରା ଖାତାରେ ଦସ୍ତଖତ ଦେଇ…
ଭବାନୀପାଟଣା ରିଜର୍ଭ ପଡିଆରେ ଆତ୍ମ ସମର୍ପଣ କରିଥିବା ଦୁଇ ନକ୍ସଲଙ୍କ ବାହାଘର, ଯୋଗଦେଲେ ବରିଷ୍ଠ ପୋଲିସ ଅଧିକାରୀ
କଳାହାଣ୍ଡି(ଜଗୁଲାଲ ମାଝୀ) -: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଆଜି ଦୁଇ ନକ୍ସଲ ଙ୍କ ବାହାଘର । ଦିନ ଥିଲା ବନ୍ଧୁକ ଧରି ନକ୍ସଲଙ୍କ ସହ ସାମିଲ ହୋଇଥିଲେ । ଆଜି ସେହି ହାତରେ ଲାଗିଲା ମେହେନ୍ଦି ଏଭଳି ଘଟଣା ଦେଖିବାକୁ…
ତୋଷାଳି ସିମେଣ୍ଟ କାରଖାନା ଆଗରେ ୭ଦଫା ଦାବିନେଇ ଶ୍ରମିକଙ୍କ ଆନ୍ଦୋଳନ
କୋରାପୁଟ /ପଟ୍ଟାଙ୍ଗି -: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଅମ୍ପାବାଲି ଠାରେ ରହିଥିବା ତୋଷାଳି ସିମେଣ୍ଟ କାରଖାନାର କାର୍ଯ୍ୟରତ ଶ୍ରମିକଙ୍କ ସାତ ଦଫା ଦାବି ନେଇ କାରଖାନା ସମ୍ମୁଖରେ ଆଜକୁ ଚାରିଦିନ ହେଲା ଧାରଣାରେ ବସିଛନ୍ତି । ଶ୍ରମିକ ସଂଘ…
ପୋଲିସ ନ୍ୟାୟ ନଦେବାରୁ ବିଷ ପିଇଲେ ବାପ ଝିଅ, ବାପ ଗୁରୁତର ଝିଅ …
ଭଦ୍ରକ -: ପୁଲିସ ନ୍ୟାୟ ନ ଦେବାରୁ ବିଷ ପିଇଲେ ବାପା-ଝିଅ । ବାପା ଗୁରୁତର ଥିବା ବେଳେ କଟକ ବଡ଼ଡ଼ାକ୍ତଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଝିଅ ସୁସ୍ଥ ଅବସ୍ଥାରେ ଅଛି । ଗୁରୁତର ଜଣକ ହେଲେ ବାଲେଶ୍ୱର ଜିଲ୍ଲା ସୋରୋ…
ଅକାଳରେ ଚାଲିଗଲା ମା ଝିଅଙ୍କ ଜୀବନ, ନୂଆପଡାରେ ଚାଞ୍ଚଲ୍ୟ
ନୂଆପଡ଼ା -: ନୂଆପଡ଼ା ଥାନା କେନ୍ଦୁବେହେରା ଗ୍ରାମରେ ରାତିରେ ବିଷଧର ସାପ କାମୁଡ଼ାରେ ମା ଓ ଝିଅ ମୃତ ହୋଇଥିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ କେନ୍ଦୁବେହେରା ଗ୍ରାମର ନିରାଶା ଶବର (୩୪) ଝିଅ ସବିତା…
