ମ.ରାମପୁରରେ ରାମଲିଳା ଶାନ୍ତିଶୃଙ୍ଖଳାର ସହ ଶେଷ

କଳାହାଣ୍ଡ(ବିରଞ୍ଚି କରୁଆଁ ) -: କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ଚାଲିଥିବା ରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ରାମଳିଲା ନାଟକ ଆଜି ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ମ.ରାମପୁର ତହସିଲଦାର ସୁଶ୍ରୀ ସୁଚରିତ ମୁଗ୍ରୀ ମୁଖ୍ୟ ଅତିଥି ଭାବରେ ନାଟକର ଅନ୍ତିମ…

ସ୍କୁଲବସକୁ ୪୦ହଜାର ଜୋରମାନା, ଇଏ କେମିତିକା ବସ ଜାଣିଲେ ଅଭିଭାବକଙ୍କ ହୋସ ଉଡିଯିବ …

ଭୁବନେଶ୍ୱର -: ଦୁଇଦିନ ହେଲା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ମାନେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗାଡ଼ିଗୁଡ଼ିକୁ ଅଧା ବାଟରେ ଅଟକାଉଛନ୍ତି । ଡ୍ରାଇଭରଙ୍କଠାରୁ ଗାଡ଼ିର କାଗଜପତ୍ର ଯାଞ୍ଚ କରୁଛନ୍ତି । ଯେଉଁ ଗାଡ଼ିଗୁଡ଼ିକର କାଗଜପତ୍ର…

Bhumibarta april 18-24

ଅସହାୟ ବୃଦ୍ଧଙ୍କୁ ସହାୟ ହେଲେ ସମାଜସେବୀ ଯଶୋବନ୍ତ ଓ ରାଜେଶ

କଳାହାଣ୍ଡି(ଜଗୁଲାଲ ମାଝୀ)- ଥଇଥାନ ହେଲେ ଉଦ୍ଧାର ହୋଇଥିବା ଅସହାୟ ବୃଦ୍ଧ । ସୂଚନା ଅନୁସାରେ କିଛିଦିନ ତଳେ ଜଣେ ବୃଦ୍ଧଙ୍କୁ ସମାଜସେବୀ ଯଶୋବନ୍ତ ରଣା ଓ ରାଜେଶ ଗୌଡ଼ କରଳାଗୁଡା ପଞ୍ଚାୟତ ଖଇର୍ମାଲ ଗାଁ ର ପୋଖରୀ ହୁଡ଼ାରୁ ଉଦ୍ଧାର କରି…

ବିବାଦରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ରୋଷେୟାକୁ ମାରିଦେଇ ଟାଙ୍ଗିଦେଲେ !

ଭୁବନେଶ୍ୱର/ଝାରସୁଗୁଡ଼ା -: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ଆତ୍ମହତ୍ୟାକୁ ନେଇ ବିଜେପି ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି । ବିଜେଡି କହିଛି ଯେ, ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀ ଦଳ ଅଭିଯୋଗ ଆଣିଛନ୍ତି । ଏହି…

ଚାରୋଟି ବାଇକ ସହ ବିପୁଳ ଗଞ୍ଜେଇ ଜବତ

କଳାହାଣ୍ଡି(ଜାଗୁଳାଲ ମାଝୀ) -: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ଗ୍ରାମର ବେଙ୍ଗପୂଜା ଛକ ନିକଟରେ ପୁଲିସ୍ ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏଥିସହ ୪ ବାଇକ୍ ମଧ୍ୟ ଜବତ କରିବା ସହ ୩ ଜଣକୁ…

କାହା ଭରସାରେ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡବାସିନୀ ମା ଶାରଳା ?

ଜଗତସିଂହପୁର -: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ଓ ତାଙ୍କ ମନ୍ଦିର ପ୍ରତି ଅବହେଳାର ସୀମା ଟପିଲାଣି । ମନ୍ଦିରର ପାରିପାର୍ଶ୍ୱିକ ଅବସ୍ଥା ସାଂଘାତିକ ଭାବେ ବିଗିଡ଼ିଲାଣି । ଜିଲ୍ଲା ପ୍ରଶାସନ ଏ ଦିଗରେ ମୁଣ୍ଡ ପୂରାଉନାହିଁ । ମନ୍ଦିର…

ଓଲଟିଲା ଗଞ୍ଜେଇ ବୋଝେଇ ପିକଅପ,ଏହି ଅଞ୍ଚଳରେ ଡ୍ରଗ୍ସ ମାଫିଆଙ୍କ ହବ ପାଲଟିଛି

ଭଞ୍ଜନଗର -: ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗ୍ରାମ ନିକଟରେ ଆଜି ସକାଳ ସମୟରେ ଏକ ପିକ୍ ଅପ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ହେବା ପରେ ଏଥିରେ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି…

ପରଲୋକରେ ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ଟି. ରାମା ରାଓ

ଚେନ୍ନାଇ -: ଗତରାତିରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦେଶକ ତଥା ପ୍ରଯୋଜକ ଟି. ରାମା ରାଓଙ୍କର ଚେନ୍ନାଇରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ବୟସାଧିକ୍ୟଜନିତ ଅସୁସ୍ଥତା ଯୋଗୁଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି…

ଆମେରିକାକୁ ବେଖାତିର କରି ସଲମନ ଦ୍ୱୀପପୁଞ୍ଜ ସହ ରାଜିନାମା ସ୍ୱାକ୍ଷର କଲା ଚୀନ୍‌

ବେଜିଙ୍ଗ୍ -: ନିରପତ୍ତା ସହଯୋଗ କ୍ଷେତ୍ରରେ ଚୀନ୍ ଏବଂ ସଲମନ ଦ୍ୱୀପପୁଞ୍ଜ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିବା କଥା ମଙ୍ଗଳବାର ଦିନ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ୍ ୱେନ୍‌ବିନ୍ କହିଛନ୍ତି । ସିନ୍‌ହୁଆ ନିଉଜ୍ ଏଜେନ୍‌ସି ରିପୋର୍ଟ ଅନୁସାରେ, ସାମ୍ବାଦିକ…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓