ମ.ରାମପୁରରେ ପୁଣି ମାଓ ପୋଷ୍ଟର, ଟାର୍ଗେଟରେ ଶ୍ରୀ ଏଜୁକେଶନ ଶିକ୍ଷା ସଂସ୍ଥାନ
କଳାହାଣ୍ଡି(ଜଗୁଲାଲ ମାଝୀ) -: କଳାହାଣ୍ଡି ଜିଲ୍ଲାର ମ.ରାମପୁରରେ ଲାଲବାହିନୀ ସକ୍ରିୟ ହେବାରେ ଲାଗିଛନ୍ତି । ଗତ କିଛିଦିନ ତଳେ ସାମ୍ବାଦିକ ରୋହିତ ବିଶ୍ୱାଳ ଲ୍ୟାଣ୍ଡ ମାଇନ ବିସ୍ପୋରଣର ଶିକାର ହୋଇଥିଲେ । ଅଳ୍ପ ଦିନର ବ୍ୟବଧାନ ପରେ ପୁଣି ମାଓ ପୋଷ୍ଟର…
‘ମୋସ୍କ୍ଭା’ ବୁଡ଼ି ପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ …
ନୂଆଦିଲ୍ଲୀ -: ୟୁକ୍ରେନୀୟ ଯୁଦ୍ଧରେ ନୈାସେନା ପୋତ ‘ମୋସ୍କ୍ଭା’ ବୁଡ଼ି ପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଥିବା କଥା ରାଷ୍ଟ୍ରାୟତ ରୁଷୀୟ ଟେଲିଭିଜନ୍ ଘୋଷଣା କରିଛି । ନିଆଁ ଲାଗିଯିବାରୁ ‘ମୋସ୍କ୍ଭା’ କ୍ଷତିଗ୍ରସ୍ତ ହୋଇଛି ବୋଲି ରୁଷ୍ କହୁଥିଲେ ମଧ୍ୟ ‘ନେପ୍ଚୁନ୍’…
ଦାୟିତ୍ୱହୀନ ବିଏମସି ! ବାୟୋ ମାଇନିଂ ପ୍ରକଳ୍ପ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି
ଭୁବନେଶ୍ୱର -: ନାନା କଳ୍ପନାଜଳ୍ପନା, ବାଦବିବାଦ ପରେ ଜାନୁଆରି ଶେଷ ସୁଦ୍ଧା ଭୁଆସୁଣିରେ ବାୟୋମାଇନିଂ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯୋଜନା ହୋଇଥିଲା । କେବଳ ଯୋଜନା ହୋଇନଥିଲା ବରଂ ଦୁଇଟି ସଂସ୍ଥାଙ୍କ ସହ ଚୁକ୍ତିନାମା କରିଥିଲା ବିଏମ୍ସି । ଉଭୟ ସଂସ୍ଥା…
ନିଜ ଘରୁ ମିଳିଲା ଝୁଲନ୍ତା ମୃତ ଦେହ, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ
ଭଦ୍ରକ -: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତେନ୍ତୁଳିଗାଡିଆ ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି । ନିଜ ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପ୍ରେମ ବ୍ୟାପାର ପାଇଁ ସେହି ଯୁବକଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ…
ଶିଦ୍ଧମହାବିରଙ୍କ ପିଠରେ ମହାଶାନ୍ତି ଯଜ୍ଞ ୩ଦିନ ବ୍ୟାପି ଅନୁଷ୍ଠିତ
କଣ୍ଟାପଡା – କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ଡିମିରି ପଞ୍ଚାୟତର କୁସୁନପୁର ଗାଁରେ ଶିଦ୍ଧମହାବିରଙ୍କ ପିଠରେ ମହାଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମନ୍ଦିର ପରିଶରରେ ଅଙ୍କୁରାରୋପଣ ପରେ ୬୦ ଜଣ ମହିଳା ପୁରୁଷ କୁସୁନୁପୁର କନ୍ଦଳ ନଦୀ…
ଜଳଖିଆ ଦେବାକୁ ଡେରି କରିବାରୁ ବୋହୁକୁ ଗୁଳି କରି ହତ୍ୟା କଲା ଶ୍ୱଶୁର
ମୁମ୍ବାଇ: ଜଳଖିଆ ଦେବାରେ ବିଳମ୍ବ ଯୋଗୁଁ ବୋହୂକୁ ଗୁଳିମାରିଲେ ଶ୍ୱଶୁର । ମହାରାଷ୍ଟ୍ରରେ ଏଭଳି ଏକ ସଂଗୀନ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି ତାଙ୍କ ବୋହୂକୁ ଗୁଳି କରି ହତ୍ୟା କରିଥିଲେ । ଗୁଳି ମାରିବା ପରେ…
ଇସ୍ତଫା ଦେଲେ ପିଓକେର ପ୍ରଧାନମନ୍ତ୍ରୀ …
ଲାହୋର -: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଇସ୍ତଫା ଦେବା ପରେ ଏବେ ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେର ପ୍ରଧାନମନ୍ତ୍ରୀ ସର୍ଦ୍ଦାର ଅବଦୁଲ କାୟୁମ ନିଆଜୀ ଇସ୍ତଫା ଦେଇଛନ୍ତି । ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳରେ ତାଙ୍କ ବିରୁଦ୍ଧରେ…
ରାଜନୈତିକ ଶତ୍ରୁତା ନେଲା ଉଗ୍ରରୁପ, ଚାଲିଗଲା ଜଣଙ୍କ ଜୀବନ
ଅନୁଗୁଳ /ଛେଣ୍ଡିପଦା -: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନା ଦୁର୍ଗାପୁର ଗ୍ରାମରେ ରାଜନୈତିକ ଶତ୍ରୁତାରୁ ଜଣେ ଶୋଇଥିବା ଯୁବକଙ୍କୁ ଅତି ନୃଶଂସ ଭାବେ ପଡୋଶୀ ଯୁବକ ଟାଙ୍ଗିଆରେ ହାଣି ହତ୍ୟା କରିଛି । ରକ୍ତରଞ୍ଜିତ ଗାଁ ଦାଣ୍ଡ ପିଣ୍ଡିକୁ…
ଫାଟିଲା ମେଡିକାଲର ପାଇଖାନା ପାଇପ୍ , ଦୁର୍ଗନ୍ଧମୟ ପରିବେଶରେ ରୋଗୀ ହଟହଟା
କଳାହାଣ୍ଡି(ଜଗୁଲାଲ ମାଝୀ) – କଳାହାଣ୍ଡି ଜିଲ୍ଲା ଭବାନିପାଟଣାରେ ଥିବା ମୁଖ୍ୟ ଚିକିତ୍ସାଳୟରେ ଆଜି ସକାଳୁ ପୁରୁଷ ୱାର୍ଡରେ ପାଇଖାନା ପାଇପ୍ ଫାଟିଯିବା ଫଳରେ ରୋଗୀ ଓ ରୋଗୀଙ୍କ ସଂମ୍ପର୍କିୟ ମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ପ୍ରକାଶ ଯେ…
