ବଡ଼ ଦୁର୍ନୀତି , ଦଲାଲ କବଜାରେ କନ୍ଧମାଳରେ ଶିକ୍ଷା ବିଭାଗ !

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – ଦୀର୍ଘ ବର୍ଷର ବ୍ୟବଧାନ ପରେ କନ୍ଧମାଳ ଜିଲ୍ଲାରେ ୨୦୨୩ ମସିହାରେ ଜୁନ୍ ରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଦୋନ୍ନତି ହୋଇଥିଲା।ଏହାକୁ ସୁବର୍ଣ୍ଣ ସୁଯୋଗ ଭାବି ଡିଇଓ ପ୍ରମୋଦ କୁମାର ଷଡଙ୍ଗୀ, ଶିକ୍ଷକ ନେତା ବୋଲାଉ…

ପାଣ କୂଳ ସମାଜ ଗୋଛାପଡା ଶାଖା ନୂତନ କର୍ମକର୍ତ୍ତା ନିର୍ବାଚିତ

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ପାଣ କୂଳ ସମାଜ କଲ୍ୟାଣ କମିଟି ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ କେଶବ ଦିଗାଲ ଙ୍କ ଅଧ୍ୟକ୍ଷତା ରେ ଫିରିଙ୍ଗିଆ ବ୍ଲକ ଗୋଛାପଡା ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚିତ କରାଯାଇଅଛି। ଉକ୍ତ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟକ୍ରମ ରେ…

ଲିଡ୍‌ସରୁ ଲିଡ୍‌ ନେଲା ଇଂଲଣ୍ଡ: ପରାଜୟରୁ ଗିଲ୍ ଯୁଗ ଆରମ୍ଭ, ଇଂଲଣ୍ଡ ୫ ୱିକେଟ୍‌ରେ ଜିତିଲା

ନୂଆଦିଲ୍ଲୀ/ ଲିଡ୍‌ସ -: ଲିଡ୍‌ସ ଲଢ଼େଇ ଜିତିବାକୁ ୫ ଶତକ, ଗୋଟିଏ ପାଞ୍ଚ ୱିକେଟ୍ ସଫଳତା ପର୍ଯ୍ୟାପ୍ତ ହୋଇନି। ଦୁର୍ବଳ ଫିଲ୍‌ଡିଂ, ଠିକଣା ସମୟରେ କ୍ୟାଚ୍ ହାତଛଡ଼ା କରିବାର ଦୁର୍ବଳତା ଏବଂ ଅପ୍ରତ୍ୟାଶିତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାର ଦୁର୍ଦ୍ଦଶା ସହ…

ସୁନାପୁଅ ଶୁଭାଂଶୁ ପାଇଁ ଭାରତ ଗର୍ବିତ, ଖୁସିରେ ଆତ୍ମହରା ବାପାମାଆ

ନୂଆଦିଲ୍ଲୀ: ଭାରତ ପାଇଁ ଆଜି ଗର୍ବ ଓ ଗୌରବର ଦିନ । ଆଉ କିଛି ସମୟ ପରେ ମହାକାଶ ଅଭିଯାନ କ୍ଷେତ୍ରରେ ଭାରତର ନାଁକୁ ସ୍ବର୍ଣ୍ଣାକ୍ଷରେ ଲେଖିବେ ଭାରତର ସୁନାପୁଅ ଶୁଭାଂଶୁ । କାରଣ ଆଜି ମହାକାଶ ଯିବେ ଭାରତୀୟ ମହାକାଶଚାରୀ…

ଶୁଭାଂଶୁଙ୍କ ସମ୍ପର୍କରେ ସାତ କଥା: ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ଶୁକ୍ଳା ସାଜିବେ ଭାରତର ୨ୟ ମହାକାଶଚାରୀ..

ନୂଆଦିଲ୍ଲୀ -: ଆଜି ଭାରତ ପାଇଁ ଐତିହାସିକ ଦିନ । ଅପେକ୍ଷା ସରିବ, ଉଡାଣ ଭରିବ । ଆରମ୍ଭ ହୋଇଯାଇଛି ସେହି ମୁହୂର୍ତ୍ତ ପାଇଁ କାଉଣ୍ଟଡାଉନ । ଘଣ୍ଟାକଣ୍ଟାର ଟିକଟିକ ଶବ୍ଦରେ ଠିକ୍ ମଧ୍ୟାହ୍ନ ୧୨ଟା ୧  ବାଜିବ ମହାକାଶ ଅଭିମୁଖେ…

କାର୍- ଟିପ୍ପର୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦାଦାଙ୍କ ଜୀବନ, ପୁତୁରା ଗୁରୁତର

ବାଲେଶ୍ବର -: ବାଲେଶ୍ବର ନୀଳଗିରି ଥାନା ଅଧୀନ ବାଲିଗୋହିରୀ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ଏଠାରେ କାର ସହ ମୁହାଁମୁହିଁ ଧକ୍କା ଦେଲା ଟିପ୍ପର।ଜଣେ ମୃତ ଜଣେ ଗୁରୁତର। ଚାଲିଗଲା ଦାଦାଙ୍କ ଜୀବନ ପୁତୁରା ଗୁରୁତର। ବାହାଘରକୁ ରହିଥିଲା ଦୁଇଦିନ…

ବିଜେପି-ବିଜେଡି ମୁହାଁମୁହିଁ: ଆଠଗଡ଼ ବ୍ଲକ୍‌ ଅଫିସ ପାଲଟିଲା ରଣକ୍ଷେତ୍ର

ଆଠଗଡ -: ଆଠଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖ ଆଜି ରଣକ୍ଷେତ୍ର ପାଲଟିଛି। ବିଜେପି, ବିଜେଡି କର୍ମୀ ପରସ୍ପରକୁ ଢେଲାପଥର ମାଡ଼ କରିଛନ୍ତି। ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ନାରାବାଜି, ଠେଲାପେଲାକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଉଭୟପକ୍ଷଙ୍କୁ ଶାନ୍ତ…

ପ୍ରଧାନମନ୍ତ୍ରୀ ଆବାସ ଗୃହ, ରାସନ୍ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା କାହାପାଇଁ :ସତରେ ଏଠି ସରକାର ଯୋଜନା ସାତ ସପନ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମର ଲବ ଦିଗାଲ ବୟସ ୬୬ ହେଇଥିଲେ ସତ୍ତ୍ୱେ ମ୍ୟୈଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ଦୀର୍ଘ ବର୍ଷ ଧରି ଏହି ଝାଟିମାଟି ଭଙ୍ଗା ଦଦରା କୁଡ଼ିଆରେ ରହି ଆସୁଛନ୍ତି।ଖରା ଦିନେ…

ଫୁଲବାଣୀରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଆଜି ସାରା ଦେଶରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉବା ବେଳେ କନ୍ଧମାଳ ଜିଲ୍ଲାର ଫୁଲବାଣୀ କରେନେସନ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଉକ୍ତ ଦିବସରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଦ୍ୟାଳୟ ଗଣଶିକ୍ଷା ଓ…

ପୁଣି ଖୋଲିଲା ନବ ଦାସ ହ-ତ୍ୟା ଡାଏରୀ ଚାଲିଛି IT ରେଡ, ବନ୍ଧା ହେବେ ବିଶାଲ ଓ ଦିପାଲି !

ଝାରସୁଗୁଡ଼ା -: ପୁଣି ଖୋଲିଲା ପୂର୍ବତନମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ତଦନ୍ତ ଡାଏରୀ। ପୂର୍ବରୁ ଭିଜିଲାନ୍ସ ଟିମ ନବଙ୍କ ପରିବାର ସଦସ୍ୟଙ୍କୁ ଡକାଇ, ଏହି ବହୁ ଚର୍ଚ୍ଚିତ ହତ୍ୟା ଘଟଣାରେ ଗୁଡେଇ ତୁଡେଇ ପ୍ରଶ୍ନ କରିଥିବା ବେଳେ, ଏବେ ଆୟକର…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓