ଚିଲିକା ଯିବେ ବିଧାନସଭାର ସମସ୍ତ ବିଧାୟକ ଓ ବାଚସ୍ପତି

ଭୁବନେଶ୍ୱର -: ବିଧାନସଭାର ବାଚସ୍ପତି ଓ ରାଜ୍ୟର ସମସ୍ତ ବିଧାୟକ ଚିଲିକା ବୁଲିବେ ବୋଲି ଜଣାଯାଇଛି । ସେଠାରେ କାଳିଜାଇ ମା’ଙ୍କୁ ଦର୍ଶନ କରିବା ପରେ ନୌସେନା ଦ୍ୱାରା ଚିଲିକାରେ ସ୍ୱତନ୍ତ୍ର ହେବାକୁ ଯାଉଥିବା ସମରାଭ୍ୟାସକୁ ଦେଖିବେ । ଏହାପରେ ସନ୍ଧ୍ୟାରେ…

ପଦାରେ ପଡିଲା କମିଶନରେଟ ପୋଲିସର ପାରିବା ପଣିଆ, କଟୁରି ଗ୍ୟାଙ୍ଗ ମୁଖିଆ ରାଜେଶ ଗଲା କୁଆଡେ

ଭୁବନେଶ୍ୱର -: ଗତ କିଛି ଦିନ ହେଲା ରାଜଧାନୀରେ ଲୁଟ୍‌ପାଟ୍ କରି ଆତଙ୍କ ଖେଳାଇ ଚାଲିଥିବା କଟୁରି ଗ୍ୟାଙ୍ଗ୍ ମୁଖିଆ କୁଖ୍ୟାତ୍ ରାଜେଶ ମହାପାତ୍ର ଆଜି ଅଳ୍ପକେ ପୁଲିସ ପଞ୍ଝାରୁ ଖସିଯାଇଛି । ରାଜେଶକୁ ଧରିବା ପାଇଁ କମିସନେରଟ୍ ପୁଲିସ କରିଥିବା…

ଏ.ଆର.ଏସ.ଏସ ପଛରେ କିଏ ? ବେଆଇନ କାର୍ଯ୍ୟକରୁଛି କାର୍ଯ୍ୟାନୁଷ୍ଠାନ ନାହିଁ …

କେନ୍ଦୁଝର/ଆନନ୍ଦପୁର -: ପାଣିକୋଇଲି-ରିମୁଳି ୨୦ ନମ୍ବର ଜାତୀୟ ରାଜପଥର ଅସଂପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାପାଇଁ ଠିକାସଂସ୍ଥା ଏଆର.ଏସ୍‌.ଏସ୍ ଟେଣ୍ଡର ନେଇଛି । ରାସ୍ତା ନିର୍ମାଣ ବେଳେ ବିଭିନ୍ନ ସ୍ଥାନରୁ ମନଇଚ୍ଛା ମାଟି ଉଠାଇ ନେଉଛି । ଏପରିକି କେନ୍ଦୁଝର ଜିଲ୍ଲାର ସଂରକ୍ଷିତ…

ଯିଏ ମୋର ଗୋଡ଼ କାଟିବାକୁ ଚେଷ୍ଟା କରିବ ମୁଁ ମୁଣ୍ଡ କାଟିବାକୁ ପଛାଇବି ନାହିଁ

କଳାହାଣ୍ଡ(ଜଗୁଲାଲ ମାଝୀ) -:  ଆଗରୁ ରାଜ୍ୟ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହୋଇଥିଲା । କିଛିଦିନ ତଳେ ସମାନ ଧରଣର ମନ୍ତବ୍ୟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସାଂସଦ ବସନ୍ତ…

ଇଣ୍ଡିଆ ବୁକସ ରେକର୍ଡରେ ରାମପୁରର ତିନି ବର୍ଷର କୁନିଝିଅ ଦେବାନ୍ସି (video)

କଳାହାଣ୍ଡ(ଜଗୁଲାଲ ମାଝୀ) -: କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ରାମପୁର ପୋଲିସ ପଡାର ତିନିବର୍ଷର କୁନି ଝିଅର କମାଲ । ସେ ଇଣ୍ଡିଆ ବୁକସ ରେକର୍ଡ କରି ରାମପୁର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ପିତା ବିକାଶରଞ୍ଜନ…

ନୂଆ ଗେଟ୍‌ଅପରେ ରାନୁ ମଣ୍ଡଳ, ବଧୁବେଶରେ କଚାବାଦାମ… ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ -: ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଳଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଯେଉଁଥିରେ ସେ ବଧୂ ବେଶରେ ସଜେଇ ହୋଇଥିବା ନଜର ଆସିଛନ୍ତି । ଫେସବୁକ ଏବଂ ୟୁଟ୍ୟୁବରେ ଭାଇରାଲ ହେଉଥିବା ଏକ ଭିଡିଓରେ ରାନୁ…

ବୋହୁ କରୁଥିଲା ରାସଲିଳା , ଶ୍ୱଶୁର ଦେଖିଦେବାରୁ ଶାବଳ ଭୁଷି ମାରିଦେଲା

ବାଲେଶ୍ୱର -: ବାଲେଶ୍ୱର ଜିଲ୍ଲାର ରେମୁଣା ଥାନା ଅନ୍ତର୍ଗତ ବଡ଼ପାଳ ପଞ୍ଚାୟତ କାକବାରାଇ ଗ୍ରାମରେ ଜଣେ ବୃଦ୍ଧଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବାର ଖବର ମିଳିଛି । ବୃଦ୍ଧଙ୍କ ମୁଣ୍ଡକୁ ଶାବଳରେ ଭୁଷି ହତ୍ୟା କରାଯାଇଥିବା ଜଣାଯାଇଛି । ବୃଦ୍ଧ ଜଣକ…

ସଂପିଆରେ ବୁଢାରଜା କ୍ରିକେଟ କପ ଉଦଯାପିତ

ପଦ୍ମପୁର -: ରାଜବୋଡାସମ୍ବର ବ୍ଳକ ଅଧିନସ୍ଥ କଂସର ପଂଚାୟତ ରେ ଯାଉଥିବା ସଂପିଆ ଗ୍ରାମରେ ପ୍ରଥମ କରି ଆରମ୍ଭ ହୋଇଥିବା ବୁଢାରଜା କ୍ରିକେଟ୍ କପ୍ ଉଦଯାପିତ ହୋଇଯାଇଛି । ସାରଙ୍ଗପୁର ଏବଂ ସର୍ଗିବାହଲ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ରେ ସାରଙ୍ଗପୁର ଦଳ…

ଅଏଲ ଇଣ୍ଡିଆରୁ ୫୭କୋଟି ଟଙ୍କାର ଦାଦାବଟି !

ନୂଆଦିଲ୍ଲୀ -: ଦେଶର ପ୍ରମୁଖ ତୈଳ କମ୍ପାନି ଅଏଲ ଇଣ୍ଡିଆ ସାଇବର ଆକ୍ରମଣର ଶିକାର ହେବା ପରେ ଆସାମରେ ଏହାର ଉତ୍ପାଦନ ବ୍ୟାହତ ହୋଇଛି । ଏ ପରିସ୍ଥିତିରେ ସାଇବର ଆକ୍ରମଣର ଶିକାର ହୋଇଥିବା ଅଏଲ ଇଣ୍ଡିଆ ଠାରୁ ସାଇବର ଆକ୍ରମଣକାରୀମାନେ…

ଦୁଷ୍କର୍ମ ପାଇଁ ଧମକ ଦେଇ ଗିରଫ ହେଲେ ମହନ୍ତ ବଜରଙ୍ଗ ମୁନି ଦାସ

ଲକ୍ଷ୍ନୌ -: ‘ଦୁଷ୍କର୍ମ ପାଇଁ ଧମକ’ ଦେଇଥିବା ଉତ୍ତରପ୍ରଦେଶର ବିବାଦୀୟ ଧର୍ମଗୁରୁ ମହନ୍ତ ବଜରଙ୍ଗ ମୁନି ଦାସ ହେଲେ ଗିରଫ । ଗତ ଶନିବାର ତାଙ୍କ ବିରୋଧରେ ଦୁଷ୍କର୍ମ ପାଇଁ ଧମକ ଦେଇଥିବା ନେଇ ମାମଲା ରୁଜୁ କରାଯାଇଥିଲା । ଏହି…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓