Bеt аt hоmе-а Bаxış Bеt аt Hоmе tətbiqini yükləyi

Bеt аt hоmе-а Bаxış Bеt аt Hоmе tətbiqini yükləyin Aviator oyna və qazan Rəsmi sayti Aviator Azerbaycan Content Download Mostbet For Ios In 3 Simple Actions Kapital Bank Bir kart…

ମୋବାଇଲ ପାଇଁ ବନ୍ଧୁ ହତ୍ୟା କଲା ବନ୍ଧୁଙ୍କୁ

ରାଇଘର -: ସାମାନ୍ୟ ମୋବାଇଲକୁ ନେଇ ବଚଶା ହେବା ପରେ ଜଣେ ଅନ୍ୟ ଜଣକୁ ଇଟା ଖଣ୍ଡ ସାହାଯ୍ୟରେ ମୁଣ୍ଡରେ ପିଟି ହତ୍ୟା କରିଥିବା ଭଳି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ପାରୁଆ…

ଗାଇ ପଶି ଆସିଲା ବସ ଓଲଟିଗଲା, ୧୦ଯାତ୍ରୀ ଗୁରୁତର

ଭଦ୍ରକ -: ଓଲଟିଲା ଯାତ୍ରୀବାହୀ ବସ୍ । ଭଦ୍ରକ ଧାମନଗରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବସଟି ସାମ୍‌ନାକୁ ହଠାତ୍ ଏକ ଗାଈ ଚାଲି ଆସିବାରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୧୦ ଜଣ…

ମହାନଦୀରେ ବୁଡିଗଲେ ୩, ଜଣେ ଉଦ୍ଧାର ୨ନିଖୋଜ

କଟକ -: ଆଜି ଅପରାହ୍ନରେ ମହାନଦୀରେ ଘଟିଛି ବଡ ଅଘଟଣ । ଗାଧୋଇବାକୁ ଯାଇଥିବା ୩ ଜଣ ଯୁବକ ମହାନଦୀରେ ବୁଡ଼ିଯାଇଛନ୍ତି । ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ଅନ୍ୟ ୨ ଜଣ ନିଖୋଜ…

ପାକିସ୍ଥାନରେ ନୂଆ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଲେ ଶାହ, ଶରିଫକୁ ଦେବେ ଟକର

ଇସଲାମାବାଦ -: ପାକିସ୍ତାନରେ ଇମ୍ରାନ୍ ସରକାରର ପତନ ଘଟିଛି । ଅନାସ୍ଥା ଭୋଟ୍‌ରେ ଇମ୍ରାନ୍ ଖାନ୍ ପରାଜୟ ବରଣ କରିବା ସହିତ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି । ଅନାସ୍ଥା ଭୋଟ୍‌ରେ ବହିଷ୍କୃତ ହେବାରେ ଇମ୍ରାନ ହେଉଛନ୍ତି ପାକିସ୍ତାନର ପ୍ରଥମ…

ଆଜି ବି ଆମେ ଝୁରୁଛେ ରାମ ରାଜ୍ୟକୁ, ଆଜି ରାମନବମୀ

ଆଜି ପବିତ୍ର ଚୈତ୍ର ଶୁକ୍ଳ ନବମୀ ତିଥୀ । ଏହି ଦିନ ସମଗ୍ର ମାନବଜାତି ପାଇଁ ଏକ ଅତି ମହତ୍ୱପୂର୍ଣ୍ଣ ଦିନ । ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଧରାବତରଣ ସହିତ ଧରଣୀମାତା ଧନ୍ୟ ହୋଇଥିଲା ଆଜିର ତିଥିରେ । ଏ ଘଟଣାତ କେଉଁ…

ଶେଷରେ ପତନ ହେଲା ଇମ୍ରାନ ଖାଁଙ୍କ ସରକାର, ପାକିସ୍ଥାନରେ ସେନା ମୁତୟନ …

ନୂଆଦିଲ୍ଲୀ -: ପାକିସ୍ତାନରେ ଇମ୍ରାନ୍ ସରକାରର ପତନ ଘଟିଛି । ଅନାସ୍ଥା ଭୋଟ୍‌ରେ ଇମ୍ରାନ୍ ଖାନ୍ ପରାଜୟ ବରଣ କରିବା ସହିତ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି । ଅନାସ୍ଥା ଭୋଟ୍‌ରେ ବହିଷ୍କୃତ ହେବାରେ ଇମ୍ରାନ ହେଉଛନ୍ତି ପାକିସ୍ତାନର ପ୍ରଥମ…

ସବୁ ମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ, ନବୀନଙ୍କ ୫ମ ପାଳିକୁ ୩ବର୍ଷ …

ଭୁବନେଶ୍ୱର -: ମେ’ ୨୯ରେ ନବୀନଙ୍କ ୫ମ ପାଳିକୁ ୩ବର୍ଷ ପୂରିବ । ଅନେକ ମନ୍ତ୍ରୀ ବିବାଦ ଘେରକୁ ଆସିଥିଲେ ମଧ୍ୟ ସେମାନଙ୍କର ପଦବି ଆଜି ପର୍ଯ୍ୟନ୍ତ ସୁରକ୍ଷିତ ରହିଛି । ପୂର୍ବରୁ ଦୁଇ ତିନି ବର୍ଷରେ ନବୀନ ମନ୍ତ୍ରିମଣ୍ଡଳ ଅଦଳବଦଳ…

ତାଣ୍ଡବ ରଚିବ କାଳବୈଶାଖି ! ୮ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ପ୍ରଭାତ କୁମାର ମଲ୍ଲିକ) -: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୧୦ ତାରିଖ ରବିବାର ଅପରାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଗୋଟିଏ କିମ୍ବା…

ଆଦିବାସୀ ଉନ୍ନୟନ ସଂସ୍ଥାରେ ମହାଦୁର୍ନୀତି, ସୁଚନା ଅଧିକାରକର୍ମୀଙ୍କ ପ୍ରଶ୍ନବାଣରେ ମନ୍ତ୍ରୀ …

ସୁନ୍ଦରଗଡ଼ -: ବିଗତ ଦିନରେ ସୁନ୍ଦରଗଡ଼ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ମହାଦୁର୍ନୀତି ଚର୍ଚ୍ଚାର ବିଷୟ ହୋଇଥିଲା । ଆଦିବାସୀଙ୍କ ପାଇଁ ଆସିଥିବା ଉନ୍ନୟନମୂଳକ କାର୍ଯ୍ୟରେ ମିଥ୍ୟା ବିଲ୍ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି । ଘଟଣାର ପ୍ରାଶାସନିକ…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓