ଡିଜିପି ଡିସ୍କ ଆୱାର୍ଡ ପାଇଁ ଯାଇଥିଲେ ଏସ.ଆଇ କିଶୋର, ପୁରସ୍କାର ଗ୍ରହଣ କରିବା

ରାୟଗଡ଼ା -: ଆଉ କିଛି ସମୟ ପରେ ପାଇଥାନ୍ତେ ଡିଜିପି ଡିସ୍କ ଆୱାର୍ଡ । ପୁରସ୍କୃତ କରିଥାନ୍ତେ ରାଜ୍ୟ ପୁଲିସ ମହାନିର୍ଦେଶକ ସୁନୀଲ ବଂଶଲ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ପୁରସ୍କାର କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ…

ଭାରତର ପ୍ରଚେଷ୍ଟା ହିଁ ଯୁଦ୍ଧକୁ ବନ୍ଦ କରିପାରିବ -ରୁଷ୍‌

ନୂଆଦିଲ୍ଲୀ -: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ଅତିକ୍ରମ କରିଯାଇଛି । ଏହା ସତ୍ତ୍ୱେ ଯୁଦ୍ଧ ଦିନକୁ ଦିନକୁ ଦିନ ଅଧିକ ଭୀଷଣ ହେଉଛି । ଏବେ ୟୁକ୍ରେନ ମଧ୍ୟ…

ସାବଧାନ ରୋଡ ରୋମିଓ, ଆକ୍ଟିଭ ମୁଡରେ ଆଣ୍ଟି ରୋମିଓ ସ୍କ୍ୱାର୍ଡ

ସାବଧାନ ହୋଇଯାଆନ୍ତୁ ରୋଡ଼ ରୋମିଓ । ରାସ୍ତାରେ ଯାଉଥିବା ଯୁବତୀ ବା କଲେଜ ପଢୁଆ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କଲେ ହୋଇପାରେ କଡା ଆକ୍ସନ । କାରଣ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଆଣ୍ଟି ରୋମିଓ ସ୍କ୍ୱାର୍ଡକୁ ସକ୍ରିୟ କରିବାକୁ…

ବଳାତ୍କାରରୁ ବଞ୍ଚିବା ପାଇଁ ହଷ୍ଟେଲ ଛାତରୁ ଡେଇଁଲେ ଦଶମ ଶ୍ରେଣୀ ଛାତ୍ରୀ

ଲେଫ୍ରିପଡା/ସୁନ୍ଦରଗଡ଼ -: ଆଜି ପବିତ୍ର ଉତ୍କଳ ଦିବସରେ ମନ୍ଦିର ରୂପକ ଶିକ୍ଷାନୁଷ୍ଠାନରେ ଅଭାବନୀୟ ଘଟଣା ଘଟିଛି । ଜଣେ ଯୌନପିପାସୁ ପ୍ରଧାନଶିକ୍ଷକଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଦଶମ ଶ୍ରେଣୀ ଛାତ୍ରୀ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଭଳି ଏକ ସମ୍ବେଦନଶୀଳ…

ରକ୍ତଦାନ ଶିବିର ଅନୁଷ୍ଠିତ, ୪୧ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼(ନିରଞ୍ଜନ ତ୍ରିପାଠୀ )- : ଓଡ଼ିଶା ମୋ ପରିବାର, ଜୀବନ ବିନ୍ଦୁ ଆନୁକୁଲ୍ୟରେ ବିଜୁ ଯୁବ ଜନତାଦଳ ତରଫରୁ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଲ ବ୍ଲକ ଅନ୍ତର୍ଗତ ଜାମସେଠ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ମୁଖ୍ୟ…

ଓଡିଶା ଆଦର୍ଶ ବିଦ୍ଯାଳୟ ଫ୍ରେଜରପୁର ପାଇକମାଲରେ ଉତ୍କଳ ଦିବସ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଆଜି ବରଗଡ ଜିଲ୍ଲା ସ୍ଥିତ ଓଡିଶା ଆଦର୍ଶ ବିଦ୍ଯାଳୟ ଫ୍ରେଜରପୁର ପାଇକମାଲ ଠାରେ ପବିତ୍ର ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଅବସରରେ ବିଦ୍ଯାଳୟର ଅଧ୍ଯକ୍ଷା ସୁଶ୍ରୀ ଦୀପ୍ତିମୟୀ ମହାରଣା ,ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା…

ଆପଣଙ୍କ ଓଜନ ହ୍ରାସ କରନ୍ତୁ ଚୁଟକିରେ, ଘରୋଇ ଖାଦ୍ୟ ପ୍ରସ୍ତୁତିରେ…

ଅଣ୍ଡା ଆମ ଶରୀର ପାଇଁ ଖୁବ୍ ଉପକାରୀ । ଅଣ୍ଡାକୁ ପ୍ରୋଟିନ୍‌ର ରାଜା ବୋଲି ମଧ୍ୟ କୁହାଯାଏ । ମିନେରାଲ୍‌, ଭିଟାମିନ୍ ଓ ପ୍ରୋଟିନ୍‌ରେ ଭରପୂର ଏହି ଅଣ୍ଡାକୁ ଓଜନ ହ୍ରାସ ଡାଏଟ୍‌ରେ ମଧ୍ୟ ସାମିଲ୍ କରିପାରିବେ । ତେବେ ଖାଲି…

ଯୁଗାରମ୍ଭ ମାସ ଚୈତ୍ର, ଏହି ମାସରେ ଭଗବାନ ମତ୍ସ୍ୟ ଅବତାର ହୋଇଥିଲେ

ବୈଦିକ ସିଦ୍ଧାନ୍ତ ଅନୁଯାୟୀ ଚୈତ୍ର ମାସକୁ ବର୍ଷ ଆରମ୍ଭର ପ୍ରଥମ ମାସର ମର୍ଯ୍ୟାଦା ପ୍ରଦାନ କରାଯାଇଥାଏ । ‘ମହାକାଳ ସିଦ୍ଧାନ୍ତ’ ଓ ‘ଚତୁର୍ବର୍ଗ ଚିନ୍ତାମଣି’ ଆଦି ଗ୍ରନ୍ଥର ଉଲ୍ଲେଖ ଅନୁଯାୟୀ, ପ୍ରଜାପତି ବ୍ରହ୍ମା ଚୈତ୍ର ଶୁକ୍ଳପକ୍ଷର ପ୍ରଥମ ଦିନରେ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର…

ଯୋଗାଣ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ଜିଲ୍ଲାରେ ୨୭ହଜାର ଚାଷୀ ଧାନ ଦେବାରେ ବିଫଳ, ‘ଖୁସି’ ଫୁଟାଇପାରିଲା ନାହିଁ ଚାଷୀଙ୍କ ମୁହଁରେ ହସ

କଟକ -: ନାଁ କୁ ଯୋଗାଣ ମନ୍ତ୍ରୀ କିନ୍ତୁ କଥା ଓ କାମ ଭିତରେ ଆକାଶ ପାତାଳ ଫରକ । ନିଜ ଜିଲ୍ଲାର ଚାଷୀଙ୍କ ସମସ୍ୟାକୁ ସୁଧାରିବାରେ ଯିଏ ବିଫଳ ସାରା ଓଡିଶାରେ କେମିତି ଚାଲିଥିବ ସ୍ପଷ୍ଟ ଜଣାପଡୁଛି । ଚାଷୀ…

ଦରବୃଦ୍ଧି ପାଇଁ ରାଷ୍ଟ୍ରପତିଙ୍କ ଘର ସାମ୍ନାରେ ବିକ୍ଷୋଭ ଓ ହିଂସାକାଣ୍ଡ

ନୂଆଦିଲ୍ଲୀ -: ଉତ୍କଟ ଆର୍ôଥକ ସଙ୍କଟ ପରିଚାଳନାରେ ସରକାରଙ୍କ ଭୂମିକାର ବିରୁଦ୍ଧାଚରଣ କରି ଚାଲିଥିବା ପ୍ରତିବାଦ ହିଂସାକାଣ୍ଡ ପାଲଟିଯିବାରୁ ଗତ ବିଳମ୍ବିତ ରାତ୍ରୀରେ ଶ୍ରୀଲଙ୍କାର ପ୍ରମୁଖ ନଗରୀ କଲମ୍ବୋର କେତେକ ପ୍ରାନ୍ତରେ ପୁଲିସ କର୍ଫ୍ୟୁ ଜାରି କରିଥିବା କଥା ଜଣେ ସରକାରୀ…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓