ପାଣି ପାଇଁ ହା ହା କାର ! ରାଜ ରାସ୍ତାକୁ ଓହ୍ଲାଇଲେ ସହ ସହ ମହିଳା
ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) – ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ ପଦ୍ମନାଭପୁର ଓ ପ୍ରହରାଜପୁର ଗ୍ରାମରେ, ଶତାଧିକ ମହିଳା ମାନେ ହାତ ରେ ଗରା, ବାଲଟି ଧରି ଅଭିନଵ ଉପାୟରେ ରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି…
ବିଜେପିକୁ ଭୋଟ ଦେଇଥିଲେ ରାଜ୍ୟରେ ବଞ୍ଚିବା ଅସମ୍ଭବ, ପରିଣାମ ହେବ ଭୟଙ୍କର(video)
କୋଲକାତା -: ପଶ୍ଚିମବଙ୍ଗରେ ଚାରିଟି ବିଧାନସଭା ଓ ଗୋଟିଏ ଲୋକସଭା ଉପନିର୍ବାଚନ ପୂର୍ବରୁ ଶାସକ ତୃଣମୂଳ କଂଗ୍ରେସ ବିଧାୟକ ନରେନ ଚକ୍ରବର୍ତ୍ତୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଭୋଟରଙ୍କୁ ଧମକ ଦେଉଥିବାର ନଜର ଆସିଛନ୍ତି ।…
ଗାଙ୍ଗପୁର ଥାନା ଅଧିକାରୀଙ୍କ ମୃତ୍ୟୁ ରହସ୍ୟ, ଚାପି ଦେବା ପାଇଁ ଚାଲିଛି ଷଡଯନ୍ତ୍ର !
ଗଞ୍ଜାମ/ବ୍ରହ୍ମପୁର -: ମାତ୍ର ପାଞ୍ଚମାସ ତଳେ ଜାତୀୟସ୍ତରରେ ପୁରସ୍କୃତ ହୋଇଥିବା ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଏବେ ଚର୍ଚ୍ଚାରେ । ଗାଙ୍ଗପୁର ଥାନାଧିକାରୀ ଦେବ୍ କୁମାର ଗମାଙ୍ଗଙ୍କ ରହସ୍ୟଜନକ ମୃତ୍ୟୁ, ବାସ୍ତବରେ ଘଟଣା ନା ଦୁର୍ଘଟଣା ? ବିଭିନ୍ନ ମହଲରେ ଏହି…
ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠାଙ୍କୁ ସୁରକ୍ଷା ଦେଉଥିଲା କିଏ?
ଭୁବନେଶ୍ୱର -: ମାନସ ହତ୍ୟାକାଣ୍ଡ ପଛରେ ଅଶ୍ଳୀଳ ଓ ଅନ୍ତରଙ୍ଗ ଦୃଶ୍ୟ କଏଦ୍ ହୋଇଥିବା ମେମୋରି ଚିପ୍ ହିଁ ମୁଖ୍ୟ କାରଣ ବୋଲି ଅଭିଯୋଗ ହୋଇଛି । ସୂଚନା ଓ ଲୋକମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ ଓ…
ପୁଟିନଙ୍କୁ ଭରସା ନାହିଁ, ଆମେରିକାରେ ଆତଙ୍କ
ୱାସିଂଟନ -: ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭକୁ ମାସେ ହେଲାଣି । ରୁଷକୁ ଏଥିରେ ବିଶେଷ ସଫଳତା ମିଳିନାହିଁ । ଅନ୍ୟପକ୍ଷରେ ରୁଷ ସେନାର କ୍ଷତି ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ନେଇ ରୁଷ ଭିତରେ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ…
ଜାଲ ନୋଟ ରାକେଟର ପର୍ଦ୍ଦାଫାସ, ୩୦ହଜାର ଦେଲେ ମିଳୁଥିଲା ଲକ୍ଷେ
ମାଲକାନଗିରି -: ପଶ୍ଚିମବଙ୍ଗରୁ ନିୟନ୍ତ୍ରଣ ହେଉଥିଲା, ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଥିଲା । ୩୦ ହଜାର ଟଙ୍କାର ଅସଲି ନୋଟ୍ ଦେଲେ ମିଳୁଥିଲା ଲକ୍ଷେ ଟଙ୍କାର ଜାଲ୍ ନୋଟ୍ । ଏତେ ସୁନିୟୋଜିତ ଭାବେ ଏହି…
ଢେଙ୍କାନାଳ ବନଯାଗ ଯାତ୍ରାକୁ ଶ୍ରୀମନ୍ଦିର ଦଇତାପତି ନିଯୋଗଙ୍କ ବିରୋଧ, ଥାନାରେ ଏତଲା
ପୁରୀ -: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଏକଘରିଆ ଗାଁ ଶରଣ ଶ୍ରୀକ୍ଷେତ୍ରଠାରେ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁ ସଂଗ୍ରହ ଉପଲକ୍ଷେ ଆରମ୍ଭ ହୋଇଥିବା ବନଯାଗ ଯାତ୍ରାକୁ ଦୃଢ଼ ବିରୋଧ କରିଛି ଶ୍ରୀମନ୍ଦିର ଦଇତାପତି ନିଯୋଗ । ଏହା ବିରୋଧରେ…
