ଫରେଷ୍ଟରଙ୍କ ନାଁରେ ଟଙ୍କା ଆତ୍ମସାତ ଅଭିଯୋଗ ତଦନ୍ତରେ ପହଞ୍ôଚଲେ ଡେପୁଟି କଞ୍ଜରଭେଟର

କୋକସରା -: ଧର୍ମଗଡ଼ ବନାଞ୍ଚଳ ଆମପାଣି ସେକ୍ସନ ଫରେଷ୍ଟର ଜଗନ୍ନାଥ ନାଗଙ୍କ ନାମରେ ଭିଏସଏସ କମିଟି ସଭାପତି ଓ ଶ୍ରମିକମାନେ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ କରିଥିଲେ । ହେଲେ ଫରେଷ୍ଟରଙ୍କ ବିରୋଧରେ ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ…

ମାନସ ହତ୍ୟାକାଣ୍ଡ ପଛରେ ବହୁ ବଡ ବଡ ଶକ୍ତି, ଅଫିସରଙ୍କ ଠାରୁ ମନ୍ତ୍ରୀ …

ଭୁବନେଶ୍ୱର -: କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡ ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ବିଶେଷକରି ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଧରାପଡ଼ିବା ପରେ ଘଟଣା ନୂଆ ମୋଡ଼ ନେଇଛି  । ଏଥିରେ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ନେଇ…

କାୟାକଳ୍ପ ଟିମର ଦିନକିଆ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଜଗତସିଂହପୁର -: ଜଗତସିଂହପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳକୁ କାୟାକଳ୍ପ ଟିମ ପରିଦର୍ଶନରେ ଆସିଛନ୍ତି ।ଏହି ଟିମର ସଦସ୍ୟ ଡାକ୍ତର ବସନ୍ତ କୁମାର ପ୍ରଧାନ । ଡାକ୍ତର ନିରଞ୍ଜନ ପ୍ରଧାନ ଓ ସଂଘମିତ୍ରା ରାଉତ ପ୍ରମୁଖ ପରିଦର୍ଶନରେ ଆସି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର…

ଆଇନଜୀବୀଙ୍କ ବିୟୋଗରେ ଶୋକ

ଜଗତସିଂହପୁର -: ଜଗତସିଂହପୁର କୋର୍ଟରେ କାର୍ଯ୍ୟରତ ଆଇନଜୀବି ପଳାଶୋଳ ଗ୍ରାମର ହେମନ୍ତ କୁମାର ବାରିକଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି କିଡନୀ ଜନିତ ରୋଗରେ ପିଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୦…

ଏମିତି କିଛି ଭୁଲ କରୁଛନ୍ତି କି ? ଖରାଦିନେ ବଢ଼ିପାରେ ଆପଣଙ୍କ ଓଜନ

ଖରାଦିନେ ଏମିତି ଅନେକ ଭୁଲ୍ ଯୋଗୁଁ ଓଜନ ବଢ଼ିଥାଏ । ଗରମ ଦିନେ ଲୋକେ ବାହାରକୁ ବୁଲିଯିବା ପାଇଁ ଅଧିକ ଇଚ୍ଛା କରନ୍ତି ଓ ଜଙ୍କ୍ ଫୁଡ୍ ଖାଆନ୍ତି । ଏମିତି ଅନେକ ଜିନିଷ ରହିଛି ଯାହା ଖରାଦିନରେ ଓଜନ ବଢ଼ିବାର…

ବାରହା ଶିକାର କରିବା ପାଇଁ ଖଞ୍ଜଯାଇଥିଲା ବୋମା, ଖାଇଦେଲା ଗାଈ ତା ପରେ …

ଖଲିକୋଟ -: ବାରହା ଶିକାର କରିବା ପାଇଁ ବିଲ ମଧ୍ୟରେ ରଖାଯାଇଥିବା ବୋମା ଖାଇ ଗୋଟିଏ ଗାଈ ଗୁରୁତର ହୋଇଥିବାର ଖବର ମିଳିଛି । ବାରହା ଶିକାର କରିବା ପାଇଁ ଥିବା ବୋମା ଖାଇଦେବାରୁ ପାଟିରେ ବିସ୍ପୋରଣ ଘଟି ଗାଇଟିର ଅବସ୍ଥା…

ହାଇକୋର୍ଟରେ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଉପରେ କଣ ଶୁଣାଣି ହେଲା ଆସନ୍ତୁ ଜାଣିବା

କଟକ -: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ମାନସଙ୍କ ବାପା ପଞ୍ଚାନନ ସ୍ୱାଇଁ ମାମଲାରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।…

ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର : ମୁମ୍ବାଇରେ ୧୨ଟଙ୍କା, ଜାଣନ୍ତୁ କେଉଁ ସହରରେ କେତେ ରହିଛି ଦାମ୍‌

ନୂଆଦିଲ୍ଲୀ : ନିର୍ବାଚନକୁ ଦୃଷ୍ଟିରେ ରଖି ତୈଳ ଦରରେ ଲଗାମ ଲାଗିଥିଲା । ଯାହା ଆଶଙ୍କା କରାଯାଉଥିଲା ଶେଷରେ ତାହା ହିଁ ହେଲା । ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସରିବା ପରେ ଏବେ ବଢ଼ିଲା ତୈଳ ଦର । ଟଙ୍କାଏ…

ଚତୁଃପାର୍ଶ୍ୱ ଖନନ ବଢ଼ାଉଛି ମନ୍ଦିର ପାଇଁ ବିପଦ! ଶ୍ରୀମନ୍ଦିର ଧ୍ୱସଂ ପାଇଁ ଚାଲିଛି କି ଷଡଯନ୍ତ୍ର ?

ପୁରୀ -: ଏବେ ଶ୍ରୀମନ୍ଦିର ଉପରେ କାହାର ନଜର ପଡିଲା ସୈାନ୍ଦଜିକରଣ ନାମରେ ଚତୁପାଶ୍ୱର୍କୁ ଖୋଳାଯାଇଥିବାରୁ ଶ୍ରୀମନ୍ଦିର ଏବେ ବିପଦରେ । ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ । ତାହା ପୁଣି ଅଢ଼େଇ ଫୁଟର । ଏହି ଘଟଣାକୁ ନେଇ ଭକ୍ତ, ସେବାୟତଙ୍କ…

ବିଜେଡିରେ ଅନ୍ତଃକନ୍ଦଳ, ଫାଇଦା ଆଶାରେ କଂଗ୍ରେସ ।

ଥୁଆମୂଳ ରାମପୁର,(ପ୍ରଦୀପ ପଣ୍ଡା) -: ଦିନକ ପରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ହେବ ଭୋଟ୍ ଗ୍ରହଣ।ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ଚାଲିଛି ରଣକୌଶଳ।ଦଳୀୟ ସମର୍ଥନର ଶକ୍ତି ବଳରେ ପଦବୀ ହାତେଇବାରେ ଉଦ୍ୟମ ଚଳାଇଛନ୍ତି…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓