ନୂତନ ପେନସନ ଯୋଜନା ବନାମ ପୁରୁଣା ପେନସନ ଯୋଜନା
ବରଗଡ଼(ନିରଞ୍ଜନ ତ୍ରିପାଠୀ)- : ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଏନପିଏସ ଶିକ୍ଷକ ସଂଘର ଏକ ବୈଠକ ଡୋଲାମଣୀ ମାହାରଙ୍କ ସଭାପତିତ୍ବରେ ଟି.ଓ.ଇ.ପି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ମହାଦେବ ବେହେରା,…
‘ଦି ଟାୱାର ଅଫ ସାଇଲେନ୍ସ’ – ‘ଦଖ୍ମା’ ପଛର ଗୁଢ ରହସ୍ୟ
ସମସ୍ତେ ଜାଣନ୍ତି ଏ ଧରାପୃଷ୍ଠରେ ଯିଏବି ଜନ୍ମଲାଭ କରିଛି ତାର ଦିନେ ନା ଦିନେ ମୃତ୍ୟୁ ହୋଇଥାଏ। ଜନ୍ମ ପରି ମୃତ୍ୟୁର ସତ୍ୟ। ଏହାକୁ କେହି ଟାଳିପାରି ନାହିଁ। ତେବେ ମୃତ୍ୟୁ ପରେ ମୃତ ଶରୀରର ଅନ୍ତିମ ସଂସ୍କାରକୁ ନେଇ ଭିନ୍ନ…
ବରିଷ୍ଠ ସାମ୍ବାଦିକ ଅଜୟ କୁମାର ଜେନାଙ୍କ ବିୟୋଗ
ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା -: ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ଜଗତର ପିତାମହ ଭୀଷ୍ମ, ବରିଷ୍ଠ ସାମ୍ବାଦିକ, ସମାଜସେବୀ ଅଜୟ କୁମାର ଜେନା ଙ୍କ ର 67ବର୍ଷ ବୟସରେ ବିୟୋଗ ହୋଇଛି । ଏଥିନେଇ ଜଗତସିଂହପୁର ଜ଼ିଲ୍ଲାର କାର୍ଯ୍ୟରତ ସାମ୍ବାଦିକଙ୍କ ମହଲରେ…
ବାଲିଆପାଳ ରାଧାମୋହନ ମନ୍ଦିରରେ ଶ୍ରୀ ଚୈତନ୍ୟ ଦେବଙ୍କ ଜନ୍ମ ଉତ୍ସବ ସହିତ ହୋଲି ଉତ୍ସବ ପାଳିତ
ବାଲିଆପାଳ (ପ୍ରଭାକର ମଲ୍ଲିକ) -: ରଙ୍ଗର ଉତ୍ସବ ଓ ଭାଇଚାରା ର ପର୍ବ ହୋଲି ଉତ୍ସବ ଉପଲକ୍ଷେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ର ବାଲିଆପାଳରେ ଡ଼ା ହରେକୃଷ୍ଣ ଦାସ ଙ୍କ ପ୍ରଚେଷ୍ଟା ରେ ନିର୍ମିତ ରାଧା ମୋହନ ମନ୍ଦିରରେ ଶୁକ୍ରବାର…
ଫୁଟବଲ ଖେଳ ଚାଲିଥିବା ବେଳେ ଭୁଷୁଡିଲା ଷ୍ଟାଡିୟମ ଗ୍ୟାଲେରି, ୬୦ରୁ ଉର୍ଦ୍ଧ୍ୱ ଆହତ
ମାଲାପୁରମ୍ -: ଫୁଟବଲ ଖେଳ ଚାଲିଥିବା ସମୟରେ ଅସ୍ଥାୟୀ ଭାବେ ନିର୍ମିତ ଗ୍ୟାଲେରି ଭୁଷୁଡି ଯାଇଛି । ଶନିବାର ବିଳମ୍ବିତ ରାତିରେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଅଘଟଣରେ ପ୍ରାୟ ୬୦ ଦର୍ଶକ ଆହତ…
ୟୁକ୍ରେନ-ରୁଷିଆ ଯୁଦ୍ଧରେ ରାଷ୍ଟ୍ରପତିଙ୍କୁ ବୋକା ବନେଇ ଯୁଦ୍ଧ ବନ୍ଦ ପାଇଁ ନକଲି ଭିଡିଓର ବ୍ୟବହାର
ନୂଆଦିଲ୍ଲୀ : ଯୁଦ୍ଧ ସହିତ ଟେକ୍ନୋଲୋଜିର ବ୍ୟବହାର କରି ମଧ୍ୟ ଲୋକମାନଙ୍କୁ ଭ୍ରମିତ କରାଯାଉଛି । ଟ୍ୱିଟରରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ସେ ଯୁଦ୍ଧ ସମାପ୍ତ ହୋଇଥିବାର ଘୋଷଣା କରୁଛନ୍ତି ।…
କେମିତି କଟିବ ଆପଣଙ୍କ ଦିନ(ମାର୍ଚ୍ଚ ୨୦ ରବିବାର), ରାଶିଫଳରୁ ଜାଣନ୍ତୁ ଭାଗ୍ୟରାଶି
ମେଷ -: ଆପଣଙ୍କ ଶ୍ରମର ମୂଲ୍ୟାଙ୍କନ ହେବ । ଖାଦ୍ୟ ଓ ପାନୀୟ ସୁଖ ମିଳିପାରେ । ନିଜ ଅର୍ଜିତ ଧନରେ ଧନୀ ହୋଇପାରନ୍ତି । ବାସଗୃହ ପ୍ରଦୂଷଣମୁକ୍ତ ରହିବ । ଚତୁଷ୍ପଦ ପ୍ରାଣୀ ଲାଭ ହୋଇପାରେ । ବୃଷ -:…
