କିଛି ନ ଖାଇ ବି ପେଟ ଫୁଲି ଯାଉଛି କି ? ମାତ୍ର 1 ଚାମଚ ଖାଆନ୍ତୁ ଏହି ଚୂର୍ଣ୍ଣ, ଚୁଟକିରେ ଦୂର ହେବ ଗ୍ୟାସ
ଆଜିକାଲି ଗ୍ୟାସ ସମସ୍ୟା ସମସ୍ତଙ୍କର ହେଉଛି। ଯାହାବି ଖାଇଲେ ଲୋକେ ନିହାତି ଭାବେ କହୁଥିବେ ମୋର ଗ୍ୟାସ ହୋଇଯିବ। ଚାଲନ୍ତୁ ଆଜି ଏହାକୁ ନେଇ କିଛି ଘରୋଇ ଟିପ୍ସ ଆମେ ଆପଣଙ୍କୁ ଜଣାଇବୁ। ସାଧାରଣତଃ ଅଧିକ ଖାଇବା ପରେ ପେଟ ଫୁଲିଯାଏ।…
ଡେଙ୍ଗ ଗାଁରେ ହ୍ୟୁମାନ ନେଲେ କବର; କାନ୍ଦୁଛି ଜନ୍ମମାଟି.. ଝୁରୁଛି ସାରା ଓଡ଼ିଶା…
ଲୋକପ୍ରିୟ ଗାୟକ । ଯାହାଙ୍କ ମନଛୁଆଁ ଗୀତ ଅନେକ ହୃଦୟରେ ଭରେ ରୋମାଞ୍ଚ। ଯାହାଙ୍କ କଣ୍ଠର ମୁର୍ଚ୍ଛନା କୋଟି କୋଟି ଲୋକଙ୍କୁ କରେ ମନ୍ତ୍ରମୁଗ୍ଧ। ସେ କଣ୍ଠ ଆଜି ନିରବି ଯାଇଛି। ଚିର ନିଦ୍ରାରେ ଶୋଇ ଯାଇଛନ୍ତି ହ୍ୟୁମାନ ସାଗର। ସଂଗୀତ…
ସବୁଦିନ ପାଇଁ ଓଡ଼ିଶା ଝୁରିବ …
ସେ ମଞ୍ଚକୁ ଚଢ଼ିଲେ ଆନମନା ହୋଇଯାଉଥିଲେ ହଜାର ହଜାର ଶ୍ରୋତା। ସେ ଗୀତ ଗାଇବା ଆରମ୍ଭ କରିଦେଲେ ଝୁମି ଉଠୁଥିଲେ ଲୋକ। ଗାଁରୁ ସହର ଥିଲା ତାଙ୍କର ଅବିଶ୍ବସନୀୟ କ୍ରେଜ୍। ଓଡ଼ିଆ ସଙ୍ଗୀତ ଜଗତରେ ସେ ଥିଲେ ନାମୀ, ଦାମୀ ଗାୟକ।…
କଂଗ୍ରେସରେ ‘ବିଭୀଷଣ କିଏ’ ? ଭକ୍ତ କହିଲେ ହେବ କାର୍ଯ୍ୟାନୁଷ୍ଠାନ
ନୂଆପଡ଼ା ପରାଜୟକୁ ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି, “ନୂଆପଡ଼ାରେ କଂଗ୍ରେସ ସହ କଂଗ୍ରେସ କରିଛି ଆତ୍ମଘାତୀ କାମ । ଏହାକୁ ସମୀକ୍ଷା କରିବ କଂଗ୍ରେସ । ଭୁବନେଶ୍ଵର : ପ୍ରଥମେ ପ୍ରାର୍ଥୀ ଘୋଷଣା କଲେ,…
ବିହାର ନିର୍ବାଚନ : ଡବଲ୍ ସେଞ୍ଚୁରୀ ପାର୍ କଲା NDA, ଜାଣନ୍ତୁ କ’ଣ ରହିଛି କଂଗ୍ରେସ ସ୍ଥିତି
ବିହାରରେ ଜାରି ରହିଛି ଭୋଟ୍ ଗଣତି । ୨୦୦ ଆସନରେ ଆଗୁଆ ରହିଛି NDA । ଜାଣନ୍ତୁ କ’ଣ ରହିଛି ମହାଗଠବନ୍ଧନର ସ୍ଥିତି । ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଶୁକ୍ରବାର ନିର୍ବାଚନ ଭୋଟ୍ ଗଣତି ଜାରି ରହିଛି ।…
କାଲି ନୂଆପଡା ପାଇବ ନୂଆ ବିଧାୟକ, ସକାଳ ୮ ରୁ ଭୋଟ ଗଣତି
ଆସନ୍ତାକାଲି ନୂଆପଡ଼ା ଭୋଟ୍ ଗଣତି ସହ ଆସିବ ଜନାଦେଶ । ନୂଆପଡା ପାଇବ ନୂଆ ବିଧାୟକ । ଜୋୟ ଢଲକିଆ, ସ୍ନେହାଙ୍ଗିନୀ ଛୁରିଆ ନା ଘାସିରାମ ମାଝୀ କିମ୍ବା ଅନ୍ୟ କିଏ । ଆସନ୍ତାକାଲି ତାହା ସ୍ପଷ୍ଟ ହୋଇଯିବ । ଚାଲିବ…
ଗୋଟିଏ ଘରକୁ ଦେଖେଇ ଦୁଇଟା ଘରର ଟଙ୍କା ହରିଲୁଟ କରିଥିବା ଅଭିଯୋଗ ।ଗ୍ରାମବାସୀଙ୍କ ଅଭିଯୋଗ ପରେ ବି ପ୍ରଶାସନ ନିରବ ।
କନ୍ଧମାଳ:-(ମୃତ୍ୟୁଞ୍ଜୟ ଦିଗାଲ)ଗରିବ, ଖଟିଖିଆ,ଦିନ ମୁଲିଆ ତଥା ନିତାନ୍ତ ଗରିବ ଶ୍ରେଣୀର ଜନସାଧାରଣଙ୍କ ମୁଣ୍ଡରେ ଖଣ୍ଡେ ଖଣ୍ଡେ ଛାତ ଯୋଗେଇ ଦେବା ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କରିଛନ୍ତି । ହେଲେ ସବୁ ଯୋଜନା ଭଳି ଏହି ଯୋଜନା ମଧ୍ୟ ହରିଲୁଟ…
ବଢ଼ିଲା ଧାନର MSP ମୂଲ୍ୟ : କ୍ବିଣ୍ଟାଲ ପିଛା ଅଧିକ ଟଙ୍କା ପାଇବେ ଚାଷୀ
ଚାଷୀଙ୍କ ପାଇଁ ଖୁସି ଖବର, ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । କ୍ବିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ । କ୍ବିଣ୍ଟାଲ ପିଛା ଏଣିକି ମିଳିବ ୩ ହଜାର ୧୬୯ ଟଙ୍କା । ଖାଦ୍ୟ ଯୋଗାଣ…
ଐତିହାସିକ ବାଲିଯାତ୍ରା କଟକ-୨୦୨୫କୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଆରମ୍ଭ ହେଲା ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଶୁଭ ଉଦ୍ଘାଟନ କରିଛନ୍ତି । ନଉକାରେ ମୁଖ୍ୟମନ୍ତ୍ରୀ ଗଡ଼ଘଡ଼ିଆ ଘାଟରେ ପହଞ୍ଚି ଡଙ୍ଗା ଭସାଇବା ସହ ଆରମ୍ଭ ହୋଇଛି ଐତିହାସିକ ବାଲିଯାତ୍ରା କଟକ । କଟକ: ଚଳଚଞ୍ଚଳ…
