ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ରହସ୍ୟ : ୧୬ ବର୍ଷ ପରେ ଖୋଲିବ !

କନ୍ଧମାଳ -: କନ୍ଧମାଳରେ ଖ୍ରୀଷ୍ଟିଆନ୍ ମିଶନାରୀଙ୍କ ଷଡ଼ଯନ୍ତ୍ରକୁ ସଫଳ ହେବାକୁ ଦେବେନାହିଁ। ବେଦାନ୍ତକେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କର ଏହି ପଣ ତାଙ୍କ ପ୍ରାଣ ପାଇଁ ହେଲା କାଳ। ହେଲେ ସନାତନ ସଂସ୍କୃତିର ଏହି ମହାନ ରକ୍ଷକଙ୍କ ହତ୍ୟାକାରୀଙ୍କ ଉପରୁ ୧୬ ବର୍ଷ…

ଜନ୍ମାଷ୍ଟମୀରେ ଉତ୍ସଵ ମୁଖର ସରସ୍ଵତୀ ଶିଶୁ ମନ୍ଦିର,ରାଧାକୃଷ୍ଣ ବେଶରେ ସଜ୍ଜିତ ହେଲେ ଛାତ୍ରଛାତ୍ରୀ

କୋକସରା(ରଞ୍ଜନ କୁମାର ସାହୁ) -: ଜନ୍ମାଷ୍ଟମୀରେ ନନ୍ଦଲାଲା ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଇଁ ଉତ୍ସଵ ମୁଖର ପରିବେଶ। ପବିତ୍ର ଜନ୍ମାଷ୍ଟମୀ ପାଇଁ ଉତ୍ସଵ ମୁଖର ହୋଇ ପଡିଛି ଗାଁଠୁ ସହର । କୋକସରା ବ୍ଲକରେ ଥିବା ବିଭିନ୍ନ ସରସ୍ଵତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ…

କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ରେ ଗଣମାଧ୍ୟମକୁ ଅଣଦେଖା

କୋକସରା(ରଞ୍ଜନ କୁମାରସାହୁ) -: ରାଜ୍ୟ ସରକାରଙ୍କ ରହିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବ୍ଲକ ସ୍ତରରେ କାର୍ଯ୍ୟକାରୀ ହେଉଥିବା ବେଳେ ଏହି କାର୍ଯ୍ୟକ୍ରମ ର ପ୍ରସାର ପ୍ରଚାର କରିବା ପାଇଁ ବ୍ଲକ ର ସାମ୍ବାଦିକ ଙ୍କୁ ଜଣାଇବା ପାଇଁ ଗାଇଡ଼ ଲାଇନ…

ବିଧବା ଭତ୍ତା ପାଇଁ ୭ବର୍ଷ ହେଲା ଦୈାଡୁଛନ୍ତି ସୁରୁଚି ବେହେରା : ଦୁଃଖ ଶୁଣିବେକି ମୋହନ ସରକାର

କନ୍ଧମାଳ -: ସରକାର ବୃଦ୍ଧବୃଦ୍ଧାମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା, ସ୍ୱାମୀ ପରିତ୍ୟକ୍ତ ମହିଳାମାନଙ୍କ ପାଇଁ ସ୍ୱାମୀ ପରିତ୍ୟକ୍ତ ଭତ୍ତା, ବିକଳାଙ୍ଗ ମାନଙ୍କ ବିକଳାଙ୍ଗ ଭତ୍ତା ଓ ବିଧବା ମହିଳାମାନଙ୍କ ପାଇଁ ବିଧବା ଭତ୍ତା ଭଳି ଅନେକ ଯୋଜନା କରିଛନ୍ତି। ହେଲେ ପଞ୍ଚାୟତ…

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ସିସିଟିଭି ଫୁଟେଜ୍‌ ଦେଲା ପୁରା ପ୍ରମାଣ

କୋଲକାତା -: ଗତ କିଛି ଦିନ ହେବ କୋଲକାତାର ଆରଜି କର ମେଡିକାଲ୍‌ ଓ ହସ୍ପିଟାଲ୍‌ର ଟ୍ରେନି ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ମାମଲାକୁ ନେଇ ଏବେ ତଦନ୍ତ ଜୋର୍‌ ଧରିଥିବା…

ଇଂଲଣ୍ଡ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ

ଭାରତୀୟ ଦଳ ୨୦୨୫ ଇଂଲଣ୍ଡ ଗସ୍ତ କରିବ,ଏ ନେଇ ତାରିଖ ମଧ୍ୟ ଘୋଷଣା ସରିଛି। ଏହି ଗସ୍ତରେ ଇଂଲଣ୍ଡ ବିପକ୍ଷରେ ୫ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ। ଆସନ୍ତା ବର୍ଷ ଜୁନ-ଅଗଷ୍ଟରେ ଏହି ଟେଷ୍ଟ ସିରିଜ ଖେଳାଯିବ। ଏନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ…

ବାପାଙ୍କ ମୃତ୍ୟୁ ପରେ ଝିଅ କାନ୍ଧରେ ଦୁଇ ମା’ଙ୍କ ବୋଝ

ଧର୍ମଗଡ(ଗଣେଶରାମ ବାଗ) – କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ମଣ୍ଡଳ ପଞ୍ଚାୟତ ଭାଟିଗାଁର ଗିରିଧାରୀ ପରାଭୋଇଙ୍କ ମୃତ୍ୟୁ ପରେ ପରିବାର ଲୋକ ଅସହାୟ ହୋଇପଡ଼ିଛନ୍ତି। ଗିରିଧାରୀଙ୍କ ପରିବାର କହିଲେ ୨ଟି ସ୍ତ୍ରୀ ରେବତୀ ଓ ସାବିତ୍ରୀ ଏବଂ ଏକମାତ୍ର ଝିଅ ଚଞ୍ଚଳା…

ବୋଲେରୋ ଗାଡିକୁ ଧକ୍କା ଦେଲା ଟ୍ରକ : ଡ୍ରାଇଭର ମୃତ,ରୋଗୀ ସମେତ ୩ ଗୁରୁତର

କୋକସରା (ରଞ୍ଜନ କୁମାର ସାହୁ) -: ଆଜି ସକାଳୁ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟି ଯାଇଛି। କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ନିକଟରେ ରୋଗୀ ନେଇ ଆସୁଥିବା ଏକ ବୋଲେରୋ ଗାଡିକୁ ଏକ…

ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ : ୧୦ ମୃତ୍ୟୁ

ତ୍ରିପୁରା/ଅଗରତାଲା -: ତ୍ରିପୁରା ରାଜଧାନୀ ଅଗରତାଲାରେ ଆଜି ଅଚାନକ ବନ୍ୟା ଏବଂ ଭୂସ୍ଖଳନ ହୋଇ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ୩୪ ହଜାରରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଗତ ୪୮ ଘଣ୍ଟା ଧରି ତ୍ରିପୁରାରେ ପ୍ରବଳ ବର୍ଷା ଲାଗି…

୧୮ରେ ନେଲେ, ଆଜି ଫିଙ୍ଗିଦେଲେ କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଅର୍ପଣ ଚାଉଳ : ସବୁ ମହଲରେ ନିନ୍ଦା

ପୁରୀ – : ଭକ୍ତଙ୍କ ଭକ୍ତି ଓ ଭାବାବେଗ ସହ ସାଙ୍ଘାତିକ ଖେଳ ଖେଳାଯାଇଛି। ଫିଙ୍ଗିଦେଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଅର୍ପଣ ଚାଉଳ। ଲୁଚାଛପାରେ ପୁରୀଠାରୁ ବହୁ ଦୂର ଗୋପ ତହସିଲଠାରୁ ୫ ଶହ ମିଟର ଦୂର ବାୟାକୁଦା ପୋଲ ନିକଟ କେନାଲରେ…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓