siba purana : ଶେଷ ନିଶ୍ୱାସ ତ୍ୟାଗ କରିବା ପୁର୍ବରୁ ମନୁଷ୍ୟକୁ କ’ଣ ସଙ୍କେତ ମିଳିଥାଏ #bnslive
ଆମ ଦେଶର ଇତିହାସ ବହୁତ ପୁରାତନ ଏବଂ ପ୍ରାଚୀନ କାଳରୁ ଆମ ଦେଶର ଧାର୍ମିକ ଗାଥା ଓ ପୈାରାଣିକ କାହାଣୀ ବହୁତ ରହସ୍ୟ ଜନକ । ପ୍ରାଚୀନ କାଳର ପୁସ୍ତକ ଗୁଡ଼ିକ ବିଷୟରେ ସୂଚନା ପାଇବାକୁ ଲୋକମାନେ ବହୁତ ଆଗ୍ରହୀ ।…
ନାରାୟଣପାଟଣା ବ୍ଲକ ସ୍ତରୀୟ ପରବ ୨୦୨୩ ଅନୁଷ୍ଠିତ ହୋଇଯାଇଛି
ନାରାୟଣପାଟଣା(ସଞ୍ଜୟ କୁମାର ପାଣି) -: କୋରାପୁଟ ଜିଲ୍ଲା ନାରାୟଣପାଟଣା ସଦର ମହକୁମା ଠାରେ ଥିବା ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ବ୍ଲକ ସ୍ତରୀୟ ପରବ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମାଁ ଚୈତ୍ରାଇ ମନ୍ଦିର ଠାରେ ପୂଜା ଅର୍ଚ୍ଚନା କରି ମାଶାଲ…
ଏକାଧିକ ପ୍ଲଟ ହାତେଇବା ଆଉ ସମ୍ଭବ ! ଆସିଲା ହାଇକୋର୍ଟଙ୍କ ଗୁରୁତ୍ତ୍ୱପୁର୍ଣ୍ଣ ରାୟ
କଟକ -: ବିଡିଏ, ସିଡିଏ ଓ ରାଜ୍ୟର ଅନ୍ୟାନ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଏକାଧିକ ପ୍ଲଟ ହାତେଇବା ଆଉ ସମ୍ଭବ ହେବନାହିଁ । ଏହି ପ୍ରସଂଗରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଜଣେ…
ସୋରଡାରେ ବିଜେପି ତରଫରୁ ‘ଗାଁ ଗାଁ ଚାଲ … ଘର ଘର ଚାଲ’
ବେଲଗୁଣ୍ଠା -: ଭାଜପା ପ୍ରତିଷ୍ଠା ଦିବସ ଏପ୍ରିଲ ୬ ତାରିଖରୁ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସୋରଡ଼ା ବିଧାନସଭା ବିଜେପି ପରିବାର ଦ୍ୱାରା ସମାଜିକ ନ୍ୟାୟ ସପ୍ତାହ ପାଳନ କରିବା ଅବସରରେ ଓବିଶି ମୋର୍ଚ୍ଚା ଦ୍ୱାରା…
କନ୍ଧମାଳ ଜିଲ୍ଲାର ବିଭିନ୍ନ ଶୈବପୀଠେର ସରିଲା ଜାଗର ଯାତ୍ରା
କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଶୈବପୀଠେର ଆଜି ରାତ୍ର ୧୨ଟୋର ମହାଦୀପ ଉଠିଥିଲା ଏବଂ ବକ୍ତାମୋନ ରାତି ସାରା ଉଜଗର ରହି ସକାଳ ସୋଢ଼ ତିନିଟୋର ନିଜ ନିଜ କତ୍ତର୍ବ୍ୟ ସାରି ନିମର୍ଳ ହୃଦୟେର ଠାକୁର ଦଶର୍ନ…
ଫିରିଙ୍ଗିଆ ପୋଲିସ ଦ୍ୱାରା ବଡମ୍ବା-ତିଗିରିଆର ୪ଆନ୍ତଃ ଜିଲ୍ଲା ଗଞ୍ଜେଇ ମାଫିଆ ଗିରଫ, କାର ସହ ୫୫ କେଜି ଗଞ୍ଜେଇ ଜବତ
କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: ଫିରିଙ୍ଗିଆ ବ୍ଲକ୍ ଫିରିଙ୍ଗିଆ ପୋଲିସ ଦ୍ୱାରା ଗତ କାଲି ଗୋଟିଏ ବାଲେନୋ କାର ସହ ୪ ଜଣ ଆନ୍ତଃ ଜିଲ୍ଲା ଗଞ୍ଜେଇ ମାଫିଆକୁ ଗିରଫ କରିବା ସହ ୫୫ କେଜି ଗଞ୍ଜେଇ ଜବତ କରିବାରେ ଫିରିଙ୍ଗିଆ ପୋଲିସ…
