“ସୁଭଦ୍ରା” ଯୋଜନା ପାଇଁ ଶୋଷଣର ଶିକାର ହେଉଛନ୍ତି ସାଧାରଣ ଲୋକେ

ସାଧାରଣ ଗରିବ ମହିଳାଙ୍କୁ ଶୋଷଣ କରୁଛି ସୁଭଦ୍ରା ଯୋଜନା । କିଛି ନ୍ୟସ୍ତସ୍ୱାର୍ଥଗୋଷ୍ଠିର ବ୍ୟକ୍ତି ବିଶେଷ ହେଉଛନ୍ତି ମାଲେମାଲ । ଆଧାର କାର୍ଡ ଲିଙ୍କ ପାଈଁ ସବୁ ଆଧାର କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଖଚାଖଚ ଭିଡ଼ । ଯିଏ ଲିଙ୍କ…

ପଞ୍ଚାୟତ ସ୍ତରୀୟ ଜନଶୁଣାଣିକୁ ଯୋଗଦେବା ପାଇଁ ଯାଇ ବିଡ଼ିଓ ହଟହଟା

ଥୁଆମୁଳ ରାମପୁର, (ନିଲେଶ କୁମାର ନାଗ) : କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ପଞ୍ଚାୟତରେ ବ୍ଳକ ପ୍ରଶାସନ ପକ୍ଷରୁ ଗତ ମାସ ଠାରୁ ପ୍ରତ୍ୟେକ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଆୟୋଜନ କରୁଥିବା ବେଳେ । ନାକରୁଣ୍ତି ପଞ୍ଚାୟତ ଠାରେ…

ନକଲି ସୁନା ଦେଇ ବ୍ୟାଙ୍କକୁ ଠକି ଲୁଟିନେଲେ ୮୪ଲକ୍ଷ : ଫସିଲେ ନିରିହ ଝିଅ

ବାଲିଗୁଡ଼ା(ସାମୁଏଲ ପ୍ରଧାନ ) -: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ୟୁକ ବ୍ୟାଙ୍କ ସୁନା ଆପ୍ରlଇଜର ସାଜିଲେ ଲୁଟେରା l ଡୁପ୍ଲିକେଟ ସୁନl ବନ୍ଧକ ରଖି ବ୍ୟାଙ୍କ କୁ କଲେ ବିଶ୍ୱାସ ଘାତକ ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଚlଞ୍ଚଲ୍ୟ…

କୂଳ ଲଂଘୁଛି ବ୍ରାହ୍ମଣୀ, ଚିନ୍ତା ଓ ଭୟରେ ଦିନ କାଟୁଛନ୍ତି ଦିନିଆରୀବାସୀ

ଆଳି -: କେନ୍ଦ୍ରାପଡା ଜିଲ୍ଳା ଆଳି ବ୍ଲକ୍‌ର କୋଳିଢିଆ ପଞ୍ଚାୟତ ଦିନିଆରୀ ଗାଁରେ ଏବେ ଆତଙ୍କ ଖେଳାଇଛି ବ୍ରାହ୍ମଣୀ । ଘର ପାଖକୁ ମାଡିଆସିଲାଣି ନଈ । ଗିଳି ସାରିଲାଣି ୪ଶହ ଏକର ଚାଷ ଜମି । ନଦୀ ପାଇଁ ଏବେ…

ଭିଜିଲାନ୍ସ ହାତରେ କୁତ୍ରା ସିଡିପିଓ : ଧମକାଇ ଅଙ୍ଗନୱାଡି ଦିଦିଙ୍କ ଠାରୁ ନେଉଥିଲେ ଟଙ୍କା

ସୁନ୍ଦରଗଡ଼ -: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ପଡ଼ିଲେ କୁତ୍ରା ସମନ୍ବିତ ଶିଶୁ ବିକାଶ ଅଧିକାରୀ ଜୟଶ୍ରୀ ପଟ୍ଟନାୟକ। ତେଲିଘଣା ଗୌନ୍ତିଆପଡ଼ାର ଅଙ୍ଗନବାଡ଼ି କର୍ମୀ କଲେଷ୍ଟିକା ଖାଲକୋଙ୍କୁ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ସୋମବାର ଅପରାହ୍ନରେ ୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

ସୁଭଦ୍ରା କେମିତି ସହଜରେ କରିବେ ଆପ୍ଲାଏ ଆସନ୍ତୁ ଜାଣିବା

ଭୁବନେଶ୍ୱର -: ଉନ୍ମୋଚିତ ହେଲା”ସୁଭଦ୍ରା” ଯୋଜନାର ୱେବ ପୋର୍ଟାଲ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଏହି “ସୁଭଦ୍ରା” ଯୋଜନାର ୱେବ ପୋର୍ଟାଲକୁ ଶୁଭାରମ୍ଭ କରାଯାଇଛି। ପୋର୍ଟାଲ ଲଂଚ ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପୋର୍ଟାଲ୍ ଟି www.subhadra.odisha.gov.in ଏହି…

12 ନଂ ୱାର୍ଡ଼ ଗୁଳିମରା ସାହିରେ ନଗର ବିଜେପି ପକ୍ଷରୁ ସଦସ୍ୟତା କର୍ମଶାଳା ଓ ସୁଭଦ୍ରା ଯୋଜନା ସମ୍ବନ୍ଧରେ ଆଲୋଚନା

ବାଲିଗୁଡ଼ା(ସାମୁଏଲ ପ୍ରଧାନ )କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନଗର ବିଜେପି ମଣ୍ଡଳ ସଭାପତି ଦିବାକର ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ନଗର ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ ଆରମ୍ଭ ହୋଇ ଯାଇଛି l ୱାର୍ଡ ସଭାପତି ଆଶିଷ ପାତ୍ର ଙ୍କ ନେତୃତ୍ବ ରେ…

ଏନ.ଏସ.ବି ଡିଗ୍ରୀ କଲେଜରେ ଜାତୀୟ ଖେଳ ଦିବସ ପାଳିତ

ବାଲିଗୁଡ଼ା-(ସାମୁଏଲ ପ୍ରଧାନ ) ; ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ନିର୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଏନ ଏସ ବି ଡିଗ୍ରୀ କଲେଜରେ ଜାତୀୟ ଖେଳ ଦିବସ ପାଳନ ହୋଇଯାଇଛି l ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚେସ,…

ଗଞ୍ଜେଇ ଚାଲଣ ମାଡିବସିଲା ପୋଲିସ : ୧୦କିଲୋ ଗଞ୍ଜେଇ ସହ ମୋବାଇଲ ବାଇକ ଜବତ ଓ ଦୁଇ ଗିରଫ

ବାଲିଗୁଡ଼ା(ସାମୁଏଲ ପ୍ରଧାନ ) -: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ପକ୍ଷରୁ ଏସ ଆଇ ସଞ୍ଜୟ କୁମାର ସ୍ୱାଇ ଙ୍କ ନେତୃତ୍ୱ ରେ ପେଟ୍ରଲିଂ କରା ଯାଉଥିବା ବେଳେ ଗୋଇବନ୍ଧl ଛକ ଠାରେ ଗଞ୍ଜେଇ ଚାଲଣ କାରି ଦୁଇ ଅଭିଯୁକ୍ତ ସୁଶୀଲ…

ବିଜେପି ପକ୍ଷରୁ ସଦସ୍ୟତା କର୍ମଶାଳା ଅଭିଯାନ ଓ ସୁଭଦ୍ରା ଯୋଜନା ସମ୍ବନ୍ଧରେ ଆଲୋଚନା

ବାଲିଗୁଡ଼ା-(ସାମୁଏଲ ପ୍ରଧାନ )କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ମହlସୀଙ୍ଗି ଓ ଆଡ଼ିମାହା ଗ୍ରାମ ପଞ୍ଚାୟତରେ ମହିଳା ନେତ୍ରୀ କଲ୍ପନା କହଁର ଓ ପରମା ବେହର୍ଡଳାଇ ଙ୍କ ନେତୃତ୍ବରେ ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ ଓ ସୁଭଦ୍ରା ଯୋଜନା ସମ୍ବନ୍ଧରେ ଆଲୋଚନା…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓