ଜଙ୍ଗଲରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର, ଅଲୋଡା ହେଲା ନବଜାତ ଶିଶୁ ପୁତ୍ର

ଅଲୋଡା ହେଲା ନବଜାତ ଶିଶୁ ପୁତ୍ର । ଜଙ୍ଗଲ ଭିତରୁ ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି ଜଣେ ମହିଳା । ଜଙ୍ଗଲକୁ କାଠ ସଙ୍ଗ୍ରହ ପାଇଁ ଯାଇଥିବା ଜଣେ ମହିଳା ଶିଶୁପୁତ୍ରର କାନ୍ଦ ଶୁଣିବା ପରେ ଉଦ୍ଧାର କରି…

‘ଭାରତ ଧର୍ମଶାଳା ନୁହେଁ’ – ଶରଣାର୍ଥୀଙ୍କ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ

ଭାରତ ଧର୍ମଶାଳା ନୁହେଁ । ଶରଣାର୍ଥୀଙ୍କ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ ଦେଇଛନ୍ତି ଏପରି କଡା ଟିପ୍ପଣୀ । ସାରା ବିଶ୍ୱରୁ ଆସୁଥିବା ଲୋକଙ୍କୁ ଆଶ୍ରୟ ଦେବାର କୌଣସି ଯଥାର୍ଥତା ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ ।ଭାରତ…

ବିଶିପଡ଼ା ସୁଧାସାହିରେ କନ୍ଧ କୁମ୍ଭାର ସମାଜ ଅନୁଷ୍ଠିତ

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ବିଶିପଡା ପଞ୍ଚାୟତ ଅଧିନରେ ଥିବା ସୁଧାସାହି ଠାରେ ଏକ କନ୍ଧ କୁମ୍ଭାର ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସଭା ରେ ନୂତନ ଜିଲ୍ଲା ସଭାପତି ଭାବେ ଶ୍ରୀ ଯୁକ୍ତ ବିଜୟ ବେହେରା, ଉପସଭାପତି…

ଅପରେସନ ‘ସିନ୍ଦୂର’ ସଫଳତାରେ ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ବିଶାଳ ଶୋଭାଯାତ୍ରା।

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ରାଷ୍ଟ୍ରହିତ ରେ ନିୟୋଜିତ ଭାରତୀୟ ସେନାବଳର ସମ୍ମାନ ଓ ମନୋବଳ ବୃଦ୍ଧି ସହିତ ଭାରତର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ସନ୍ଦେଶ ପରିପ୍ରେକ୍ଷିରେ ଏକ ସଚେତନତା ବାର୍ତ୍ତା ପାଇଁ ରବିବାର ସକାଳ ୮. ୦୦ ଘଟିକା ସମୟ ରେ…

ଜାସୁସ୍ ଜ୍ୟୋତି ମାଲହୋତ୍ରାର ଓଡ଼ିଶା ଲିଙ୍କ୍ ନେଇ ବଡ଼ ଖୁଲାସା

ଜାସୁସ୍ ଜ୍ୟୋତି ମାଲହୋତ୍ରାର ଓଡ଼ିଶା ଲିଙ୍କ୍ ନେଇ ବଡ଼ ଖୁଲାସାପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କ ସହ ଥିଲା ଜ୍ୟୋତିର ବନ୍ଧୁତାପ୍ରିୟଙ୍କାଙ୍କ ପୁରୀ ଘରକୁ ଯାଇ ପରିବାର ଲୋକଙ୍କୁ ପୋଲିସର ପଚରାଉଚରାସୋସିଆଲ ମିଡିଆରେ ଜ୍ୟୋତି ସହ ସମ୍ପର୍କ ନେଇ ସଫେଇ ଦେଲେ ପ୍ରିୟଙ୍କାଜ୍ୟୋତି…

ଫୁଲବାଣୀରେ ସିନିୟର ଓସବା ଷ୍ଟେଟ୍ ରେଙ୍କିଙ୍ଗ ବ୍ଯାଡମିଣ୍ଟନ ଟୁୁର୍ଣ୍ଣାମେଣ୍ଟ ଉଦଘାଟିତ

କନ୍ଧମାଳ-:(ମୃତ୍ୟୁଞ୍ଜୟ ଦିଗାଲ) କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇନଡୋର ଷ୍ଟାଡିୟମ ରେ,ସନରାଇଜ ଓସବା ସିନିୟର ରେଙ୍କିଙ୍ଗ ବେଡମିଣ୍ଟନ ର ୩ ଦିନିଆ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଶୁକ୍ରବାର କନ୍ଧମାଳ ଜିଲ୍ଲା ବେଡମିଣ୍ଟନ ଆସୋସିଏସନର ପରିଚାଳନା ରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ…

ଆତଙ୍କି ହମଲାକୁ ନେଇ କ୍ୟାଣ୍ଡେଲ ରାଲି ନିରବ ପ୍ରାଥନା କଲେ କନ୍ଧମାଳ କଂଗ୍ରେସ କମିଟି

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: ବିତି ଯାଇଥିବା ଜମ୍ମୁକାଶ୍ମୀରର ପହଲଗାମ୍ ଠାରେ ଆତଙ୍କି ହାମଲାରେ ପୁରା ଭାରତରେ ଏକ ପ୍ରକାର ଦୁଃଖର ଲହରି ଖେଳି ଯାଇଥିଲା । ସାରା ଭାରତରେ ପ୍ରତିଶୋଧର ନିଆଁ ଜଳି ବାରେ ଲାଗିଥିଲା। ଏଥିରେ ବାଦ ପଡିନଥିଲେ…

ଆର୍ଟ ଅଫ ଗିଭିଙ୍ଗର ଦ୍ବାଦଶ ବାର୍ଷିକୀ ପାଳିତ।

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଶନିବାର ଆର୍ଟ ଅଫ ଗିଭିଙ୍ଗ ଯୋଜନାର ଦ୍ବାଦଶ ବାର୍ଷିକୀ ପାଳିତ ହୋଇ ଯାଇଛି। ଶିକ୍ଷାବିତ ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ଚାଲିଥିବା ଏହି ପରିକଳ୍ପନାର ବାର୍ଷିକୀ ପାଳନ ଅବସରରେ ମୂଖ୍ଯ ଅତିଥି ଭାବେ ଯୋଗ…

କାହାକୁ ଛଡ଼ାଯିବନି… ବାଂଲାଦେଶ ଉପରେ ଷ୍ଟ୍ରାଟେଜିକ୍‌ ଓ୍ୱାର ଆରମ୍ଭ କଲା ଭାରତ !

ବିରି ମାଡ଼ ଦେଖି କୋଳଥ ଚୋପା ଅପରେସନ୍‌ ସିନ୍ଦୁର ପରେ ଏବେ ସାବାଡ଼ା ହୋଇଯାଇଛି ପାକିସ୍ତାନ । ଭାରତ ସହ ଲାଗିବା ପୂର୍ବରୁ ଏବେ ପାକିସ୍ତାନକୁ ହଜାରେ ଥର ଭାବିବାକୁ ପଡ଼ିବ । ଗୁଳି ତ ଦୂରର କଥା ସାମାନ୍ୟ ଟେକା…

କାର ସହ ୨୫ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଦିନକୁଦିନ ଗଞ୍ଜେଇ କାରବାର ବଢ଼ିବାରେ ଲାଗିଥିବା ବେଳେ ଏହି କାରବାର ଉପରେ ରୋକ ଲଗେଇବା ପାଇଁ ଫିରିଙ୍ଗିଆ ପୋଲିସ ମଧ୍ୟ୍ୟ ରୀତିମତ ଭାବରେ ବିଭିନ୍ନ ଜାଗାରେ ଚଢ଼ାଉ କରିବା ସହ ବିଭିନ୍ନ ଅଂଚଳରୁ ବସ୍ତାବସ୍ତା ଗଞ୍ଜେଇ…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓