ନିର୍ମାଣ ହେଉଛି, ‘ଚୁମ୍‌କି- ସେତ ପାଣିରେ ବୁଡ଼ିବ ନାହିଁ କି’

ସଙ୍ଗୀତଜ୍ଞ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ଏଇ ଗୀତଟି ଅନେକ ଶ୍ରୋତାଙ୍କ ଭିତରେ ଆଦୃତ ହେଇଛି। ଏବେ ଏଇ ଗୀତର ମୁଖୁଡ଼ାକୁ ‌ନେଇ ନିର୍ମାଣ ହେଇଛି ଏକ ଚଳଚ୍ଚିତ୍ର, ଯାହାର ଶୀର୍ଷକ ରହିଛି ‘ଚୁମ୍‌କି- ସେତ ପାଣିରେ ବୁଡ଼ିବ ନାହିଁ କି’। ଏହା…

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚିକେନ ପିଠା …

ଆବଶ୍ୟକ ସାମଗ୍ରୀ ବୋନଲେସ ଚିକେନ, ଲୁଣ, ହଳଦି, ଲଙ୍କା ଗୁଣ୍ଡ, ଅରୁଆ ଚାଉଳ, ତେଲ, ଗୋଟା ଗରମ ମସଲା, ତେଜପତ୍ର, ଅଦା, ରସୁଣ, ପିଆଜ ପେଷ୍ଟ, ଗରମ ମସଲା  ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ବଜାରରୁ ବୋନଲେସ ଚିକେନ ଆଣି ତାକୁ ଧୋଇ…

ଯଦି ଜନ୍ମରୁ ରହିଥାଏ ଏଭଳି ଲକ୍ଷଣ, ତେବେ ଏପରି ଝିଅ ହୋଇଥାନ୍ତି ଭାଗ୍ୟଶାଳୀ

ଜ୍ୟୋତିଷ ଶାସ୍ତ୍ରରେ ଯେମିତି ଜାତକ ଦେଖି ଲୋକଙ୍କ ଭବିଷ୍ୟତ ବିଷୟରେ କୁହାଯାଏ, ସେହିଭଳି ସାମୁଦ୍ରିକ ଶାସ୍ତ୍ରରେ ଲୋକଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ଗଠନ ଆଧାରରେ ତାଙ୍କ ଆଚାର ଓ ବ୍ୟବହାର ବିଷୟରେ ଜଣାପଡ଼େ। ସାମୁଦ୍ରିକ ଶାସ୍ତ୍ର ରଚନା ବହୁ ଯୁଗ ତଳେ…

ଇଡି, ସିବିଆଇ ଅଧିକାରୀଙ୍କୁ ଧମକ ଦେଲେ ମମତା ବାନାର୍ଜୀ …

କୋଲକାତା -: ଗତ କିଛି ଦିନ ହେଲା ନିଜ ମନ୍ତ୍ରୀମାନଙ୍କୁ ନେଇ ବିବାଦରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପାର୍ଥ ଚାଟାର୍ଜୀ ଓ ଅନୁବ୍ରତ ମଣ୍ଡଳଙ୍କୁ ଦୁର୍ନୀତି ମାମଲାରେ ଗିରଫ କରାଯାଇଥିବା ବେଳେ ଏବେ ଦଳର ଆଉ କିଛି ନେତାଙ୍କୁ ନେଇ…

ଗଣେଶ ମୂର୍ତ୍ତି ବିବାଦ, ଏଭଳି ନିଷ୍ପତ୍ତି ନେଲେ ହାଇକୋର୍ଟ …

କଟକ -: ଗଣେଶ ମୂର୍ତ୍ତି ବିବାଦରେ ହସ୍ତକ୍ଷେପ କରିବାକୁ ଓଡ଼ଶା ଉଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି। ଓଡ଼ଶା ଉଚ୍ଚ ନ୍ୟାୟାଳୟ ପୁଲିସ୍ ପ୍ରଶାସନ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି। ମାମଲାରେ ପୁଲିସ ପକ୍ଷରୁ ବିକୃତ ମୂର୍ତ୍ତି ପାଇଁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିପାରେ ବୋଲି…

ରୋଗକୁ କରନ୍ତୁ ବାଏ ବାଏ , ସୁସ୍ଥ ଜୀବନ ପାଇଁ ବଦଳାନ୍ତୁ ଖାଦ୍ୟ ଅଭ୍ୟାସ

ବର୍ତ୍ତମାନ ସମୟରେ ରୋଗ ଏକ ସାଧାରଣ କଥା ହୋଇଗଲାଣି। ଦୈନ୍ୟନ୍ଦିନ ଜୀବନରେ ଭୁଲ ଖାଦ୍ୟପେୟ ଏବଂ ଶୋଇବାରେ ଠିକ୍ଠିକଣା ନରହିଲେ ଯେ ବିଭିନ୍ନ ପ୍ରକାରର ରୋଗ ମାଡ଼ି ବସେ ଏହା ଆପଣ ଅସ୍ବୀକାର କରିପାରିବେ ନାହିଁ। ବିଶେଷ କରି ହୃଦ୍ ରୋଗ…

ଏହି ରାଶିର ଲୋକମାନେ ହୋଇଥାନ୍ତି ବହୁତ ସ୍ୱାଭିମାନୀ, ସୁବିଧା ଘେରରେ ରହିଥାନ୍ତି-ସର୍ବଦା ସୁଖ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କ ରାଶି ଓ ଗ୍ରହ ତାଙ୍କର ସ୍ୱଭାବ ଉପରେ ବି ପଡିଥାଏ । କିଛି ଲୋକ ରାଗି ହୋଇଥିବା ବେଳେ କିଛି ଲୋକ ନରମ ହୃଦୟର ହୋଇଥାନ୍ତି । କିଛି ଲୋକ ନିଜ ଭିତରେ ମସ୍ତ ଥିବା…

ଦୁଷ୍କର୍ମ ଅଭିଯୁକ୍ତ ସାଧୁ ଲିଙ୍ଗାୟତଙ୍କୁ ଅଟକ ରଖିଲା ପୁଲିସ …

ବେଙ୍ଗାଲୁରୁ -: କର୍ଣ୍ଣାଟକରେ ନାବାଳିକାମାନଙ୍କୁ ଯୌନଉତ୍ପୀଡ଼ନ ଦେଇଥିବା ଅଭିଯୋଗରେ ଆଜି ଲିଙ୍ଗାୟତ ମଠର ବିଶିଷ୍ଟ ସାଧୁ ଶିବମୂର୍ତ୍ତି ମୁରୁଗା ଶାରନାରୁଙ୍କୁ ପୁଲିସ ଅଟକ ରଖିଛି। କର୍ଣ୍ଣାଟକର ଚିତ୍ରଦୁର୍ଗରେ ଥିବା ପ୍ରସିଦ୍ଧ ମୁରୁଗା ମଠରେ ମୁଖ୍ୟ ମହନ୍ତ ଏହି ସାଧୁଙ୍କ ନାମରେ ଉକ୍ତ…

ଓଟିଇଟି ପରୀକ୍ଷା ପୂର୍ବରୁ ପ୍ରଶ୍ନର ଉତ୍ତର ସିଟ ଭାଇରାଲ …

ମାଲକାନଗିିରି -: ସାରା ରାଜ୍ୟରେ ଆଜି ଶିକ୍ଷକଙ୍କ ଓଟିଇଟି ପରୀକ୍ଷା ଚାଲିଥିବା ବେଳେ ମାଲକାନଗିିରି ଜିଲ୍ଲାରେ ମଧ୍ୟ ୩ଟି ସେଣ୍ଟରରେ ପରୀକ୍ଷା ଆରମ୍ଭ ନ ହେଉଣୁ ପ୍ରଶ୍ନର ଉତ୍ତର ସିଟ ଭାଇରାଲ ହେଉଛି। ଯାହା ଶୁଣା ଯାଉଛି ଏହି ଓଟିଇଟି ପରୀକ୍ଷା…

ରାହୁଲ୍‌ ଗାନ୍ଧୀ ରାଜନୀତି ପାଇଁ ତାଙ୍କର ଦକ୍ଷତା ନାହିଁ: ଗୁଲାମ୍‌ ନବୀ ଆଜାଦ୍

ନୂଆଦିଲ୍ଲୀ -: ରାହୁଲ୍‌ ଗାନ୍ଧୀ ଭଲ ଲୋକ, କିନ୍ତୁ ରାଜନୀତି ପାଇଁ ତାଙ୍କର ସ୍ବଭାବଗତ ଦକ୍ଷତା ନାହିଁ ବୋଲି ଗତ ସପ୍ତାହରେ କଂଗ୍ରେସ ପରିତ୍ୟାଗ କରିଥିବା ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ ଗଣମାଧ୍ୟମ ‘ଏନ୍‌ଡିଟିଭି’କୁ କହିଛନ୍ତି। ସେ କହିଛନ୍ତି, ସତ…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓