କାବୁଲରେ ଭୟଙ୍କର ବଷ୍ଫୋରଣ,୮ ମୃତ : ବିସ୍ଫୋରଣ ପାଇଁ ଦାୟୀ ‘ଆଇଏସ୍‌’

କାବୁଲ -: ଶୁକ୍ରବାର ଦିନ ଆଫଗାନିସ୍ତାନର ପଶ୍ଚିମ କାବୁଲ୍‌ ଅନ୍ତର୍ଗତ ଏକ ଆବାସିକ ଅଞ୍ଚଳରେ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୮ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ଜନଗହଳି ସ୍ଥାନରେ ଉକ୍ତ ବିସ୍ଫୋରଣ ଘଟିଛି…

ଅଗଷ୍ଟ ୬ ଶନିବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ଆଜି ଅଗଷ୍ଟ ୬ ତାରିଖ, ଶନିବାର, କର୍କଟ ୨୧ ଦିନ, ଶ୍ରାବଣ ଶୁକ୍ଳ ନବମୀ ରା.ଘ.୨.୧୨ମି., ବିଶାଖା ନକ୍ଷତ୍ର ସଂ.ଘ.୬.୨୮ମି., ତୁଳା ଚନ୍ଦ୍ର ଦି.ଘ.୧୨.୪୦ମି. ।ପର୍ବପର୍ବାଣି- ବିଶ୍ୱଶାନ୍ତି ଦିବସ, ଶ୍ରୀମନ୍ଦିରରେ ବାଡିନୃସିଂହ ବିଜେ । ମେଷ- ଆଜି ଆପଣଙ୍କ ରାଶିରେ ନୂତନ…

ପୃଥିବୀର ଚାରି ଗୁଣ ଏହି ଗ୍ରହ, ବୈଜ୍ଞାନିକଙ୍କୁ ମିଳିଲା ନୂଆ ଗ୍ରହର ସନ୍ଧାନ …

ନୂଆଦିଲ୍ଲୀ -: ବୈଜ୍ଞାନିକମାନେ ରେଡ ଡର୍ଫ୍ ଷ୍ଟାର (Red Drawf Star) ଅଞ୍ଚଳରେ ଏକ ସୁପର-ଆର୍ଥ ଆବିଷ୍କାର କରିଛନ୍ତି । ଏହି ଗ୍ରହର ଏକମାତ୍ର ସମସ୍ୟା ହେଉଛି ଏହି ଗ୍ରହ ନିଜ ବାସସ୍ଥାନ ଜୋନ୍ ରେ ଏବଂ ବାହାରେ ହିଁ ବୁଲିଥାଏ ।…

ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ ଘଟଣାରେ ମୁଖ୍ୟଯନ୍ତ୍ରୀଙ୍କ ସମେତ ୪ ଗିରଫ

ଭୁବନେଶ୍ବର -: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ  ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୪ ଜଣଙ୍କୁ ସିବିଆଇ ଗିରଫ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ…

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ …

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଆଜି କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ କଟରପା ପଞ୍ଚାୟତ ର ଜପକୁଦ ବଜାର ଠାରେ ଲକି ଡାଇଗ୍ନୋଷ୍ଟିକ୍ର ଓ ମା ହେଲଥ କେୟାର ,ରୋଟାରୀ କ୍ଲବ ଅଫ ବିରୁପା,ଜେପିଏମ ରୋଟାରୀ ଚକ୍ଷୁ ଚିକିତ୍ସା…

ସରକାରୀ ଆବାସିକ ବିଦ୍ୟାଳୟର ଛାତ୍ରୀ ଗର୍ଭବତୀ …

ମାଲକାନଗିରି -: ମାଲକାନଗିରି ଜିଲ୍ଲା ସଦର ବ୍ଳକର ଏକ ସରକାରୀ ଆବାସିକ ସ୍କୁଲର ଦଶମ ଶ୍ରେଣୀର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି। ଛାତ୍ରୀଜଣଙ୍କ ଘର ମାଥିଲି ବ୍ଲକ ସାଉଁଳିଗୁଡା ବୋଲି ଜଣାପଡିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଗତ ଜୁଲାଇ…

ବାପାଙ୍କୁ ବଞ୍ଚାଇବା ପାଇଁ ମିଛ କହିଥିଲା ଝିଅ, ଖୋଲିଲା ବୀଭତ୍ସ ହତ୍ୟାକାଣ୍ଡର ଗୁମର …

ଘଟଗାଁ/ ଢେଙ୍କିକୋଟ -: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପିପିଳିଆ ପଞ୍ଚାୟତ ମୁଣ୍ତାଟାଙ୍ଗର ଗ୍ରାମରେ ଜଣେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି। ସ୍ବାମୀଙ୍କ ବନ୍ଧୁ ନୁହେଁ ସ୍ବାମୀ ହିଁ ତାଙ୍କୁ ହତ୍ୟା କରିଥିବା ପୁଲିସ କହିଛି। ବାପାକୁ…

ଲାଲସିଂହ ଚଡ୍ଡା ପରେ ଏବେ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଡାର୍ଲିଂସ୍‌’କୁ ବିରୋଧ …

ସୋସିଆଲ ମିଡିଆରେ ଅଗଷ୍ଟ ୧୧ରେ ରିଲିଜ୍‌ ହେବାକୁ ଥିବା ସୁପରଷ୍ଟାର ଅମୀର ଖାନ୍‌ଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡା ଓ ଅକ୍ଷୟ କୁମାରଙ୍କ ରକ୍ଷା ବନ୍ଧନକୁ ଜୋରଦାର ବିରୋଧ କରାଯାଉଛି। ଏହି ଦୁଇଟି ଫିଲ୍ମକୁ ବୟକଟ୍‌ କରିବାକୁ ଲୋକମାନେ ଦାବି କରୁଛନ୍ତି।…

ଶତ୍ରୁଙ୍କୁ ଏହି ଗୋଟିଏ ଉପାୟରେ ଦିଅନ୍ତୁ ଉଚିତ୍‌ ଶିକ୍ଷା, ସର୍ବଦା ଚାପରେ ରହିବେ ଶତ୍ରୁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ ।…

୨୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଝାରସୁଗୁଡ଼ା -: ଜଣେ ସପ୍ଲାୟର ପାଖରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଟିକେନାଥ ଭଇଁଷା। ଏହି ବ୍ଲକରେ ବିଭିନ୍ନ ସାମଗ୍ରୀ ଯୋଗାଉଥିବା ଏହି ସପ୍ଲାୟର କୋଶଲ…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓