ସାଲେପୁରରେ ଚାଞ୍ଚଲ୍ୟ, ମହାନଦୀକୁ ଡେଇଁ ଆତ୍ମହତ୍ୟା ! କାରଣ ଅସ୍ପଷ୍ଟ

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଆଜି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଅଞ୍ଚଳରେ ।କଟକ ଜିଲ୍ଲା ସାଲେପୁର ସାତବାଟିଆ ଠାରେ ମହାନଦୀକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ଏବେ ନିଖୋଜ…

ଜୁଲାଇ ୨୧ ଗୁରୁବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ଆଜି ଜୁଲାଇ ୨୧ ତାରିଖ, ଗୁରୁବାର, କର୍କଟ ୫ ଦିନ, ଶ୍ରାବଣ କୃଷ୍ଣ ଅଷ୍ଟମୀ ଦି. ଘ.୮.୧୫ମି., ଅଶ୍ୱିନୀ ନକ୍ଷତ୍ର ଦି.ଘ.୨.୫୫ମି., ମେଷ ଚନ୍ଦ୍ର ଅହୋରାତ୍ର ।ପର୍ବପର୍ବାଣି- ଗୁରୁ ଅଷ୍ଟମୀ । ମେଷ- ଆଜି ଯେକୌଣସି ସୂତ୍ରରୁ ଧନପ୍ରାପ୍ତି ଯୋଗ ରହିଛି…

ଅଞ୍ଚଳ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ବରଗଡ଼( ଆଶୁତୋଷ ପାଣିଗ୍ରାହୀ ) -: ବରଗଡ଼ ଜିଲ୍ଲା ପଦ୍ମପୁରର ଅଞ୍ଚଳ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗରେ ଆଜି ଯୁକ୍ତ ତିନି ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ବରେ…

ଜୁଲାଇ ୨୦ ବୁଧବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ଆଜି ଜୁଲାଇ ୨୦ ତାରିଖ, ବୁଧବାର, କର୍କଟ ୪ ଦିନ, ଶ୍ରାବଣ କୃଷ୍ଣ ସପ୍ତମୀ ଦି. ଘ.୭.୩୪ମି, ରେବତୀ ନକ୍ଷତ୍ର ଦି.ଘ.୧.୨୪ମି., ମୀନ ଚନ୍ଦ୍ର ଦି.ଘ.୧.୨୪ ।ପର୍ବପର୍ବାଣି- ଶ୍ରାବଣ ସପ୍ତମୀ ମେଷ- ଆଜି ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ।…

ପୂଜା କରିବା ସମୟରେ ଏଭଳି ଅଘଟଣ ସବୁ ଅଶୁଭ, ପ୍ରତିକାର ପାଇଁ କଣ କରିବେ ଆସନ୍ତୁ ଜାଣିବା

କେବେ କେବେ ପୂଜା କରୁଥିବା ସମୟରେ ଆମ ହାତରୁ ତରବରିଆ ଭାବରେ ବା ଅନ୍ୟ କୌଣସି କାରଣରୁ ଜିନିଷ ତଳେ ପଡ଼ିଯାଏ । ସେହି ସମୟରେ ତତକ୍ଷଣାତ ମନକୁ ଆସେ ଆଗକୁ କିଛି ଅଘଟଣ ଘଟିବ ନାହିଁ । ଏହା କୌଣସି…

ରୁଚିକା ମହାନ୍ତିଙ୍କୁ ନ୍ୟାୟ ପ୍ରଦାନ ଦାବିରେ ନବ ନିର୍ମାଣ କୃଷକ, ଯୁବ, ଛାତ୍ର ସଂଗଠନ ପକ୍ଷରୁ ଓଡିଶା ବନ୍ଦ

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ବିଜେବି କଲେଜଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଦୋଷୀକୁ ତୁରନ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଓଡିଶା ବନ୍ଦ ସଫଳ କରିବା…

ସିଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତି ବୈଠକ

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ସିଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତିକରଣ କାର୍ଯ୍ୟ ପରିଚାଳନା ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ପୁରାତନ ଛାତ୍ର ସଂସଦ ସଭାଗୃହ ରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ଦାସ ଙ୍କ…

ପ୍ରେମିକାର ଲାପଟପ ପଡିଥିଲା ବନ୍ଧା, ମୁକୁଳାଇବା ପାଇଁ ଲୁଟ କଲା ପ୍ରେମିକ

କୋଚିଂ ସିଟି କୋଟାରେ ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଖୁସି କରିବା ପାଇଁ ଗୋଟିଏ ପରେ ଗୋଟିଏ ତିନୋଟି ଡକାୟତି କରି ପୁଲିସର ନିଦ ଉଡ଼ାଇ ଦେଇଥିଲେ । ଏହି ପାଗଳ ପ୍ରେମିକ ଏଥିପାଇଁ ଡକାୟତି କରିଥିଲେ ଯାହା ଦ୍ୱାରା ସେ…

ଓଡିଶାରେ ଆସିଲା ଭୟଙ୍କର ବନ୍ୟା , ପୋଲାଭରମକୁ ଦାୟୀ କଲେ ବିଜେଡି ନେତା

ମାଲକାନଗିରି -: ମାଲକାନଗିରି ଜିଲ୍ଲା ସମେତ ମୋଟୁ ଅଂଚଳରେ ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁଁ ହୋଇଥିବା ବନ୍ୟା ପରିସ୍ଥିତି ପାଇଁ ସିଧାସଳଖ ପୋଲାଭରମକୁ ଦାୟୀ କରିଛି ବିଜେଡି। ପୋଲାଭରମ ପ୍ରକଳ୍ପ ଯୋଗୁଁ ଜଳ ନିଷ୍କାସନ ହୋଇନପାରି ମାଲକାନଗିରି ଜିଲ୍ଲାର ମୋଟୁ…

ନିୟମିତ ବ୍ୟବହାର କରାଯାଉଥିବା ଖାଦ୍ୟ ସାମଗ୍ରୀ ଉପରେ ଲାଗିବନି ଜିଏସଟି  … !

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ଘରେ ନିୟମିତ ବ୍ୟବହାର କରାଯାଉଥିବା ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗିବା ପରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହ କେନ୍ଦ୍ର ସରକାରଙ୍କୁ ଏନେଇ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏଭଳି ବିବାଦ ମଧ୍ୟରେ ଟ୍ବିଟ କରି…

error: Content is protected !!

odia.bnslive.in

No.1 Bharat News Service Portal Govt. Regd.No. OD-07-0016080

Skip to content ↓