ଯଦି କୈାଣସି ଦୁର୍ନୀତି କରୁଥାଅ, ନିଜ ଦାୟିତ୍ବରେ କର : କର୍ମୀଙ୍କୁ ଚେତାବନୀ ଦେଲେ ମନ୍ତ୍ରୀ
କୋଲ୍କାତା -: ଯଦି କୈାଣସି ଦୁର୍ନୀତି କରୁଥାଅ, ନିଜ ଦାୟିତ୍ବରେ କର। ସେଥିପାଇଁ ଦଳ ଦାୟୀ ହେବନାହିଁ ବୋଲି ବୋଲପୁରରେ ଆୟୋଜିତ ‘ତୃଣମୂଳ କଂଗ୍ରେସ କର୍ମୀ’ ସମ୍ମିଳନୀରେ ‘ବୁଥ୍ ପ୍ରେସିଡେଣ୍ଟ୍’ମାନଙ୍କୁ ମମତା ବାନାର୍ଜୀଙ୍କ ମନ୍ତ୍ରୀ ଚନ୍ଦ୍ରନାଥ ସିଂହ କହିଛନ୍ତି। କିନ୍ତୁ, ୨୦୨୪…
କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପ୍ରସଙ୍ଗ: ବାଚସ୍ପତିଙ୍କ ରୁଲିଂ, ବିଧାନସଭାରେ ବିବୃତି ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ
ଭୁବନେଶ୍ବର -: ରାଗିଙ୍ଗର ଶିକାର ହୋଇ ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବାଚସ୍ପତି ରୁଲିଂ ଦେଇଛନ୍ତି। ଆଜିର ଗୃହକାର୍ଯ୍ୟ ଶେଷ ହେବା ପୂର୍ବରୁ ଗୃହରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିବୃତି ରଖିବା ପାଇଁ ଲାଗି ବାଚସ୍ପତି ବିକ୍ରମ କେଶରୀ ଆରୁଖ…
ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତ ଦେହ, ହତ୍ୟା କି ଆତ୍ମହତ୍ୟା ସନ୍ଦେହ ଘେରରେ
ବେଗୁନିଆ -: ରାତିରେ ଖୋଜିଲା ପୋଲିସ ଆଉ ସକାଳୁ ସକାଳୁ ସନ୍ଦେହଜନକ ଭାବେ ଝୁଲନ୍ତା ଅବସ୍ଥାରେ ଏକ ଆମ୍ବ ଗଛରୁ ମିଳିଲା ମୃତଦେହ। ପରିବାରଲୋକ ଆଣିଲେ ହତ୍ୟା ଅଭିଯୋଗ । ବେଗୁନିଆ ବାଘମାରୀ ଥାନାର ଓସ୍ତପୁର ଗାଁରେ ଦେଖବାକୁ ମିଳିଛି ଏହି ଅଭାବନୀୟ…
ବରମୁଣ୍ଡା ନିକଟରେ ଜଳିଗଲା ଘରୋଇ ଯାତ୍ରୀବାହି ବସ୍
ଭୁବନେଶ୍ବର -: ରାଜଧାନୀର ବରମୁଣ୍ଡା ନିକଟରେ ଏକ ଘରୋଇ ବସ ଜଳିଯାଇଥିବାର ଖବର ମିଳିଛି। ଆଜି ଭୋରରୁ ଦୁର୍ଘଟଣା ଘଟିଥିବାରୁ ବସରେ ନିଆଁ ଲାଗିଥିବା ସୂଚନା ରହିଛି। ଭାରସାମ୍ୟ ହରାଇ ବସଟି ବ୍ରିଜର ବାଡାରେ ବାଡେଇ ହୋଇଥିଲା। ଏହାଫଳରେ ବସରେ ସଟ…
ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ତାଳଚେର ୧୨ ଘଣ୍ଟିଆ ବନ୍ଦ ପାଳନ
ତାଳଚେର -: ତାଳଚେର ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର) ଓ ଡାକ୍ତରଖାନା ଖୋଲିବା ଦାବିରେ ଆଜି ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏନେଇ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଘୋଷଣା କରାଯାଇଥିଲା। ଆଜି ସକାଳ…
ଅଧିକ ମାଛ ଖାଉଥିଲେ ସାବଧାନ୍, ହୋଇପାରେ ଏହି ମାରାତ୍ମକ ରୋଗ
ଯେଉଁମାନେ ନନଭେଜ୍ ଖାଉଛନ୍ତି ସେମାନଙ୍କ ଖାଦ୍ୟରେ ଅଣ୍ଡା, ଚିକେନ୍, ମଟନ୍, ଚିଙ୍ଗୁଡି, ମାଛ ଇତ୍ୟାଦି ବେଶ୍ ପସନ୍ଦ କରିଥାନ୍ତି। ତେବେ ଏମାନଙ୍କ ଭିତରେ ସବୁଠାରୁ ଅଧିକ ଏହି ପ୍ରୋଟିନ୍ ମିଳିଥାଏ ମାଛରୁ । ବିଶେଷଜ୍ଞଙ୍କ ଅନୁଯାୟୀ, ମାଛ ଖାଇବା ଦ୍ୱାରା ଶରୀର…
ଜୁଲାଇ ୪ ସୋମବାରର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ
ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ (ଜ୍ୟୋତିଷ ପ୍ରବୀଣ), ଜ୍ୟୋତିଭବନ ଜ୍ୟୋତିର୍ଗବେଷଣା କେନ୍ଦ୍ର, ପଦ୍ମପୁର, ଭେଉଁରିଆଛକ , ପୋ.ଅ.-ରାଜୋବୋଡାସମ୍ବର, ଜି.-ବରଗଡ, ଓଡିଶା, ପିନ-୭୬୮୦୩୬ ମୋ-୯୯୩୮୦୪୮୩୦୦ ଆଜି ଜୁଲାଇ ୪ ତାରିଖ, ସୋମବାର, ମିଥୁନ ୨୦ ଦିନ, ଆଷାଢ଼ ଶୁକ୍ଳ ପଞ୍ଚମୀ ସଂ. ଘ.୬.୩୨ମି, ମଘା…
ଉଲଗ୍ନ ହେଲେ ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା, କହିଲେ ‘ଫିଲ୍ମ ନେଇଗଲା ସବୁକିଛି’
ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ନିଜର ବଲିଉଡ ଡେବ୍ୟୁକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବିଜୟ ସାଉଥ ଇଣ୍ଡଷ୍ଟ୍ରୀରେ ଧମାଲ କରିବା ପରେ ଏବେ ବଲିଉଡ ଫିଲ୍ମ ଲାଇଗର ଜରିଆରେ ଫ୍ୟାନ୍ସଙ୍କ ହୃଦୟରେ ରାଜ କରିବାକୁ ଯୋଜନା କରିଛନ୍ତି। ଫିଲ୍ମର ନୂଆ ପୋଷ୍ଟର…
ପ୍ରଚୁର ବର୍ଷା, ଖାଦ୍ୟ ଓ ମାଛ ପାଇଁ କୁମ୍ଭୀରକୁ ବାହା ହେଲେ ଏହି ବ୍ୟକ୍ତି
ସାନ୍ ପେଡ୍ରୋ ହୁଆମେଲୁଲା: ପାରମ୍ପରିକ ଗୀତବାଦ୍ୟ ଓ ନୃତ୍ୟ ପରିବେଶଣ କରାଯାଇ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ମେକ୍ସିକୋର ଛୋଟ ନଗରୀ ସାନ୍ ପେଡ୍ରୋ ହୁଆମେଲୁଲାର ମେୟର୍ ଗୋଟାଏ କୁମ୍ଭୀର କନ୍ୟାକୁ ବାହା ହୋଇଥିବା ‘ରଏଟର୍ସ’ ରିପୋର୍ଟ କରିଛି। ଗୁରୁବାର ଦିନ ଆୟୋଜିତ…
