୩୦ଦିନ ସମୟ ଦିଆଯାଇଥିଲା, ମାତ୍ର ୨୪ଘଣ୍ଟାରେ କହ୍ନୈୟାଙ୍କ ପରିବାରକୁ ମିଳିଲା ୧.୩୭କୋଟି
ଉଦୟପୁର -: ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ସମର୍ଥନ କରିଥିବାରୁ ମଙ୍ଗଳବାର ଉଦୟପୁର ଏକ ବଡ଼ ହତ୍ୟାକାଣ୍ଡ ଘଟିଥିଲା। ଦୁଇଜଣ ମୁସଲିମ ଯୁବକ ଆସି ଦର୍ଜି କହ୍ନୈୟା ଲାଲଙ୍କ ଗଳା…
ଜୁଲାଇ ୧ ଶୁକ୍ରବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ
ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ (ଜ୍ୟୋତିଷ ପ୍ରବୀଣ), ଜ୍ୟୋତିଭବନ ଜ୍ୟୋତିର୍ଗବେଷଣା କେନ୍ଦ୍ର, ପଦ୍ମପୁର, ଭେଉଁରିଆ ଛକ , ପୋ.ଅ.-ରାଜୋବୋଡାସମ୍ବର, ଜି.-ବରଗଡ, ଓଡିଶା, ପିନ-୭୬୮୦୩୬ ମୋ-୯୯୩୮୦୪୮୩୦୦ Email Id – panditashutoshpanigrahy@gmail.com ଆଜି ଜୁଲାଇ ୧ ତାରିଖ, ଶୁକ୍ରବାର, ମିଥୁନ ୧୭ ଦିନ, ଆଷାଢ଼…
ମହାରାଷ୍ଟ୍ରରେ ବିଜେପି ଗଢିଲା ସରକାର, ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍
ପୁଣି ଥରେ ମହାରାଷ୍ଟ୍ର କମାଣ ଧରିବେ ଦେବେନ୍ଦ୍ର ଫଡ଼ନାଭିସ୍ । ଆଜି ସଂନ୍ଧ୍ୟା ୭ଟାରେ ସେ ଶପଥ ଗ୍ରହଣ କରିବେ । ଗତକାଲି ଉଦ୍ଧବ ଠାକରେ ଇସ୍ତଫା ଦେବା ପରେ ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ବୋଲି…
ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ବିଜୟୀ, ୨-୦ରେ ସିରିଜ୍ ଜିତିଲା ଭାରତ
ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ଜିତିବା ସହ ସିରିଜ୍ କବ୍ଜା କଲା ଟିମ୍ ଇଣ୍ଡିଆ । ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଭାରତ ଆୟର୍ଲାଣ୍ଡକୁ ୪ ଓ୍ୱିକେଟ୍ରେ ପରାସ୍ତ କରିଛି । ଏଥିସହ ଦୁଇ ଟିକିଆ ସିରିଜ୍କୁ ୨-୦ରେ ଜିତି ନେଇଛି ମେନ୍ ଇନ୍…
ସ୍ୱାମୀଙ୍କ ଭଡାରେ ଲଗାଇବା ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଲେ ସ୍ତ୍ରୀ …
ଗାଡ଼ି, ଘର, ଆସବାବପତ୍ର ପରି ଭଡ଼ାରେ ମିଳୁଛି ସ୍ୱାମୀ । ମାତ୍ର ୩୩୬୫ ଟଙ୍କାରେ ନିଜ ସ୍ୱାମୀଙ୍କୁ ଭଡ଼ାରେ ଲଗାଇଛନ୍ତି ୟୁକେର ଜଣେ ମହିଳା । ତେବେ ଏଥିପାଇଁ ସେ ଏକ ସ୍ୱତନ୍ତ୍ର ୱେବସାଇଟ୍ ଖୋଲିଛନ୍ତି । ମହଙ୍ଗା ଯୁଗରେ ଟଙ୍କା…
ଅଟୋ ଉପରେ ଖସି ପଡ଼ିଲା ହାଇ ଭୋଲ୍ଟେଜ ବିଦ୍ୟୁତ୍ ତାର, ୮ ଯାତ୍ରୀ ଜୀବନ୍ତ ଜଳିଗଲେ
ଆନ୍ଧ୍ର ପ୍ରଦେଶର ଶ୍ରୀ ସତ୍ୟ ସାଇ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ରିକ୍ସା ଉପରେ ହାଇ ଭୋଲ୍ଟେଜ ବିଦ୍ୟୁତ୍ ତାର…
ବଡଖବରକୁ ଅପଦସ୍ତ କରିବାକୁ ପ୍ରୟାସ କରାଯାଉଛି – ସୁର ରାଉତରାୟ
ଭୁବନେଶ୍ୱର -: ଗୋଟିଏ ମିଡିଆକୁ ଅପଦସ୍ତ କରିବାକୁ ପ୍ରୟାସ କରାଯାଇଛି। ଜଣେ ସାମ୍ବାଦିକଙ୍କୁ ଜାଣିଶୁଣି ହଇରାଣ କରାଯାଇଛି। ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଛି। ଆକ୍ରୋଶମୂଳକ ଭାବେ ଏପରି ପଦକ୍ଷେପ ନିଆଯାଉଛି ବୋଲି ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀ ଘଟଣାରେ ଜଟଣୀ ବିଧାୟକ…
ଟାଙ୍ଗିରେ ବୋହୁକୁ ଜାଳିଦେଲେ, ଥାନାରେ ବାପଘର ଲୋକଙ୍କ ଅଭିଯୋଗ
ଟାଙ୍ଗୀ -: ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡା କୁମ୍ଭାରସାହିରେ ଏକ ପାଇଖାନା ଘରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ କୁମ୍ଭାରସାହିର ପୁରୁଷୋତ୍ତମ ବେହେରା ଓରଫ୍ ଗଗନ ବେହେରାଙ୍କ ପତ୍ନୀ ସସ୍ମିତା ରଣା। ଗତକାଲି ବିଳମ୍ବିତ ରାତିରେ…
