ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ 2021/22 ଆର୍ଥିକ ବର୍ଷ ନିମନ୍ତେ୮ଟି ବ୍ଲକ ରୁ ୮ ଜଣ ପରିବେଷବିତଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି | ଏହି…
Month: July 2022
ଜୁଲାଇ ୧୪ ଗୁରୁବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ
ଆଜି ଜୁଲାଇ ୧୪ ତାରିଖ, ଗୁରୁବାର, ମିଥୁନ ୩୦ ଦିନ, ଶ୍ରାବଣ କୃଷ୍ଣ ପ୍ରତିପଦା ରା. ଘ.୮.୧୬ମି, ଉତ୍ତରାଷାଢ଼ା ନକ୍ଷତ୍ର ରା.ଘ.୮.୪୬ମି., ମକର ଚନ୍ଦ୍ର ଅହୋରାତ୍ର ।ପର୍ବପର୍ବାଣି- ଶ୍ରାବଣ ମାସ ଆରମ୍ଭ ମେଷ- ଆଜି ଲକ୍ଷ୍ୟପ୍ରାପ୍ତି ପାଇଁ ଆଗକୁ ବଢ଼ିଚାଲିବେ ।…
ତିଗିରିଆ ନୂଆପାଟଣାରେ ମହିଳାଙ୍କୁ ଏସିଡ୍ ମାଡ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
ଆଠଗଡ/ତିଗିରିଆ -: ତିଗିରିଆ ନୂଆପାଟଣାରେ ମହିଳାଙ୍କୁ ଏସିଡ ମାଡ଼। ମହିଳାଙ୍କୁ ଉଦ୍ଧାର କରି ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବାବେଳେ, ଅବସ୍ଥା ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ନାମ…
ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୭୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର -: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଲଗାତାର କିଛି ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦…
ପ୍ରମୋଶନ ବଦଳରେ ସସପେଣ୍ଡ, ରାଗରେ ନିଆଁବାଣ ଶିକ୍ଷୟତ୍ରୀ
ରେଢାଖୋଲ -: ପ୍ରମୋଶନ ଯାଗାରେ ମିଳିଲା ସସପେଣ୍ଡ ଚିଠି । ଏହାକୁ ବିରୋଧ କରି ଶିକ୍ଷୟତ୍ରୀ ଜଣକ ରାଗରେ ସ୍କୁଲର କାର୍ଯ୍ୟାଳୟରେ ତାଲା ପକାଇଲେ। ଯାହାଫଳରେ ମଧ୍ୟାହ୍ନ ଭୋଜନରୁ ବଂଚିତ ହେଲେ ନିରିହ ଛାତ୍ରଛାତ୍ରୀ । ଏମିତି ଘଟଣା ଦେଖିବାକୁ ମିଳିଛି ରେଢାଖୋଲ…
ଚୀନରେ ମାଷ୍ଟର ମାଇଣ୍ଡର ବ୍ଲୁ ପ୍ରିଣ୍ଟ , ଓଡିଶାରେ ଠକେଇର ନେଟ୍ ୱାର୍କ
ଭୁବନେଶ୍ବର -: ଆର୍ବିଆଇ ଦ୍ବାରା ପଞ୍ଜୀକୃତ ହୋଇନଥିବା ବେଆଇନ୍ ଋଣପ୍ରଦାନକାରୀ ଆପ୍ଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଆଉ ପାଦେ ଆଗେଇଛି। ଏଭଳି ଠକ ଆପ୍ ତିଆରି କରି ଲୋକଙ୍କ ଅର୍ଥ ଆତ୍ମସାତ୍ କରିବା ପଛରେ…
ଥଣ୍ଡା,ଜ୍ୱର, କାଶ ହେଉଥିଲେ ସ୍କୁଲ ମନା, ମାସ୍କ ବାଧ୍ୟତାମୂଳକ
ଭୁବନେଶ୍ବର -: ସ୍କୁଲକୁ ଫେରିବ କରୋନା କଟକଣା। ରାଜଧାନୀର ସମସ୍ତ ସ୍କୁଲ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ଖାଦ୍ୟ ସାମଗ୍ରୀ ନେବା ସମୟରେ ଛାତ୍ରଛାତ୍ରୀ ଯେତେଦୂର ସମ୍ଭବ ଦୂରତା ରଖିବେ। ଥଣ୍ଡା, ଜ୍ବର, କାଶ ହେଉଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ…
ଆପଣଙ୍କ ଆଧାର କାର୍ଡ ବ୍ୟବହାର କରାଯାଇ କେତୋଟି ସିମ୍ ଆକ୍ଟିଭ ଅଛି କେମିତି ଜାଣିବେ ? ଏହି ସରକାରୀ ୱେବସାଇଟ୍ କ୍ଲିକ କରନ୍ତୁ
ଏବେ ଆଧାର କାର୍ଡ ବହୁତ ଜରୁରୀ ଡକ୍ୟୁମେଣ୍ଟ ହୋଇଛି । ଏବେ ଏହାର ବ୍ୟବହାର ପରିଚୟ ପତ୍ର ଭାବେ ଅଧିକ ବ୍ୟବହାର କରାଯାଉଛି । ଏହା ସାହାଯ୍ୟରେ ୟୁଜର୍ସ ସିମ କାର୍ଡ ବି କିଣି ପାରିବେ । ଅଧିକାଂଶ ସମୟରେ ଆମ…
ଜୁଲାଇ ୧୩ ବୁଧବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ
ଆଜି ଜୁଲାଇ ୧୩ ତାରିଖ, ବୁଧବାର, ମିଥୁନ ୨୯ ଦିନ, ଆଷାଢ଼ ପୂର୍ଣ୍ଣିମା ରା. ଘ.୧୨.୦୫ମି, ପୂର୍ବାଷାଢ଼ା ନକ୍ଷତ୍ର ରା.ଘ.୧୧.୪୫, ଧନୁ ଚନ୍ଦ୍ର ନି.ଘ.୫.୦୩ମି.ପର୍ବପର୍ବାଣି- ଗୁରୁପୂର୍ଣ୍ଣିମା, ବ୍ୟାସପୂଜନ, ପୁରୀ ଗୋବର୍ଦ୍ଧନ ପୀଠରେ ଗୁରୁପୂଜା ମେଷ-ଆଜି ଲକ୍ଷ୍ୟପ୍ରାପ୍ତି ପାଇଁ ଆଗକୁ ବଢ଼ିଚାଲିବେ ।…
ଭୟଙ୍କର ଜଳତାଣ୍ଡବ କେବେବି ଆଗରୁ ଏଭଳି ଦେଖି ନଥିବେ …ଥରେ ଦେଖନ୍ତୁ ଭିଡିଓ
ଗତ କିଛି ଦିନ ହେବ ବିଶ୍ୱ ବ୍ୟାପି ଯେମିତି ପ୍ରକୃତି ତା ତାଣ୍ଡବ ରଚିବାରେ ଲାଗିଛି ସେଗୁଡିକୁ ହୁଏତ ନିଜ ଆଖିରେ ଥରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ଅବଶ୍ୟ ଏଗୁଡିକର ଅନେକ ଭିଡିଓ ମାନ ଟିଭି ତଥା ସୋସିଆଲ…