ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ମୋବାଇଲ ମେସେଜକୁ ନେଇ ହେଲା ଗଣ୍ଡଗୋଳ।ସ୍ୱାମୀ,ସ୍ତ୍ରୀ ଓ ପରିବାର ଲୋକଙ୍କୁ ମାଡ଼ ର ହୋଇଛି ଅଭିଯୋଗ। ଅଭିଯୋଗ ଆଣିଲେ ସାଲେପୁର ଥାନା ରାଇସୁଙ୍ଗୁଡା ଗ୍ରାମର ଚିନ୍ମୟୀ ମହାନ୍ତି। ଚିନ୍ମୟୀ ମହାନ୍ତିଙ୍କ ସ୍ୱାମୀ ରବି ମହାନ୍ତିଙ୍କ…
Year: 2022
ଆପଣ ଏହି ମୋବାଇଲ ବ୍ୟବହାର କରୁଛନ୍ତି କି କାମ କରିବ ନାହିଁ ହ୍ବାଟ୍ସଆପ୍
ମାତ୍ର ଅଳ୍ପ କିଛି ବର୍ଷ ମଧ୍ୟରେ ଖୁବ୍ ଲୋକପ୍ରିୟତା ଅର୍ଜନ କରିପାରିଛି ମେସଜିଂ ଆପ୍ ହ୍ବାଟ୍ସଆପ୍ । ମାତ୍ର କିଛି ସେଲ୍ଫୋନ୍ ବ୍ୟବହାରକାରୀ ଏହି ଆପ୍କୁ ଆଉ କିଛି ଦିନ ପରେ ବ୍ୟବହାର କରିପାରିବେ ନାହିଁ। କମ୍ପାନି ପକ୍ଷରୁ ପ୍ରକାଶ କରାଯାଇଛି…
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ କଖାରୁ ମଞ୍ଜି, ହାର୍ଟକୁ ବି ରଖିଥାଏ ସୁସ୍ଥ…ଜାଣନ୍ତୁ ଅନ୍ୟାନ୍ୟ ଫାଇଦା
କଖାରୁ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଅନେକ ପୋଷକ ତତ୍ତ୍ୱ ଭରି ରହିଛି। କିନ୍ତୁ କିଛି ଲୋକ କଖାରୁ ଖାଉଥିବା ବେଳେ ଏହାର ମଞ୍ଜିକୁ ଫିଙ୍ଗି ଦିଅନ୍ତି। ହେଲେ ମନେ ରଖନ୍ତୁ, କଖାରୁ ଭଳି ଏହାର ମଞ୍ଜି ମଧ୍ୟ…
ବ୍ରଜରାଜନଗରରେ କଡ଼ା ଟକ୍କର ଦେବ କଂଗ୍ରେସ …
ବରଗଡ଼ -: ବ୍ରଜରାଜନଗର ଉପନିର୍ବାଚନରେ କଡ଼ା ଟକ୍କର ଦେବୁ। ସେଠାରୁ ପରିବର୍ତନର ସ୍ବର ଆରମ୍ଭ ହେବ ବୋଲି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ସେ କହିଲେ,…
ଫେସ୍ବୁକ୍ ହ୍ୟାକ୍ ପରେ ଆକାଉଣ୍ଟରୁ କଟିଲା ୧୧ ହଜାର ଟଙ୍କା
ସମ୍ବଲପୁର -: ସମ୍ବଲପୁର ସଦର ଥାନା ଗେଙ୍ଗୁଟିପାଲିର ଆଶିଷ ଓରାମ ନାମକ ଜଣେ ବ୍ୟକ୍ତି ସାଇବର୍ ଠକେଇର ଶିକାର ହୋଇଛନ୍ତି। ଗତ ଏପ୍ରିଲ୍ ୨୬ ତାରିଖ ଦିନ ତାଙ୍କ ଫେସ୍ବୁକ୍ ଆକାଉଣ୍ଟକୁ କେହି ଜଣେ ହ୍ୟାକ୍ କରି ଦେଇଥିଲା। କିନ୍ତୁ ସେ…
ଆଜି ଜଳକ୍ରିଡା ଏକାଦଶୀରେ ପଡ଼ୁଛି ଅନେକ ଶୁଭ ଯୋଗ, ଭୁଲରେ ବି କରନ୍ତୁନି ଏସବୁ କାମ
ହିନ୍ଦୁ ପାଞ୍ଜି ଅନୁସାରେ, ପ୍ରତି ବର୍ଷ ମୋଟ୍ ୨୪ଟି ଏକାଦଶୀ ପଡ଼େ। ଏଭଳି ଭାବେ ଗୋଟିଏ ମାସରେ ଦୁଇ ଥର ଏକାଦଶୀ ପଡ଼େ। ପ୍ରଥମଟି କୃଷ୍ଣ ପକ୍ଷରେ ଓ ଅନ୍ୟଟି ଶୁକ୍ଳ ପକ୍ଷରେ। ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷରେ ପଡ଼ୁଥିବା ଏକାଦଶୀକୁ…
ରକ୍ଷକ ସାଜିଲା ଭକ୍ଷକ, ପଡୋଶୀ ଘର ଝିଅକୁ କରୁଥିଲେ ଦୁଷ୍କର୍ମ
ଭୁବନେଶ୍ୱର -: ଖାକିରେ ଲାଗିଲା ଦାଗ। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କନେଷ୍ଟବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ। ରଜନୀକାନ୍ତ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୋଲିସର ଏକ ଥାନାରେ କାର୍ଯ୍ୟରତ ଅଛନ୍ତି। ତାଙ୍କୁ ଗିରଫ କରାଯିବା ପରେ କନେଷ୍ଟବଳ ପଦବୀରୁ ନିଲମ୍ବିତ କରାଯାଇଛି। ଅଭିଯୋଗ ଅନୁୟାୟୀ…
ଜମ୍ମୁକାଶ୍ମୀରରେ କ୍ରମାଗତ ଆତଙ୍କବାଦୀଙ୍କ ବର୍ବରତା, ଟିଭି ଅଭିନେତ୍ରୀଙ୍କୁ ହତ୍ୟା, ୧୦ ବର୍ଷର ଶିଶୁକୁ ଗୁଳିକଲେ ଆତଙ୍କବାଦୀ
ନୂଆଦିଲ୍ଲୀ -: ଜମ୍ମୁକାଶ୍ମୀରରେ ଟାର୍ଗେଟ ହତ୍ୟା ବନ୍ଦ ହେବାର ନା ଧରୁନି । ଆତଙ୍କବାଦୀମାନେ ଏବେ ମହିଳା ଓ ଶିଶୁମାନଙ୍କୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି । ଲଗାତାର ୨ୟ ଦିନରେ ଘାଟିରେ ହିଂସା ଦେଖିବାକୁ ମିଳିଛି । ଆତଙ୍କବାଦୀ ପୁଣି…
ଆପଣଙ୍କ ସହରରେ ଆଜିର ପେଟ୍ରୋଲ୍ ଓ ଡିଜେଲ୍ ଦର କ’ଣ ରହିଛି ଆସନ୍ତୁ ଜାଣିବା
ପ୍ରତ୍ୟେକ ଦିନ ପେଟ୍ରୋଲ ଓ ଡିଜେଲ୍ ଦର ମଧ୍ୟ ବଦଳିଥାଏ। ପେଟ୍ରୋଲ ଦର ଆଜି ଭୁବନେଶ୍ୱରରେ ୧୦୩ ଟଙ୍କା ୧୯ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ପଇସା ରହିଛି। ସେହିପରି ଦେଶର ପ୍ରମୁଖ…
ଯାହା ଖାଇବ ସବୁକିଛି ମାତ୍ର ପାଞ୍ଚ ଟଙ୍କା, ପନୀର ଟିକା-ଭେଜ୍ ଲଲିପପ୍-ପନୀର ସ୍ପ୍ରିଙ୍ଗରୋଲ ସବୁକିଛି ୫
କଟକ – : ଯାହା ଖାଇବେ ପାଞ୍ଚ ଟଙ୍କା, ହଁ ଆଜ୍ଞା ଯାହା ଖାଇବାକୁ ଆପଣ ଇଚ୍ଛା କରିବେ, ସେ ପନୀର ଟିକା ହେଉ, ଭେଜ୍ ଲଲିପପ୍ ହେଉ କିମ୍ବା ପନୀର ସ୍ପ୍ରିଙ୍ଗ ରୋଲ ପୋଟାଟୋ ଟିକା ହେଉ ସବୁକିଛି ପାଇବେ ମାତ୍ର…
