Creat A Revolution
ଭୁବନେଶ୍ୱର -:
ଅଭିଯୋଗ ଅନୁୟାୟୀ ନାବାଳିକା ଜଣକ ରଜନୀକାନ୍ତ ପଡୋଶୀଙ୍କ ସମ୍ପର୍କୀୟଙ୍କ ଝିଅ। ଦୀର୍ଘ ୪ ବର୍ଷ ହେବ କନେଷ୍ଚବଳ ଜଣକ ନାବାଳିକାଙ୍କ ଶହ ଶାରିରୀକ ସମ୍ପର୍କ ରଖି ଆସୁଥିଲେ। ଭିଡିଓ ବନାଇ ବ୍ଲାକମେଲ୍ କରୁଥିଲେ। ଭିଡିଓ ଡିଲିଟ୍ କରିବାକୁ ରଜନୀକାନ୍ତ ତାଙ୍କୁ ୫୦ହଜାର ଟଙ୍କା ମାଗିଥିଲେ। ଏହାପରେ ନାବାଳିକା ଚାଇଲ୍ଡ ଲାଇନ୍ରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କନେଷ୍ଟବଳ ରଜନୀକାନ୍ତଙ୍କୁ ଗିରଫ କରାଯାଇଛି। CRPC ଧାରା ୧୬୧ରେ ନାବାଳିକାଙ୍କ ବୟାନ୍ ରେକର୍ଡ କରାଯାଇଛି। କ୍ୟାପିଟାଲ୍ ହସ୍ପିଟାଲରେ ପିଡୀତାଙ୍କ ଡାକ୍ତରୀମାଇନା କରାଯାଇଛି।
