ବଲାଙ୍ଗୀରରେ ବିଭତ୍ସ ହତ୍ୟାକାଣ୍ଡ, ସୈାଚ ପାଇଁ ଯାଇଥିଲେ ଅଞ୍ଜନା ହେଲେ ଆଉ ଫେରିଲେନି

ବଲାଙ୍ଗୀର -: ଅନ୍ଧାର ରାତିରେ ହତ୍ୟା। ବିଲ ଭିତରେ ମହିଳାଙ୍କୁ ବୀଭତ୍ସ ହତ୍ୟା। ଗତକାଲି ରାତିରେ ଘଟିଥିବା ଏମିତି ଏକ ହତ୍ୟାକାଣ୍ଡକୁ ନେଇ ହଇଚଇ। ବଲାଙ୍ଗୀର ସହର ଲର୍କିପାଲିଠାରେ ଘଟିଛି ହତ୍ୟାକାଣ୍ଡ। ଗତକାଲି ରାତି ପ୍ରାୟ ୯ଟାରେ ଲର୍କିପାଲି ଗାଁର ୪୫…

ସାଲିଆ ସାହି ବସ୍ତିରୁ ଧଳା ଜହର ଜବତ: ଜଣେ ଗିରଫ

ଭୁବନେଶ୍ବର -: ରାଜଧାନୀର ସାଲିଆ ସାହି ବସ୍ତିରେ ଧଳା ଜହର ଜବତ କରାଯିବା ସହ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ଆଜି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାଡର ୨୦ଜଣିଆ ଟିମ ସାଲିଆ ସାହି ବସ୍ତିରେ ଚଢ଼ାଉ କରିଥିଲା। ସେଠାରୁ ରାଜୀବ…

ସକ୍ରିୟ ହେଉଛି ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା କାଲି ସୃଷ୍ଟି ହେଇପାରେ ଲଘୁଚାପ କ୍ଷେତ୍ର

ଭୁବନେଶ୍ବର -: ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ହେଉଛି ଘୁର୍ଣ୍ଣିବଳୟ। ଏହାର ପ୍ରଭାବରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେଇପାରେ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ତେବେ ବାତ୍ୟାର ଗତିପଥ…

ଔଷଧୀୟ ମଶାରିର କ୍ରୟ, ବିତରଣ ନେଇ ରୋକ୍ ଲଗାଇଲେ ଓଏଚ୍‌ଆରସି

ଭୁବନେଶ୍ବର -: ଔଷଧୀୟ ମଶାରିକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଡ଼ୁଆରେ ପଡ଼ିଛି। ଔଷଧୀୟ ମଶାରି ନେଇ ଜାରି ହୋଇଥିବା ଏସ୍‌ଓପିରେ ଅତିକମ୍‌ରେ ୩ବର୍ଷ ପାଇଁ ଏହାର ମୂଲ୍ୟାୟନ/ପରୀକ୍ଷା ଜରୁରୀ ରହିଛି। ମାତ୍ର ଏହାକୁ ଠିକଣା ଢଙ୍ଗରେ ପାଳନ ହେଉ ନ…

ଆର୍‌.ପି କଲେଜରେ ଅଧ୍ୟାପକ ଓ ଛାତ୍ରଙ୍କୁ ଗୋଗଚ୍ଛବାଡିଆ ମାଡ, ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ

କଟକ -: କଟକ ଜିଲ୍ଲା ବଡମ୍ବା ବିଧାରପୁର ଠାରେ ଥିବା ଆର୍‌.ପି. ଆବାସିକ ବିଜ୍ଞାନ ମହାବିଦ୍ୟାଳୟର ଦୁଇ ଛାତ୍ର ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୁପ ନେଇଥିଲା । ବାଧ୍ୟ ହୋଇ ବାହାର ଲୋକ ଓ ଅଣ ଛାତ୍ର ହସ୍ତକ୍ଷେପ କରିଥିବା…

Azərbaycan Mərc sayt

Azərbaycan Mərc saytı Azərbaycan Mərc saytı Content Mobil nömrə ilə qeydiyyat Mostbet AZ – Canlı Oyun Mərcləri Mostbet də qeydiyyatdan keçərək şəxsi hesabınıza daxil olun Mospet indir Mostbet AZ İdman…

ବ୍ରଜରାଜନଗର ଉପନିର୍ବାଚନ, ତିନିଦଳର ସମରସଜ୍ଜା ଆରମ୍ଭ ..

ଭୁବନେଶ୍ବର/ଝାରସୁଗୁଡ଼ା -: ବହୁପ୍ରତୀକ୍ଷିତ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବା ପରେ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ହୋଇ ଉଠିଛନ୍ତି। ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।…

ୟୁକ୍ରେନ ଉପରେ ଆଖିବୁଜା ତୋପ ବର୍ଷଣ କରୁଛି ଋଷ୍‌, ବିଦେଶ ଅସ୍ତ୍ର ଆଣିବାର ରାସ୍ତାକୁ ବନ୍ଦ କରିବାକୁ ପ୍ରୟାସ

ମସ୍କୋ -: ୟୁକ୍ରେନୀୟ ସୈନିକମାନଙ୍କୁ ବିଦେଶୀ ଅସ୍ତ୍ର ଯୋଗାଣ ନିମନ୍ତେ ବ୍ୟବହାର କରାଯାଉଥିବା ୬ଟି ରେଳ ଷ୍ଟେସନ୍‌ ଉପରେ ଆକ୍ରମଣ କରିଥିବା କଥା ଆଜି ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଏହା ବ୍ୟତିରେକେ, ୪ଟି ଆଗ୍ନେୟାସ୍ତ୍ର ଡିପୋ ସମେତ ୪୦ଟି ୟୁକ୍ରେନୀୟ…

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ୍ ,ବିଜେପି ବିଜେଡି ଓ କଂଗ୍ରେସର ଅଙ୍କକସା …

ଝାରସୁଗୁଡ଼ା -: ବ୍ରଜରାଜନଗର ଉପ ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନପତ୍ର…

ଖାଇଗଲେ ପିଡ଼ିଏସ ଚାଉଳ, ବ୍ଲକ ଅଫିସ ଘେରିଲା ଦଳିତ ଅଧିକାର ମଞ୍ଚ

ନୂଆପଡା (ପରମେଶ୍ବର ମେହେର) -:ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଝାରବନ୍ଧ ଗ୍ରାମପଞ୍ଚାୟତରେ ହିତାଧିକାରୀଙ୍କ ପିଡିଏସ ଚାଉଳ ହଡପ ଘଟଣାରେ ଦୋଷୀ କର୍ମଚାରୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ବରେ…

error: Content is protected !!